ଯଦି ଆପଣ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍ଲିମିଟେଡ୍ ଡାଟା, ଭଏସ୍ କଲ୍ ଓ ଏସ୍ଏମ୍ଏସ୍, ମାଗଣା OTT ସବସ୍କ୍ରିପସନ୍ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍ ପ୍ଲାନ୍ର ସୁବିଧା ।
One Nation, One Charger ନିୟମ ଲାଗୁ ହେଲେ ଲୋକଙ୍କୁ କି ପ୍ରକାର ସୁବିଧା ମିଳିବ ?
ମହଙ୍ଗା ହେବ ରିଚାର୍ଜ ପ୍ଲାନ୍ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....
ଏହି ଆପ୍ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍।
ଯେବେଠାରୁ ମେଟା ଏହି ମେସେଜିଂ ଆପ୍କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।
ଆଗାମୀ ଫିଚରକୁ ନେଇ ସ୍କ୍ରିନ୍ସଟ୍ ସେୟାର କରିଛି WAବିଟାଇନ୍ଫୋ।
ଭୁଲ ଟାଇପ୍ କରି କାହାକୁ ମେସେଜ କଲେ ବି ଚିନ୍ତା କରିବାର ନାହିଁ । ଏବେ ହ୍ୱାଟସଆପରେ ଆସିବ ଏଡିଟ୍ ଫିଚର୍ ।
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହିସବୁ ମୋବାଇଲ୍ରେ ଆଉ କାମ କରିବନି ହ୍ୱାଟ୍ସଆପ୍, ଜାଣିରଖନ୍ତୁ ଆପଣଙ୍କ ମୋବାଇଲ ଏହା ଭିତରେ ଯାଉଛି କି ନାହିଁ?
ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି ୫ଜି..
ନମ୍ୱର ଓ୍ୱାନ୍ ଥିଲା ଗୁଗୁଲ୍। ହେଲେ ତାକୁ କାଟି ୧ ନମ୍ୱର ସ୍ଥାନରେ ପହଞ୍ଚିଛି ଟିକଟକ୍। ଖୁବ୍ କମ ଦିନ ଭିତରେ ଚୀନର ଏହି କ୍ଷୁଦ୍ର ଭିଡିଓ ଆପ୍ ସାରା ବିଶ୍ୱରେ ଏକ ନମ୍ୱର ହୋଇ ରେକର୍ଡ କରିଛି। ଜାଣନ୍ତୁ ଏହା ପଛରେ କିଏ?
ଏଥିରେ ଅନେକ ଫିଚର ରହିଛି । ଯାହାକୁ ବ୍ୟବହାରକାରୀ ଅତ୍ୟନ୍ତ ସଜହରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଖୁବ୍ଶୀଘ୍ର ଆଉ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି ।
ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...
ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି
ଚାଲିଛି ପାର୍ବଣ ଋତୁ । ଘର, ପରିବାର ତଥା ନିଜ ପାଇଁ ସପିଂ କରୁଛନ୍ତି ଲୋକେ । ବର୍ତ୍ତମାନ ଅଫଲାଇନ୍ ସପିଂ ଅପେକ୍ଷା ଅନିଲାଇନ୍ ସପିଂ ମାର୍କେଟ ନେଇଛି । କରୋନା କଟକଣା ଭିତରେ ବାହାରକୁ ନଯାଇ ଘରୁ ଗୋଟିଏ କ୍ଲିକରେ ହିଁ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ଆଉ ଏହାରି ଭିତରେ ଲୋକଙ୍କ ଟଙ୍କା ଉଡ଼ାଇ ନେବାକୁ ବସିଛନ୍ତି ହ୍ୟାକର୍ ଓ ଅନଲାଇନ୍ ଠ
ବଦଳିବ ଫେସବୁକ ନାଁ। ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି ।
ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି
ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ ।
ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି ।