ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।
ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍ ରହିଛି ଯାହା ଆପଣ ଆପଣଙ୍କ ଫୋନ୍ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।
ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।
ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।
ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।
ବିନା ଇଣ୍ଟରନେଟ୍ରେ ମୋବାଇଲ୍ ଫୋନ୍ରେ ଦେଖିପାରିବେ ଲାଇଭ୍ ଟିଭି। ଫୋନ୍ରେ ସିଧାସଳଖ କିପରି ଲାଇଭ୍ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍ରେ।
ସରକାରଙ୍କ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ହେଲେ ଏବେ ଏହି ନିଷ୍ପତ୍ତି ବଦଳିଯାଇଛି ।
ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।
ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।
ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।
ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
ହ୍ୱାଟ୍ସଆପ୍(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ।
ଆପଣଙ୍କୁ ଆଉ କଷ୍ଟ କରି ପିଜା, ବର୍ଗର୍ କି ଅନ୍ୟାନ୍ୟ ଜିନିଷ ଅର୍ଡର କରିବାକୁ ପଡିବନି। ଦିଲ୍ଲୀରେ ଜନ୍ମିତ ଅର୍ଣ୍ଣବ କପୁର ଏମିତି ଏକ ନୂଆ ଧରଣର ଡିଭାଇସ ବାହାର କରିଛନ୍ତି ଯାହାକୁ ପିନ୍ଧି ଆପଣ କେବଳ ଭାବିବେ। ବାସ୍! ଆପଣଙ୍କ ଇଛା ମୁତାବକ କାମ ହେଇଯିବ।
ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।
ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ଏହା ଛଡ଼ା ଆପଣଙ୍କ ମୋବାଇଲ୍ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ ।
ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ ।
ଗୁଗୁଲର ଏଭଳି ନିଷ୍ପତ୍ତି କେବଳ ୟୁଜରଙ୍କ ସୁରକ୍ଷା ପାଇଁ ବୋଲି କୁହାଯାଇଛି ।
କମ୍ପାନୀ ପକ୍ଷରୁ Bullet 350କୁ ସଂପୂର୍ଣ୍ଣ ନୂଆ ଶୈଳୀରେ ବଜାରକୁ ଛଡ଼ାଯିବ ବୋଲି କୁହାଯାଇଛି । କମ୍ପାନୀ ଏହି ବୁଲେଟ୍କୁ ନେଇ ଏକ ଟିଜର ମଧ୍ୟ ପ୍ରକାଶ କରିଛି ।
୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ।
କମ୍ପ୍ୟୁଟର ହେଉ କି ଲାପ୍ଟପ୍ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।
କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ।
ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।