• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Smartphone-Nude-Content
Smartphone: ପିଲା ବ୍ୟବହାର କରୁଛି କି ସ୍ମାର୍ଟଫୋନ? ଚିନ୍ତା କରନ୍ତୁନି, ଆଉ ଆସିବନି ଅଶ୍ଳୀଳ କଣ୍ଟେଣ୍ଟ... ଅଧିକ ପଢନ୍ତୁ

ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି ଫିନ୍‌ଲାଣ୍ଡର ଟେକ୍ କମ୍ପାନି ଏଚଏମଡି। ଏହି କମ୍ପାନୀ କରିଛି ଯେ, ଏହି ଫୋନରେ ଅଶ୍ଳୀଳ ଭିଡିଓ ଓ ଫଟୋ ଆସିବ ନାହିଁ। ଏହା ବିନା ଇଣ୍ଟରନେଟରେ ମଧ୍ୟ କାମ କରିବ।

ANDROID
Security Issues:ବିପଦରେ Androidrର ଏହି ଭର୍ସନ୍, ହୋଇଯିବ ଆକାଉଣ୍ଟ ଖାଲି!

ବିପଦରେ Android ୧୫-୧୬ ଭର୍ସନ୍। ସାଇବର ଆକ୍ରମଣର ଟାର୍ଟେଟ୍‌ରେ ଏହି Androidର ଭର୍ସନ। ଏନେଇ ଭାରତ ସରକାରଙ୍କ ତରଫରୁ ଦିଆଯାଇଛି ଚେତାବନୀ।

AI
AI Robot Dog: ଏଆଇ ରୋବଟ୍ ଡଗ୍ ଫୁଡ୍ ଡେଲିଭରୀ କରୁଛନ୍ତି, ବର୍ଷା କିମ୍ବା ଝଡ଼ ମଧ୍ୟ ଏମାନଙ୍କୁ ଅଟକାଇ ପାରୁନି

ସ୍ୱିଜରଲ୍ୟାଣ୍ଡର ଜୁରିଖ୍‌ରେ ଏଆଇ ରୋବଟ୍ ଡଗ୍‌ମାନେ ଖାଦ୍ୟ ଡେଲିଭରୀ କରୁଛନ୍ତି। ଏମାନେ ଚକ ଓ ପାଦ ବ୍ୟବହାର କରିପାରନ୍ତି । ଏମାନେ ଚାଲି ପାରନ୍ତି ଓ ଦୌଡ଼ି ମଧ୍ୟ ପାରନ୍ତି। ଏମାନେ ଫିଜିକାଲ୍ ଏଆଇ ଟେକ୍ନୋଲୋଜିରେ କାମ କରୁଛନ୍ତି।

mobile
Smart Phone:ବଦଳିଗଲା ଫୋନ୍ ଏବେ କରିବେ କଣ? ବ‍ଢ଼ିଗଲା ଟେନସନ୍ କି

ଆପଣଙ୍କ ଫୋନ୍ ଡାଏଲର୍ ବଦଳି ଯାଇଛି କି ? ନୂଆ ଲୁକ୍ ଆପଣଙ୍କ ଟେନସନ୍ ବଢ଼ାଇ ଦେଇଛି କି ? ରାତାରାତି କାହିଁକି ବଦଳିଗଲା ଗୁଗୁଲ ଫୋନ୍ ଆପ୍ ?

AI
AI Help: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚମତ୍କାର, ପୁଣି ନିଜ ସ୍ୱରରେ କଥା ହେଲେ ମହିଳା...

