/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754404655.jpg)
OTET କେଳେଙ୍କାରୀ ନିହାର-ଶ୍ରୀକାନ୍ତ ଯୋଡ଼ି
OTET ପ୍ରଶ୍ନପତ୍ରଲିକରଗୁମରଖୋଲୁଖୋଲୁଆଗକୁଫିଟିବକିବୋର୍ଡରଗୋଲକଧନ୍ଧା ? ଦୀର୍ଘବର୍ଷଧରିଗାଦିମଡ଼ାଉପସଭାପତିନିହାରରଂଜନମହାନ୍ତିଏବଂସଭାପତିଶ୍ରୀକାନ୍ତତରାଇଙ୍କସିଣ୍ଡିକେଟରଆସିବକିସତ ? ଓଟିଭିହାତରେଏହାର EXCLUSIVE ଚିଠି।ବୋର୍ଡରେସମ୍ପାଦକଏବଂପରୀକ୍ଷାନିୟନ୍ତ୍ରକଥାଉଥାଉ୨୦୨୪ରେଉପସଭାପତିନିହାରମହାନ୍ତିଙ୍କୁଦିଆଯାଇଥିଲାପରୀକ୍ଷାପରିଚାଳନାଦାୟିତ୍ବ।ଯାହାକୁନେଇଏବେପ୍ରଶ୍ନଉଠୁଛି।
ପୂର୍ବତନବୋର୍ଡସଭାପତିଧରଣୀଧରନାଥଙ୍କକହିବାକଥା, ଓଡ଼ିଶାସେକେଣ୍ଡାରୀଏଜୁକେସନ୍ଆଇନ-୧୯୫୩ଅନୁଯାୟୀବୋର୍ଡରସର୍ବେସର୍ବାହେଉଛନ୍ତିସଭାପତି।ପରୀକ୍ଷାପରିଚାଳନାଦାୟିତ୍ବସମ୍ପାଦକଓପରୀକ୍ଷାନିୟନ୍ତ୍ରକଙ୍କଉପରେରହିବାକଥା।ହେଲେଆଇନକୁଜଳାଞ୍ଜଳିଦେଇକାହିଁକିଉପସଭାପତିନିହାରମହାନ୍ତିଙ୍କୁପରୀକ୍ଷାପରିଚାଳନାଦାୟିତ୍ବଦେଉଥିଲେସଭାପତିଶ୍ରୀକାନ୍ତତରାଇ? ପରିଣାମସ୍ବରୂପ OTET ପ୍ରଶ୍ନପତ୍ରତଲିକ୍ହେଲା, ଅଥଚକାହିଁକିପୋଲିସକୁସଭାପତିଶ୍ରୀକାନ୍ତତରାଇନିଜଆଡୁଜଣାଇଲେନି?
ନିହାର-ଶ୍ରୀକାନ୍ତଯୋଡ଼ିଆଜିରନୁହଁନ୍ତି।ଶ୍ରୀକାନ୍ତତରାଇଯେଉଁସମୟରେବୋର୍ଡସମ୍ପାଦକଥିଲେ, ସେହିସମୟରେନିହାରଥିଲେପରୀକ୍ଷାନିୟନ୍ତ୍ରକ।ଶ୍ରୀକାନ୍ତବୋର୍ଡସଭାପତିହେଲାପରେନିହାରବନିଥିଲେଉପସଭାପତି।ଫଳରେଆଜିଯେଉଁଘଟଣାଘଟିଲାଏଥିପାଇଁଉପସଭାପତିବନ୍ଧାହୋଇଥିବାବେଳେବୋର୍ଡସଭାପତିଶ୍ରୀକାନ୍ତତରାଇଙ୍କବିରୋଧରେବିହେବକିଆକ୍ସନ ?
ପୂର୍ବରୁବିଭିନ୍ନସମୟରେବୋର୍ଡଦ୍ୱାରାପରିଚାଳିତମାଟ୍ରିକଏବଂOTET ପରୀକ୍ଷାରେବିଭ୍ରାଟଘଟିଛି।କିନ୍ତୁ କ୍ରାଇମବ୍ରାଞ୍ଚନିକଟରେନାକେହିକେବେଅଭିଯୋଗକରିଥିଲେନାକୌଣସିଧରପଗଡ଼ହୋଇଥିଲା।ଏବେଜାରିରହିଥିବାତଦନ୍ତଭିତରେଉପ-ସଭାପତିନିହାରମହାନ୍ତିଏବଂଡାଟାଏଣ୍ଟ୍ରିଅପରେଟରଜିତନମହାରଣାଙ୍କଆର୍ଥିକକାରବାରଦିଗଖୋଜୁଛିକ୍ରାଇମବ୍ରାଞ୍ଚ।ଗତ୫ରୁ୧୦ବର୍ଷମଧ୍ୟରେହୋଇଥିବାଦେଣନେଣରତର୍ଜମାବିକରୁଛି।ଏପରିକିନିହାର-ଜିତନଙ୍କୁରିମାଣ୍ଡପାଇଁକ୍ରାଇମବ୍ରାଞ୍ଚଯୋଜନାରଖିଥିବାବେଳେକାହିଁକିଏଯାଏଁବୋର୍ଡଉପସଭାପତିଙ୍କବିରୋଧରେହୋଇନିବିଭାଗୀୟଆକ୍ସନ, ସେନେଇବିପ୍ରଶ୍ନଉଠିଛି।
ଅନ୍ୟପଟେ OTET ପ୍ରଶ୍ନପତ୍ରଲିକ୍ମାମଲାରଜାରିରହିଛିଖୋଳତାଡ଼।କଳାହାଣ୍ଡିସଦରବ୍ଲକ୍ଭେଜିପଦରସ୍କୁଲରପ୍ରଧାନଶିକ୍ଷକପ୍ରଶାନ୍ତଖମାରୀଙ୍କୁଆଜିନିଲମ୍ବିତକରିଛିଶିକ୍ଷାବିଭାଗ।ଯାହାଙ୍କୁକ୍ରାଇମବ୍ରାଞ୍ଚଗିରଫକରିଥିଲା।ଏହିମାମଲାରେଏହାରି ଭିତରେ ବୋର୍ଡଉପସଭାପତିନିହାରମହାନ୍ତିଙ୍କସହ୮ଜଣଙ୍କୁଗିରଫକରିସାରିଛିକ୍ରାଇମବ୍ରାଞ୍ଚ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)