• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

WhatsApp New Feature Chat Lock Rolls Out
ଆସିଲା WhatsAppର ନୂଆ ଫିଚର: ଚାଟ୍‌ ଲକ୍‌ କରି ଲୁଚାଇ ପାରିବେ ପ୍ରାଇଭେଟ୍‌ ମେସେଜ୍‌

ମେଟା ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।

Mobile Safety Tips
ସାବଧାନ ! ଗରମ ହୋଇଯାଉଛି କି ଆପଣଙ୍କ ମୋବାଇଲ୍‌ ? ଆପଣାନ୍ତୁ ଏହି ଉପାୟ...

ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍‌ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍‌ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।

Apple users won’t be able to use key Facebook app
Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

Twitter To Allow Calls Soon
ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Scientists develop AI model that can read human mind
ସାବଧାନ ! ଆପଣ ମନରେ କିଛି ବି ଚିନ୍ତା କରନ୍ତୁ, ତାକୁ ଚଟ୍‌ କି ଧରିଦେବ AI...

ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ । 

 fake voice calls
ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ଭଏସ୍ କଲ୍, ତା’ପରେ...

ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।

  • Tuesday, 02 May 2023
  • AI
The Godfather of AI Leaves Google
ଆଗକୁ ଭୟଙ୍କର ବିପଦ ଆଣିବ AI ! ଏମିତି ଚେତାବନୀ ଦେଇ ଗୁଗଲ୍‌ ଛାଡ଼ିଲେ ‘AI ର ଗଡ୍‌ଫାଦର’

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍‌ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍‌ କମ୍ପାନୀ ଗୁଗଲ୍‌(Google)ରୁ ଇସ୍ତଫା ଦେଇଛନ୍ତି।

Big Job Loss In Next 5 years
କ୍ଷତି ସହୁଛନ୍ତି କମ୍ପାନୀ, ଦେଖାଦେବ ବିରାଟ ମାନ୍ଦାବସ୍ଥା ! ୮୦୦ କମ୍ପାନୀ କରିବେ ବଡ଼ ଛଟେଇ

ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।

Whatsapp New Feature
Whatsapp New Feature: ଏଣିକି ଗୋଟିଏ ନୁହେଁ, ୪ ମୋବାଇଲରେ ସମାନ ହ୍ୱାଟ୍‌ସଆପ୍‌

ଫେସ୍‌ବୁକ୍‌ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।

internet
ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଡାଟା ? ଜାଣନ୍ତୁ ଏହି ଉପାୟ, ସରିବନି ନେଟ୍‌ପ୍ୟାକ୍ !

ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍‌ ବ୍ୟବହାର ମଧ୍ୟ କରୁଥିବେ। ଆପଣଙ୍କ ଡାଟା ମଧ୍ୟ ଶୀଘ୍ର ସରିଯାଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ଆପଣ କିପରି ନେଟ୍‌ପ୍ୟାକ୍ ସଞ୍ଚୟ କରିପାରିବେ, ଜାଣନ୍ତୁ ।

  • Monday, 24 April 2023
Students discovered anti-sleep alarm device for drivers safety
ଦୁର୍ଘଟଣା ରୋକିବ ଡିଭାଇସ୍‌: ଡ୍ରାଇଭରଙ୍କ ଆଖି ଲାଗିଲେ ଭାଙ୍ଗିଦେବ ନିଦ

ମନେକର ଗାଡ଼ି ଚଲାଉଥିବେ, ସେତିକି ବେଳେ ନିଦ ଲାଗିଗଲା... କଣ କରିବେ ?

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

Sundar Pichai
Alକୁ ନେଇ ଚିନ୍ତାରେ ଗୁଗୁଲ୍‌ ସିଇଓ : କହିଲେ, ରାତିରେ ଶୋଇପାରୁନି

Alକୁ ନେଇ ଗୁଗୁଲ୍‌ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।

Android devices can now automatically archive
ଏଣିକି ଟେନ୍‌ସନ୍‌ ଫ୍ରି ! ଆଉ ଫୁଲ୍‌ ହେବନି ଫୋନ୍‌ ଷ୍ଟୋରେଜ୍‌, ଜାଣନ୍ତୁ ଉପାୟ...