ଉତ୍ତର ଲଣ୍ଡନରେ ରହୁଥିବା ଏଜେକିଲ MND ରୋଗରେ ପୀଡ଼ିତ ହେବା ପରେ ବର୍ଷ ବର୍ଷ ଧରି କମ୍ପ୍ୟୁଟର ଓ ଧ୍ୱନି ଉତ୍ପାଦନ କରୁଥିବା ଟେକ୍ନୋଲୋଜିର ସାହାଯ୍ୟରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରୁଥିଲେ। କିନ୍ତୁ ଏହି ସ୍ୱର ତାଙ୍କ ନିଜ ସ୍ୱରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଙ୍କୁ ଲାଗୁନଥିଲା ଯେ ସେ ନିଜେ କଥା ହେଉଛନ୍ତି। ଏହାକୁ ନେଇ ସେ ବେଶ୍‌ ଚିନ୍ତିତ ରହୁଥିଲେ।

Smartphones
Smartphone Era: ଶେଷ ହେବ ସ୍ମାର୍ଟଫୋନ ଯୁଗ!

ଆଉ ସ୍ମାର୍ଟଫୋନ ତିଆରି ହେବନି କି ବଜାରରେ ବିକ୍ରି ହେବନି । ଯେଉଁ ସ୍ମାର୍ଟଫୋନ ବିନା ଆମେ ଘଡିଏ ରହିପାରୁନେ, କିଛି ବର୍ଷ ପରେ ତା' ଆଉ ଦେଖିବାକୁ ମିଳିବନି ।

PREGNANCY-ROBOT
Humanoid Robots: ଛୁଆ ଜନ୍ମ କରିବ ରୋବଟ୍! ବିଶ୍ୱାସ ନ ହେଲେ ବି ସତ

ମହିଳାଙ୍କ ଭଳି ରୋବଟ୍ ମଧ୍ୟ ୯ ମାସ ଗର୍ଭଧାରଣ କରିବ ଆଉ ସନ୍ତାନ ବି ଜନ୍ମ କରିବ। ଏଭଳି ରୋବଟ୍ ତିଆରି କରିବ ଚୀନର ଏକ ରୋବୋଟିକ୍ସ କମ୍ପାନୀ 'କାଇୱା ଟେକ୍ନୋଲୋଜି'। ଏହି ରୋବଟର ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।

Robot
ରୋବଟ ପେଟରେ ମଣିଷ ଛୁଆ

ଏଣିକି ଛୁଆ ଜନ୍ମ କରିବ ରୋବଟ୍ । ମହିଳାଙ୍କ ଭଳି ଗର୍ଭବତୀ ହେବ, ୯ ମାସ ଗର୍ଭଧାରଣ କରିବ, ଆଉ ସନ୍ତାନ ବି ଜନ୍ମଦେବ...ଆଜ୍ଞା ହଁ, ଆପଣ ଠିକ୍‌ ଶୁଣୁଛନ୍ତି ! ରୋବଟରୁ ଜନ୍ମ ହେବ ମଣିଷ ଛୁଆ...ଏ କଥା ସହଜରେ ବିଶ୍ୱାସ ନହୋଇପାରେ, କିନ୍ତୁ ପୂରାପୂରି ସତ । ଆଜିର ବିଜ୍ଞାନ ଓ ଟେକ୍ନୋଲୋଜି ଯୁଗରେ ଆଉ କିଛି ଅସମ୍ଭବ ହୋଇ ରହିନାହିଁ । ଏଣିକି କେବଳ ମହିଳା ଛୁଆ ଜନ୍ମ କରିବେନି । ଏବେ ରୋବଟ ବି ଜନ୍ମ କରିବ ମଣିଷ ଛୁଆ ।

  • Tuesday, 19 August 2025
robot
Robot: ମାଆ ହେବ ରୋବୋଟ, ଜୀବନ୍ତ ମାନବ ଶିଶୁକୁ ଜନ୍ମ ଦେବ

ଏହି ପ୍ରଯୁକ୍ତି ପ୍ରଜନନ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ବନ୍ଧ୍ୟାତ୍ୱ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ନୂଆ ବିକଳ୍ପ ଯୋଗାଇବ । ଏହା ବିଶ୍ୱବ୍ୟାପୀ ପ୍ରାୟ ୧୫ ପ୍ରତିଶତ ଦମ୍ପତିଙ୍କୁ ପ୍ରଭାବିତ କରୁଛି।

Robot
ରୋବୋଟ୍‌ କରିବ ଛୁଆ ଜନ୍ମ !

