• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

New Features Add In WhatsApp
WhatsApp ୟୁଜର୍ସଙ୍କ ପାଇଁ ଖୁସି ଖବର ! ଆସିଲା ୨ ନୂଆ ଫିଚର୍ସ...

ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍‌ କରିବା, ଡେଟ୍‌ ଅନୁଯାୟୀ ମେସେଜ୍‌ ସର୍ଚ୍ଚ କରିବା, ଡ୍ରାଗ୍‌ ଆଣ୍ଡ୍‌ ଡ୍ରପ୍‌ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।

BharOS
ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।

C/2022 E3 (ZTF) comet captured by camera lens
ମହାଜାଗତିକ ଦୃଶ୍ୟ: ରାଜଧାନୀ ଆକାଶରେ ଦେଖାଗଲା ଧୂମକେତୁ

ଜାନୁଆରୀ ଶେଷ ସପ୍ତାହରେ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଏହା ଖାଲି ଆଖିରେ ଦେଖାଯିବ।

'BharOS'
ଆସିଲା ଦେଶୀ OS : ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ

ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍

Modular Home
କେଇ ଘଣ୍ଟାରେ ଛିଡ଼ା ହେବ ବିଳାସପୂର୍ଣ୍ଣ ଘର, ଖର୍ଚ୍ଚ ବି କମ୍‌ ! ଦେଖନ୍ତୁ ଭିଡିଓ...

ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି । 

Scooter
ଆପେ ଆପେ ଦୁଇ ଚକାରେ ଛିଡ଼ା ହେଉଛି ସ୍କୁଟର ! ଗୋଡ଼ ଲାଗୁନି, ସ୍ୱିଚ୍‌ ଚିପିଲେ ପଛକୁ ଯାଉଛି

ଏମିତିକି ଗାଡ଼ିକୁ ପଛକୁ ନେଲା ବେଳେ ଚାଳକଙ୍କ ଗୋଡ଼ ବି ତଳେ ଲାଗୁନି । 

  • Thursday, 12 January 2023
Type C Charger
ଏଣିକି C-ଟାଇପ୍‌ ଚାର୍ଜର ବାଧ୍ୟତାମୂଳକ, ନୂଆ ନିୟମ ଆଣିଲା ୟୁରୋପିଆନ୍‌ ୟୁନିୟନ୍

ସବୁ କମ୍ପାନୀ ବା ବ୍ରାଣ୍ଡକୁ ଟାଇପ୍‌ ସି ଉପରେ ହିଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି ।

  • Tuesday, 10 January 2023
Ministry of Information and Broadcasting
ବୀଭତ୍ସ ଓ ଭୟଙ୍କର ଦୃଶ୍ୟ ଦେଖାଇବା ବେଳେ ସାବଧାନ୍‌ : ଟିଭି ଚ୍ୟାନେଲ୍‌ ପାଇଁ ଆସିଲା ଆଡଭାଇଜରି

ଆଡଭାଇଜରି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

5G
ଜିଓ-ଏୟାରଟେଲ୍‌ ୟୁଜର କେମିତି ପାଇବେ 5G ସେବା ? ଜାଣନ୍ତୁ...

ଆପଣଙ୍କ ସିମ୍‌ 4G ରୁ 5G ହୋଇଯିବ ।

Now WhatsApp Users Can Chat Without Internet
ବିନା ଇଣ୍ଟରନେଟ୍‌ରେ ବି WhatsAppରେ ଚାଟ୍‌ କରିପାରିବେ; ଜାଣନ୍ତୁ, କେମିତି କରିବେ ଏହାର ବ୍ୟବହାର...

ଏଣିକି ବିନା ଇଣ୍ଟରନେଟ୍‌ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ ଅପରେଟ୍‌ କରିପାରିବେ। ଅର୍ଥାତ୍‌ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବା ସହ ମେସେଜ୍‌ ରିସିଭ୍‌ ମଧ୍ୟ କରିପାରିବେ।

5g era starts in odisha
ଓଡ଼ିଶାରେ 5G ଯୁଗର ଶୁଭାରମ୍ଭ: ୧୦ ସେକେଣ୍ଡରେ ପୂରା ଫିଲ୍ମ ହେବ ଡାଉନଲୋଡ୍

ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ।

Drunk and Drive
ନୂଆ ଟେକ୍ନୋଲୋଜି, ମଦ ପିଇ ବସିଲେ ଗାଡ଼ି ହେବନି ଷ୍ଟାର୍ଟ...!

ମଦ ପିଇ ଗାଡ଼ି ଚଳାଉଥିଲେ ୧୦ ହଜାର ଟଙ୍କା ଜୋରିମାନା ସହ ୬ ମାସ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।

5g
ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆସନ୍ତା ୫ରେ ଲଞ୍ଚ୍ ହେବ 5G ସେବା

ଶୁଭାରମ୍ଭ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, 4G ତୁଳନାରେ ୧୦ ଗୁଣା ଅଧିକ ହେବ ଇଣ୍ଟରନେଟ ସ୍ପିଡ୍

  • Tuesday, 03 January 2023
  • 5G
PhonePe, Google pay
ଗୁଗୁଲ ପେ-ଫୋନ୍‌ ପେ-ପେଟିଏମ୍‌-ଆମାଜନ୍‌, କିଏ ଦେଉଛି କେମିତି ସେବା ? କାହାର କି ନିୟମ...

ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍‌ ରହିଛି ।

Alexa device
ଆପଣଙ୍କ କଥା ଶୁଣୁଛି ଆଲେକ୍ସା ! ବେଡ୍‌ ରୁମ୍‌ ଠାରୁ ଦୂରରେ ରଖିବାକୁ ପରାମର୍ଶ

ସାବଧାନ ! ଆପଣଙ୍କ ବ୍ୟକ୍ତିଗତ କଥାବାର୍ତ୍ତା ଶୁଣୁଛି Alexa Device . . .

  • Monday, 02 January 2023
  • Alexa
Whatsapp
ନୂଆବର୍ଷରେ ହ୍ୱାଟ୍‌ସଆପ୍‌ ଦେଲା ଝଟ୍‌କା, ଏହି ୪୯ଟି ଫୋନ୍‌ରେ ଚାଲିବନି ଆପ୍‌...

ପ୍ରତି ବର୍ଷ ପରି ଏଥର ମଧ୍ୟ ହ୍ୱାଟ୍‌ସଆପ୍‌, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍‌କା ।

Whatsapp New Feature
ଭୁଲ ସୁଧାରିବାକୁ ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର, ଆକ୍ସିଡେଣ୍ଟାଲ ଡିଲିଟ୍...

ଏହି ନୂଆ ଫିଚର ଦ୍ୱାରା ବଡ଼ ସମସ୍ୟାରୁ ସହଜରେ ବର୍ତ୍ତି ହେବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଚର ଆଜିଠୁ ଲଞ୍ଚ କରିଛି ।

smart helmet
କୁନି କୁନି ପିଲା ତିଆରି କଲେ ସ୍ମାର୍ଟ ହେଲମେଟ୍ ! ମଦ ପିଇଲେ ଷ୍ଟାର୍ଟ ହେବନି ବାଇକ୍‌

କୁନି କୁନି ପିଲାଙ୍କୁ ଦୁର୍ଘଟଣା ରୋକିବା ଚିନ୍ତା, ତିଆରି କଲେ ସ୍ମାର୍ଟ ହେଲେମେଟ୍‌ ।

  • Sunday, 11 December 2022
Bot Market
ବଟ୍‌ ମାର୍କେଟରେ କିପରି ହେଉଛି ତଥ୍ୟ ଚୋରି ?

ସେବା ଯୋଗାଇବା ନାଁରେ ଚୋରି କରନ୍ତି ଡାଟା

  • Saturday, 10 December 2022
hacker
ହ୍ୟାକର୍ ବିକିଦେଲେ ଭାରତୀୟଙ୍କ ଡାଟା ! ଫିଙ୍ଗର ପ୍ରିଣ୍ଟ୍‌ ଠାରୁ ଆରମ୍ଭ କରି ଲଗ୍‌ ଇନ୍‌ ତଥ୍ୟ ଚୋରି

ପ୍ରାୟ ୬ ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ କବଜାରେ

Tata Nano
ଏଥର ନୂଆ ରୂପରେ ନୂଆ ଢ଼ଙ୍ଗରେ, ବଜାରକୁ ଆସିବ ଇ-ଭେହିକିଲ ଟାଟା ନାନୋ

ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍‌ ଭଳି ଥିଲା । ଦେଶରେ ସବୁଠଉ ଶସ୍ତା କାର ଭାବେ ବେଶ୍‌ ଚର୍ଚ୍ଚିତ ଥିଲା ନାନୋ ।

Smart Phone
ନୂଆ ଟେକ୍ନୋଲୋଜି ! ଚାଲିଲେ ବାହାରିବ ବିଦ୍ୟୁତ, ଆପେ ଚାର୍ଜ ହେବ ବିଦ୍ୟୁତ ଉପକରଣ

ଛୋଟଛୋଟ ଇଲେକ୍ଟ୍ରୋନିକ୍‌ ଡିଭାଇସ ବ୍ୟବହାର କରିବା ପାଇଁ ଏହି ଶକ୍ତି ଯଥେଷ୍ଟ ବୋଲି ବିଶେଷଜ୍ଞ ଯୋଶିମୁରା କହିଛନ୍ତି । 

Road Bumps Could Power Electric Vehicles
ଖାଲଢିପ ରାସ୍ତା ବୈଦ୍ୟୁତିକ କାର୍‌କୁ ଚାର୍ଜ କରିବ !

ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍‌କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍‌ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।

WhatsApp data leak
WhatsApp Data Leak : କିପରି ଜାଣିବେ ଆପଣଙ୍କ ତଥ୍ୟ ଚୋରି ହୋଇଛି କି ନାହିଁ ?

ହ୍ୱାଟସଆପ୍‌ ତଥ୍ୟ ବିକ୍ରି ଖବର ଭିତରେ କିପରି ସୁରକ୍ଷିତ ରଖିବେ ତଥ୍ୟ ?

WhatsApp
ସାବଧାନ୍ ହ୍ୱାଟସଆପ୍‌ ୟୁଜର୍‌ !!! ୫୦୦ ମିଲିୟନ୍‌ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍‌

୮୪ଟି ଦେଶରେ ଭାଳେଣି ! ରିପୋର୍ଟ ଅନୁସାରେ, ବିକ୍ରି ହୋଇଯାଇଛି ୟୁଜରଙ୍କ ତଥ୍ୟ