• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ତିଥି – ପୁର୍ଣ୍ଣିମା ପ୍ରାତଃ ୦୭/୦୫ ଗତେ ପ୍ରତିପଦ

ଚନ୍ଦ୍ର   – ମକର ଦିବା ୦୨/୪୯ କୁମ୍ଭ

ଘାତ ଚନ୍ଦ୍ର- ସିଂହ ଦିବା ୦୨/୪୯ ଗତେ ମିଥୁନ ଓ ମୀନ

ଘାତ ବାର – ବିଛା , ଧନୁ ଓ ମୀନ ରାଶିର

ପୁଷ୍କର ଦୋଷ - ରାତ୍ରି ୦୩/୪୭ ଗତେ ୧ ପାଦ -ପଶୁସମ୍ପଦ ନାଶ- ଅନ୍ନଦାନ 

ଶୁଭ ସମୟ-

ପ୍ରାତଃ ୦୫/୨୯ ରୁ  ୦୬/୨୦

ପ୍ରାତଃ ୦୭/୧୧ ରୁ  ୦୮/୪୦

 ଦିବା ୧୨/୧୭ ରୁ  ୦୨/୪୯

ଦିବା ୦୪/୩୧ ରୁ ୦୬/୧୩

ରାତ୍ରି ୦୭/୪୩ ରୁ ୦୯/୦୨

ରାତ୍ରି ୦୧/୪୪ ରୁ ୦୩/୫୯

ଅଶୁଭ ସମୟ

ଋାହୁକାଳ - ଦିବା ୧୦/୧୬ ରୁ ୧୧/୫୧

କାଳବେଳା - ଦିବା ୧୦/୧୬ ରୁ ୧୧/୫୧

ବାରବେଳା – ଦିବା ୦୮/୪୦ ରୁ ୧୦/୧୬

କାଳରାତ୍ରି - ରାତ୍ରି ୦୯/୦୨ ରୁ ୧୦/୨୭

ଆଜିର ରାଶିଫଳ-

ମେଷ

ଅଶ୍ୱନୀ – ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ

ଦ୍ୱିଜା –ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ

କୃତିକା –ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ

ପ୍ରତିକାର -  ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

ବୃଷ:

କୃତିକା  -ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ

ରୋହିଣୀ – ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ

ମୃଗଶିରା – ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରାଧନା କରନ୍ତୁ 

ମିଥୁନ:

ମୃଗଶିରା  - ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ

ଆଦ୍ରା -  ଖାଦ୍ୟ, ପାନୀୟ ପ୍ରତି ସଜାଗ ରୁହନ୍ତୁ

ପୁନର୍ବସୁ -  ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହୋଇ ପାରନ୍ତି

ପ୍ରତିକାର – ଗଣେଷଙ୍କର ଗାୟତ୍ରୀ ପାଠ କରନ୍ତୁ 

କର୍କଟ:

ପୁନର୍ବସୁ -  କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ

ପୁଷ୍ୟା – ଦୀର୍ଘଦିନର ଆଶା ପୂରଣ ହୋଇପାରେ

ଅଶ୍ଳେଷା - ହଠାତ କୈା÷ଣସି ଖୁସି ଖବର ପାଇବେ

ପ୍ରତିକାର – ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ 

ସିଂହ:

ମଘା – କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି

ପୂ , ଫାଲଗୁନୀ -  ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ

ଉ ,ଫାଲଗୁନୀ – କର୍ତୁପକ୍ଷ ଆପଣଙ୍କ ଠାରୁ କୌଣସି ବଡ ଦାୟିତ୍ୱ ଦେବେ

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ 

କନ୍ୟା:

ଉ , ଫାଲଗୁନୀ – ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ  ଆଗେଇ ଚାଲିବେ

ହସ୍ତା– ଗୃହିଣୀ ମାନେ କର୍ତବ୍ୟପରିୟଣ ରହିବେ

ଚିତ୍ରା– ଠିକ ସମୟରେ  କାମ ଆରମ୍ଭ କରନ୍ତୁ, ସଫଳତା ପାଇବେ

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ   

ତୁଳା:

ଚିତ୍ରା – ଚାକିରି କ୍ଷେତ୍ରରେ ଶତ୍ରୁବୃଦ୍ଧି  ଦେଖାଦେଇପାରେ

ସ୍ୱାତୀ –ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖା ଦେବ

ବିଶାଖା – ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଗାୟତ୍ରୀ ପାଠ କରନ୍ତୁ 

ବିଛା:

ବିଶାଖା – ରାଜନୀତିକ ନେତାଙ୍କ  ଲାଗି ଦିନଟି ଭଲ ରହିବ

ଅନୁରାଧା –ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ

ଜ୍ୟେଷ୍ଠା  – ଅର୍ଥ ସମ୍ମାନର ଅଭାବ ରହିବ ନାହିଁ 

ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 

 

ଧନୁ:

ମୂଳା – ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ

ପୂ , ଷାଢା – ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ

ଉ , ଷାଢା – ବାଣିଜ୍ୟରେ ସଫଳତା ଲାଭ କରିବେ

ପ୍ରତିକାର – ଗୁରୁଜନଙ୍କ ଠାରୁ ଆଶିର୍ବାଦ ନିଅନ୍ତୁ 

ମକର:

ଉ. ଷାଢା -  ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି।

ଶ୍ରବଣା – ସୁନ୍ଦର କଳ୍ପନାରେ ବିଭୋର ରହିବେ

ଧନିଷ୍ଠା – ବ୍ୟପାର ବୃର୍ତିରେ ପ୍ରଗତି  ହେବ ।

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ।

 

କୁମ୍ଭ:

ଧନିଷ୍ଠା – ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।

ଶତଭିଷା – ଆକସ୍କିକ ଦୁର୍ଘଟଣାର ସମୁଖିନ ହୋଇ ପାରନ୍ତି ।

ପୂ, ଭାଦ୍ରପଦ – ଅନ୍ୟର ଭଲ କାମ କରିବାକୁ ଯାଇ ଅପମାନିତ ହେବେ  ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।

ମୀନ:

ପୂ , ଭାଦ୍ରପଦ - ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ

ଉ , ଭଦ୍ରପଦ -ଦାମ୍ପତି ଜୀବନ ପ୍ରେମପୂର୍ବକ  ବିତିବ

ରେବତୀ – ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ 

 

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100