ଏଣିକି ରୋବୋଟ୍‌ କରିବ ଛୁଆ ଜନ୍ମ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ.. ଏଭଳି କିଛି ଦାବି କରିଛି ଚୀନ୍‌ର ଏକ କମ୍ପାନୀ..

  • Sunday, 17 August 2025
  • Robot
ChatGPT
ChatGPT ଲାଗି ବିରଳ ରୋଗ

Chat GPT ବ୍ୟବହାର କରୁଥିଲେ ସାବଧାନ। AIକୁ ଆଖିବୁଜି ବିଶ୍ବାସର ଭୟାନକ ପରିମାଣ। ସୁସ୍ଥ ମଣିଷକୁ ହେଲା ବିରଳ ରୋଗ ।

  • Saturday, 16 August 2025
WhatsApp
ଅଫିସ ଲାପ୍‌ଟପ୍ କିମ୍ବା କମ୍ପ୍ୟୁଟରରେ WhatsApp Web ବ୍ୟବହାର କରନ୍ତୁନି

ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାଇବର ସୁରକ୍ଷା ଚେତାବନୀ। ଏହାକୁ ଜାରି କରିଛନ୍ତି ଭାରତ ସରକାର। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ସୁରକ୍ଷା ସଚେତନତା ଟିମ ଲୋକଙ୍କୁ ପରାମର୍ଶ ଦେଇଛି ଯେ ଅଫିସ ଲାପ୍‌ଟପ୍ କିମ୍ବା କମ୍ପ୍ୟୁଟରରେ WhatsApp Web ବ୍ୟବହାର କରନ୍ତୁ ନାହିଁ।

  • Saturday, 16 August 2025
Semiconductor Chip
Semiconductor Chip:ଆଉ ୪ ସେମିକଣ୍ଡକ୍ଟର ୟୁନିଟକୁ ଗ୍ରୀନ ସିଗନାଲ, ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍

ପରମାଣୁ ଶକ୍ତି କ୍ଷେତ୍ରରେ ବିକାଶ କରାଯାଉଛି । ସ୍ପେଶ କ୍ଷେତ୍ରରେ ବି ଆତ୍ମନିର୍ଭର ହେବାକୁ ଯାଉଛି ଭାରତ । ନିଜ ସାମର୍ଥ୍ୟରେ ଚାଲିଛି ଗଗନଯାନ ଅଭିଯାନ ।

Union Cabinet approves four new semiconductor projects worth ₹4,594 crore
Union Cabinet Press Briefing : ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟ୍

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଓଡ଼ିଶା ସମେତ ୩ଟି ରାଜ୍ୟରେ ୪ଟି ନୂଆ ସେମି କଣ୍ଡକ୍ଟର ପ୍ରକଳ୍ପକୁ ମିଳିଲା ଅନୁମତି।

chatgpt
Chatgpt:ଆପଣଙ୍କ ପିଲା ChatGPT ବ୍ୟବହାର କରୁଛି କି ? ରୁହନ୍ତୁ ସତର୍କ ...ପଢ଼ନ୍ତୁ ଏହି ଖବର

ପିଲାମାନଙ୍କ ପାଇଁ ବିପଦ ସାଜିଛି AI ପ୍ଲାଟଫର୍ମ। ଦେଉଛି ଆତ୍ମହତ୍ୟାର ଟିପ୍ସ। AI ର ଲୋକପ୍ରିୟ ପ୍ଲାଟଫର୍ମ ChatGPT ଏବେ ଏମିତି ଏକ ବିବାଦ ଘେରକୁ ଆସିଛି।

AI Avtar
AI Avatar: ସାଂସଦ ହେଲେ ହାଇଟେକ, ତିଆରି କଲେ ନିଜର AI ଅବତାର

ଜଣେ ସାଂସଦ ନିଜର AI ଅବତାର ତିଆରି କରିଛନ୍ତି । ସିଏ ଲୋକଙ୍କ ସହ ତାଙ୍କ ସ୍ୱରରେ ହିଁ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସମସ୍ୟା ଶୁଣିବ। କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି ଯେ ନେତାଙ୍କ ଉପରେ ଲୋକଙ୍କ ଭରସା ଆଗରୁ ହିଁ କମ୍ ଅଛି । ଏହି ଟେକ୍ନୋଲୋଜି ନେତା ଓ ଜନତାଙ୍କ ମଧ୍ୟରେ ଦୂରତା ଆହୁରି ବଢ଼ାଇଦେବ।

