• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ରବିବାର । ତିଥି –  ୧୦ ମୀ ରାତ୍ରି ୦୩/୩୬ ଗତେ ୧୧ଶୀ, ଚନ୍ଦ୍ର   – ବୃଷ ସନ୍ଧ୍ୟା ୦୬/୦୯ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା  ସନ୍ଧ୍ୟା ୦୬/୦୯ ଗତେ କନ୍ୟା, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –  ୧ ପାଦ- କୃଷିହାନି- ଭୂମିଦାନ  

ଶୁଭ ସମୟ-

ପ୍ରାତଃ  ୦୫/୩୨ ରୁ ୦୯/୪୩

ଦିବା ୦୧/୨୪ ରୁ  ୦୧/୫୫

ସନ୍ଧ୍ୟା ୦୬/୫୩ ରୁ ୦୯/୧୦

ରାତ୍ରି ୧୨/୧୨ ରୁ ୦୧/୧୫

ରାତ୍ରି ୦୨/୪୧ ରୁ ୦୩/୧୫ 

ଅଶୁଭ ସମୟ-

ଋାହୁକାଳ - ଦିବା ୦୪/୩୨ ରୁ ୦୬/୦୭ 

କାଳବେଳା - ଦିବା ୧୧/୪୯ ରୁ ୦୧/୨୪

ବାରବେଳା – ଦିବା ୧୦/୧୫ ରୁ ୧୧/୪୯

କାଳରାତ୍ରି –  ରାତ୍ରି ୦୧/୧୫ ରୁ ୦୨/୪୧

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ –ପରିବେଷ୍ଟିନୀ ସ୍ୱଚ୍ଚଳ ସତ୍ୱେ  ଆପଣଙ୍କୁ କିଛିଟା ହରେଇବାକୁ ପଡିବ ।

ଦ୍ୱିଜା – ମହିଳା ମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ହେବେ ।

କୃତିକା – ଚାକିରୀରେ  ସା୍ଥନାନ୍ତର ବା ସ୍ଥାନଭ୍ରଷ୍ଟ ହେବେ ।

ପ୍ରତିକାର -  ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।

ବୃଷ:-

କୃତିକା  -ଅନ୍ୟ ମାନଙ୍କ ସହଯୋଗ ପାଇ ଉପକୃତ ହେବେ ।

ରୋହିଣୀ – କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ ।

ମୃଗଶିରା – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ ।

ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ ।

ମିଥୁନ:-

ମୃଗଶିରା  -ଆଶା ପୂରଣ ଦିଗରେ ବନ୍ଧୁ ମାନଙ୍କ ସହିତ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ ।

ଆଦ୍ରା -  କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ ।

ପୁନର୍ବସୁ -  ବହୁପ୍ରତିକ୍ଷୀତ ଖବରଟି ଆଜି ପାଇବେ ।

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

ପୁନର୍ବସୁ -  ଦୂରଯାତ୍ରାରେ  ଲକ୍ଷ ପୂରଣ ହେବ, ଅତିଭିଳାଷ ଜିନିଷ ପାଇବେ ।

ପୁଷ୍ୟା –  ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ ।

ଅଶ୍ଳେଷା - ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । 

ପ୍ରତିକାର – ମା  ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।

ସିଂହ:-

ମଘା – ଶତୃମାନେ ପ୍ରତିହତ ହେବେ,ଆୟ କ୍ରମେ ବଢିବ ।

ପୂ , ଫାଲଗୁନୀ - ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉଦ୍ଧିଷ୍ଟ କାର୍ଯ୍ୟ ସିନ୍ଧି ହେବ ।

ଉ ,ଫାଲଗୁନୀ – ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି ।

ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

କନ୍ୟା:-

ଉ , ଫାଲଗୁନୀ –ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି ।

ହସ୍ତା – ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।

ଚିତ୍ରା – ବ୍ୟବସାୟ, ବାଣିଜ୍ୟରେ ଅସ୍ଥିରତା ଲାଗି ରହିବ ।

ପ୍ରତିକାର -  ପ୍ରଭୁ ନାରାୟଣଙ୍କ ଫଟୋକୁ ପୂଜା କରନ୍ତୁ । 

ତୁଳା:-

ଚିତ୍ରା – କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ ।

ସ୍ୱାତୀ – ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ ।

ବିଶାଖା – ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ ।

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ ।

ବିଛା:-

ବିଶାଖା – କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ ।

ଅନୁରାଧା –ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ ।

ଜ୍ୟେଷ୍ଠା  –ଆପଣଙ୍କ ଆୟ ପୂର୍ବ ଭଳି ରହିବ ।  

ପ୍ରତିକାର – କୁକୁରକୁ କିଛି ଖାଇବା ଖାଇବାକୁ ଦିଅନ୍ତୁ ।

ଧନୁ:-

ମୂଳା – ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ ।

ପୂ , ଷାଢା –ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ ।

ଉ , ଷାଢା –ନାରୀ ମାନେ ଧର୍ଯ୍ୟଶୀଳ ହେବେ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମକର:-

ଉ , ଷାଢା -  ଶାରୀରିକ ପିଡା ଭୋଗ କରି ପାରନ୍ତି ।

ଶ୍ରବଣା –ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇ ପାରେ ।

ଧନିଷ୍ଠା – ହଜମ ଜନୀତ ସମସ୍ୟା ଦେଖା ଦେଇପାରେ ।

ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-

ଧନିଷ୍ଠା – ସୁଖ, ସମୃଦ୍ଧି ବଢିବ, ମହିଳା ମାନେ ସମ୍ମାନୀୟ ହେବେ ।

ଶତଭିଷା –ଆମୋଦ, ପ୍ରମୋଦ ଭିତରେ ଆଜି ଦିନ କଟିବ ।

ପୂ , ଭାଦ୍ରପଦ – କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ ।

ପ୍ରତିକାର – କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ।

ମୀନ:-

ପୂ , ଭାଦ୍ରପଦ - ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ ।

ଉ , ଭଦ୍ରପଦ - ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ ।

ରେବତୀ –ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ ।

ପ୍ରତିକାର – କୈାଣସି ସାଧୁଙ୍କୁ ଦାନ କରନ୍ତୁ ।

Jyotirvid Er Deepak Acharya -0674-3527219,9238397100