• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ତିଥି – ୧୧ ଶୀ ଅହୋରାତ୍ର, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ-

ପ୍ରାତଃ ୦୫/୩୨ ରୁ ୦୭/୦୬ 

ଦିବା ୧୦/୩୪ ରୁ ୦୧/୦୪

ଦିବା ୦୪/୩୨ ରୁ ୦୫/୧୬

ସନ୍ଧ୍ୟା ୦୬/୫୨ ରୁ ୦୯/୦୯ 

ରାତ୍ରି ୧୧/୪୯ ରୁ ୦୨/୨୯ 

ଅଶୁଭ ସମୟ-

ଋାହୁକାଳ - ପ୍ରାତଃ ୦୭/୦୬ ରୁ ୦୮/୪୦  

କାଳବେଳା - ପ୍ରାତଃ ୦୭/୦୬ ରୁ ୦୮/୪୦  

ବାରବେଳା –ଦିବା ୦୨/୫୮ ରୁ ୦୪/୩୨

କାଳରାତ୍ରି – ରାତ୍ରି ୧୦/୨୩ ରୁ ୧୧/୪୯

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ – ଜମିଜମା କାରବାରରେ ଠକାମୀରେ ପଡିବେ ।

ଦ୍ୱିଜା – କରଦାତା ମାନଙ୍କର ଚାପ ବୃ୍‌ଦ୍ଧି ପାଇବ ।

କୃତିକା – ମହିଳା ମାନେ ନିନ୍ଦିତ ହେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ 

ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ । 

ବୃଷ:-

କୃତିକା  - ପୁରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ ।

ରୋହିଣୀ –ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ ।

ମୃଗଶିରା – ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ । 

ମିଥୁନ:-

ମୃଗଶିରା  - କୈାଣସି କାମକୁ ମୂଳରୁ ଆରମ୍ଭ କରିବେ ।

ଆଦ୍ରା - ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁ ପରିବାରରେ ଶାନ୍ତି ରହିବ ।

ପୁନର୍ବସୁ -  ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ ।

କର୍କଟ:-

ପୁନର୍ବସୁ - ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ ।

ପୁଷ୍ୟା –  ଚାକିରିରେ ନୂଆ ଦାୟିତ୍ୱ ମିଳିବ ।

ଅଶ୍ଳେଷା -  ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । 

ସିଂହ:-

ମଘା –ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ ।

ପୂ , ଫାଲଗୁନୀ -  ପୂର୍ବର ଚିନ୍ତା ସମାପ୍ତ ହୋଇଯିବ

ଉ ,ଫାଲଗୁନୀ – ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ । 

କନ୍ୟା:-

ଉ , ଫାଲଗୁନୀ – ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ୱାରା ଯାଆସରେ ଅସୁବିଧା ହୋଇପାରେ ।

ହସ୍ତା –ଅଯଥା କଥା ଠାରୁ ନିଜକୁ ଦୂରରେ ରଖନ୍ତୁ ।

ଚିତ୍ରା –ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର -  ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ । 

ତୁଳା:-

ଚିତ୍ରା – ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ ।

ସ୍ୱାତୀ – ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।

ବିଶାଖା –ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ ।

ବିଛା:-

ବିଶାଖା –ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ ।

ଅନୁରାଧା –ଆପଣଙ୍କ ପରାକ୍ରମ ବଢିବ ।

ଜ୍ୟେଷ୍ଠା  – ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ପାଞ୍ଚଟି ନାଲି ମନ୍ଦାର ଫୁଲକୁ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ । 

ଧନୁ:-

ମୂଳା –ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।

ପୂ , ଷାଢା – ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ  ।

ଉ , ଷାଢା – ଚାକିରି ପରିବର୍ତନ ପାଇଁ ଦିନଟି ଭଲ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ।

ମକର:-

ଉ , ଷାଢା - ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ । 

ଶ୍ରବଣା –ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ ।

ଧନିଷ୍ଠା – ବ୍ୟବସାୟ ଲାଗି ଦିନଟି ଲାଭଦାୟକ ରହିବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ । 

କୁମ୍ଭ:-

ଧନିଷ୍ଠା –ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ । 

ଶତଭିଷା – ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ ।

ପୂ , ଭାଦ୍ରପଦ  – ଜମି ସମସ୍ୟା ସମାଧାନ ହେବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।

ମୀନ:-

ପୂ , ଭାଦ୍ରପଦ - କାର୍ଯ୍ୟକ୍ଷେତ୍ରରେ ଆମଦାନିି ବୃଦ୍ଧିର ସୁଯୋଗ ପାଇବେ ।

ଉ , ଭଦ୍ରପଦ - ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ ।

ରେବତୀ –  ନୂଆ ବ୍ୟବସାୟ ପାଇଁ ଶୁଭ ଦିନ ରହିବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

Jyotirvid Er Deepak Acharya -0674-3527219,9238397100