AI
AI Detects Helmet: ବର୍ଷେ ହେଲା ଜଙ୍ଗଲରେ ନିଖୋଜ ଥିଲେ ପର୍ବତାରୋହୀ, ଫଟୋରୁ ହେଲମେଟ ଦେଖି ଚିହ୍ନିଦେଲା AI

ସେମାନେ ଦୁଇଟି ଡ୍ରୋନ ବ୍ୟବହାର କରି ଜୁଲାଇ ୨୯ ତାରିଖରେ ପାଞ୍ଚ ଘଣ୍ଟା ମଧ୍ୟରେ ବିଶାଳ ପାର୍ବତ୍ୟ ଅଞ୍ଚଳର ଫଟୋ ଉଠାଇଥିଲେ । ପରେ ଫଟୋଗୁଡ଼ିକୁ ଏଆଇ ସିଷ୍ଟମରେ ଦିଆଯାଇଥିଲା । ଏହା ତୁରନ୍ତ ଯାଞ୍ଚ କରି କିଛି ସନ୍ଦେହଜନକ ସ୍ଥାନ ଚିହ୍ନିତ କରିଥିଲା।

AI
Bollywood Film: AI ଦ୍ୱାରା ବଦଳାଗଲା ବଲିଉଡ ଫିଲ୍ମର କ୍ଲାଇମାକ୍ସ, ଅସଲି ଓ ନକଲି ଚିହ୍ନିବା କଷ୍ଟ

କେହି ଜଣେ ଏହି ଫିଲ୍ମର କ୍ଲାଇମାକ୍ସକୁ AI ସାହାଯ୍ୟରେ ବଦଳାଇ ଦେଇଛନ୍ତି। AI ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନ ଏତେ ବାସ୍ତବ ଲାଗୁଛି ଯେ ଅସଲି ଓ ନକଲି ମଧ୍ୟରେ ଫରକ କରିବା କାହା ପାଇଁ ମଧ୍ୟ ସମ୍ଭବ ହେଉନାହିଁ।

Robot
Turtle Robot: ଚୀନରେ ତିଆରି ହେଲା ଟର୍ଟଲ ରୋବୋଟ, ଆକାଶରେ ଉଡିବ ପାଣିରେ ବୁଡିବ

ଏକ 3D-ପ୍ରିଣ୍ଟେଡ ରୋବୋଟ (ଟର୍ଟଲ ରୋବୋଟ) ତିଆରି କରାଯାଇଛି। ଛଅ ପାଦ ବିଶିଷ୍ଟ କଚ୍ଛପ ପରି ଦେଖାଯାଉଥିବା ଏହି ରୋବୋଟ ଜଳରେ ପହଁରିପାରେ ଏବଂ ଆକାଶରେ ଉଡ଼ିପାରେ। ମିସାଇଲ ଫାୟାର କରିବାର କ୍ଷମତା ହେତୁ ଏହାକୁ ଯୁଦ୍ଧକ୍ଷେତ୍ରର ଭବିଷ୍ୟତ ଭାବେ ଦେଖାଯାଉଛି।

UPI Rules Set to Change from August 1
UPI Rules: ୟୁପିଆଇ ନୂଆ ଗାଇଡଲାଇନ୍; ଅଗଷ୍ଟ ୧ରୁ ବଦଳିବ ନିୟମ, ଜାଣନ୍ତୁ କଣ...

ଡିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର ହେଉଥିବା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟଫେସ ବା UPI ନିୟମରେ ଅନେକ ପରିବର୍ତ୍ତନ ହେବ । UPI ବ୍ୟବହାରର ଗୁଣବତ୍ତା ବଢ଼ାଇବା ପାଇଁ NPCI ବା ନ୍ୟାସନାସଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଏହି ପଦକ୍ଷେପ ନେଇଛି ।

ଇସ୍ରୋର ସଫଳତା
NISAR: ଇସ୍ରୋର ବଡ ସଫଳତା; ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ

ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍‌ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍‌।

କୁନି ବୈଜ୍ଞାନିକଙ୍କ କମାଲ୍
Translator for Paralysis: କୁନି ବୈଜ୍ଞାନିକଙ୍କ କମାଲ୍, ବାହାର କଲେ ପକ୍ଷାଘାତଙ୍କ ପାଇଁ ଡିଭାଇସ୍

ଗୁରୁଗ୍ରାମର ଶିବ ନାଦର ସ୍କୁଲରେ ପଢ଼ୁଥିବା ପ୍ରଣେତ ଖେତାନ ଏହାର ନାଁ ପାରାସ୍ପିକ୍'(Paraspeak) ରଖିଛନ୍ତି। ଏହା ଏକ AI-ଆଧାରିତ ଡିଭାଇସ୍, ଯାହା ପକ୍ଷାଘାତ ରୋଗୀଙ୍କ ଅସ୍ପଷ୍ଟ କଥାକୁ ସ୍ପଷ୍ଟ ରୂପରେ ଅନୁବାଦ କରିପାରୁଛି।

UPI
UPI: ଶୀଘ୍ର ମିଳିବ ରିଫଣ୍ଡ୍ , ଲାଗୁ ହେଲା ନୂଆ ନିୟମ

ଯଦି ବ୍ୟାଙ୍କକୁ ଲାଗେ ଯେ ଏହା ଏକ ପ୍ରକୃତ ସମସ୍ୟା, ଯେପରିକି ଆପ୍‌ର ନେଟୱାର୍କ ଖରାପ ଥିଲା କିମ୍ବା ବ୍ୟାଙ୍କର, ତେବେ ସେ ନିଜେ ହିଁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିପାରିବ। ଏହାଦ୍ୱାରା ପଇସା ଫେରିବାକୁ ଲାଗୁଥିବା ସମୟ କମିଯିବ।

AI Chef
ଦୁବାଇରେ AI ରେଷ୍ଟୁରାଣ୍ଟ

ଦୁବାଇ ଏକ ସ୍ବପ୍ନର ସହର । ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠିକି ବୁଲିବାକୁ ଆସନ୍ତି । ଦେଖିଲେ ଆଶ୍ଚର୍ଯ୍ୟ ହେବେ ଦୁବାଇରେ ଲୋକଙ୍କ ଜୀବନ ସହ କିଳଭି AI ଜଡ଼ିତ ହୋଇରହିଛି । ଏବେ ଦୁବାଇରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ଏଆଇ ରେଷ୍ଟୁରାଣ୍ଟ । ଏଠି କାମ କରିବ ଏଆଇ ରୋଷେୟା ।

  • Thursday, 17 July 2025
AI Chef
AI Chef: ଦୁବାଇରେ ଖୋଲିବ ଏଆଇ ରେଷ୍ଟୁରାଣ୍ଟ, କାମ କରିବ ଏଆଇ ରୋଷେୟା

ଉନ୍ନତ ସେନସର ଏବଂ ମେସିନ ଲର୍ଣ୍ଣିଂ କ୍ଷମତା ଯୋଗୁଁ ଗୋଟିଏ ଡିସରେ କଣ କଣ ପଡ଼ିବ, କେତେ ସମୟ ଲାଗିବ ଓ ସ୍ବାଦ କିଭଳି ରହିବ ତାହା ଏଆଇମ୍ୟାନ ସ୍ଥିର କରିପାରିବ । ସେଫ୍ ଏଆଇମ୍ୟାନ କେବଳ ଖାଦ୍ୟ ପ୍ରସ୍ତୁତ କରିବ ନାହିଁ , ଏହା ଗ୍ରାହକଙ୍କ ସହ କଥାବାର୍ତ୍ତା କରିପାରେ ।