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଗୁଗଲ୍‌(Google) ଏକ ଖାସ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ । ଏକ ବ୍ଲଗ୍‌ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

NASA revealed this is how humans will live on Mars
ମଙ୍ଗଳ ଗ୍ରହରେ ରହିବ ମଣିଷ ! ବାଥରୁମ୍‌ ଓ ବେଡ୍‌ ରୁମ୍‌ର ଫଟୋ ସେୟାର କଲା ନାସା

ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।

Bhagwan sriram
୨୧ ବର୍ଷରେ ଅବିକଳ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ ! AI ଜାରିକଲା ଫଟୋ

AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।

artificial intelligence
ଆଗୁଆ ଜାଣିହେବ କାହାକୁ ହେବ କେଉଁ ରୋଗ, ଚିକିତ୍ସା ବିଜ୍ଞାନରେ ଆସୁଛି ବୈପ୍ଲବିକ ପରିବର୍ତ୍ତନ 

ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।

Hacking
ଆପଣ ଏମିତି ରଖିଛନ୍ତି କି ପାସ୍‌ୱାର୍ଡ ? ୧ ମିନିଟ୍‌ ଭିତରେ ହୋଇଯିବ ହ୍ୟାକ୍‌..!

ପ୍ରାୟ ୧୫,୬୮୦,୦୦୦ ପାସ୍‌ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍‌ୱାର୍ଡକୁ ୧ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।

New WhatsApp Status Update
ହ୍ୱାଟ୍ସଆପ୍‌ରେ ଆସୁଛି ଇନଷ୍ଟାଗ୍ରାମ୍‌ ପରି ଫିଚର ! ୟୁଜର୍ସଙ୍କ ମନରେ ଉତ୍କଣ୍ଠା

ହ୍ୱାଟ୍ସ ଆପ୍‌ର ନୂଆ ଫିଚର୍‌କୁ ୟୁଜର୍ସ ମନରେ ଉତ୍କଣ୍ଠା।

Soon digital KYC verification for SIM cards
ସାବଧାନ ! ସିମ୍‌ କାର୍ଡରେ ଫ୍ରଡ୍‌ ରୋକିବାକୁ KYCରେ ଆସୁଛି ବଡ଼ ପରିବର୍ତ୍ତନ

ଯଦି କେହି ସିମ୍‌ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ।

  • Saturday, 08 April 2023
  • KYC
Elon Musk
ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ : ଡଗିକୁ ଗାୟବ୍‌ କରିଦେଲେ ଏଲନ୍

୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍‌ ମସ୍କ ।

Mobile Phone
ମୋବାଇଲ୍ ଫୋନକୁ ପୂରିଲା ୫୦ ବର୍ଷ, ପ୍ରଥମ ମୋବାଇଲ୍‌ର ଓଜନ କେତେ ଥିଲା ଜାଣନ୍ତୁ...

ଆଜକୁ ଠିକ୍‌ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।

  • Wednesday, 05 April 2023
Mobile
ମୋବାଇଲ ଫୋନ୍‌କୁ ପୂରିଲା ୫୦ ବର୍ଷ

ଚାହୁଁଚାହୁଁ ମୋବାଇଲ ଫୋନ୍‌କୁ ପୂରିଲା ୫୦ ବର୍ଷ । ଏପ୍ରିଲ ୩ରେ ତିଆରି ହୋଇଥିଲା ପ୍ରଥମ ମୋବାଇଲ୍‌...ଚାର୍ଜ ହେବାକୁ ଲାଗୁଥିଲା ୧୦ ଘଂଟା

  • Wednesday, 05 April 2023
  • Mobile
twitter logo changed
ଟ୍ୱିଟର୍‌ରୁ ନୀଳ ପକ୍ଷୀ ଗାୟବ୍‌ ! 'ଡଗି'କୁ ନୂଆ ଲୋଗୋ କଲେ Elon Musk

ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।