• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tragic Story

Special story
ଅଜଣା ରୋଗରେ ଛଟପଟ୍‌ ହେଉଛି ଚଉଦ ବର୍ଷର ଝିଅ : ଅର୍ଥ ଅଭାବରୁ ଚିକିତ୍ସାରେ ପଡ଼ିଛି ବେଡ଼ି

ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।

Special story
କୁନି ଝିଅ ସୋନାଲୀ ସହୁଛି ଅକଥନୀୟ ଯନ୍ତ୍ରଣା : ଅପରେସନ୍‌ ସମୟରେ ରହିଯାଇଛି ସିଲଭର ତାର

ଯିଏ ଦେଖୁଛି ଆହା ପଦେ କହୁଛି, ଶୀଘ୍ର ସୁସ୍ଥ ହେଉ ବୋଲି କାମନା ବି କରୁଛନ୍ତି ।

Special story
ବିଷ ଖାଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୯ ଜଣ : ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ମହିସାଲ୍ ସହରରେ ଚାଞ୍ଚଲ୍ୟକର ଘଟଣା

Special story
ପୁଣି ଶବକୁ ଅସମ୍ମାନ : ମିଳିଲାନି ମହାପ୍ରୟାଣ ଗାଡ଼ି, ଅଟୋରେ ନେଲେ ପରିବାର ଲୋକ

ମୃତଦେହ ଆଣିବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି , ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ଆଣିଲେ ।

Special story
ପରକୀୟା ପ୍ରୀତି ପାଇଁ ପର ହେଲା ପରିବାର : ୪ ସନ୍ତାନ ଓ ସ୍ୱାମୀକୁ ଛାଡି ଫେରାର ମହିଳା

ପରପୁରଷ ପାଇଁ ପରିବାର ହେଲା ପର । ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ମହିଳା ଫେରାର ।

helpless brother sister
ବାପା ଥାଇ ବି ବେସାହାରା ୫ ଛୁଆ : ସମ୍ପର୍କୀୟ ବଡ଼ବାପା ଘରେ ଭାଗ୍ୟକୁ ଆଦରି ମୁଣ୍ଡ ଗୁଞ୍ଜିଛନ୍ତି

ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ୫ ଛୁଆ । ବାପା ଆସିବେ, ସାଥୀରେ ଚକୋଲେଟ୍ ନେଇ ଆସିବେ । ହେଲେ ତାଙ୍କ ସ୍ୱପ୍ନ କ’ଣ ସତ ହେବ ?

Special story
ଏମିତି ପୁଅକୁ ଧିକ୍ ! ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।

Special Story
ପୁଅଝିଅଙ୍କ ଚିନ୍ତାରେ ବୃଦ୍ଧ ଦମ୍ପତି : ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ

ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି...

tragic story
୭୫ ବର୍ଷ ଅସହାୟ ଅଜା ଭରସାରେ ଦୁଇ ନାତି : ଓଳିଏ ଖାଇଲେ ଓଳିଏ ଉପାସ, ଦୁଃଖରେ ସାଗରରେ ଅସହାୟ ପରିବାର

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି ।

death
କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ

soro
ଆଉ କିଛି ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶଦ୍ଦ : ହେଲେ ସବୁ ସୁଖ ଛାଡ଼ି ଆରପାରିକୁ ଚାଲିଗଲେ ମହିଳା, ଘରେ କାନ୍ଦବୋବାଳି

ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l

Pregnant Woman
ପେଟରେ ନଅ ମାସର ଶିଶୁ : ଟ୍ରଲି ଟାଣି, ଜରି ଗୋଟାଇ ପେଟ ପୋଷୁଛନ୍ତି ଅସହାୟ ଲକ୍ଷ୍ମୀ

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି।

death
ପ୍ରତିଶୋଧରୁ ହତ୍ୟା ! ଖଳନାୟିକା ସାଜିଲା ପ୍ରେମିକା, ବରବେଶରେ ସଜେଇ ହେବା ପୂର୍ବରୁ ବାସୁଦେବଙ୍କ କୋକେଇ ଉଠିଲା

କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ

jawan
ବିବାହର ପାଞ୍ଚ ଦିନ ପୂର୍ବରୁ ଉଠିଲା ଯବାନଙ୍କ କୋକେଇ : ସ୍ୱପ୍ନରେ ବିଭୋର ଥିବାବେଳେ ଭାବିପତ୍ନୀକୁ ଛାଡ଼ି ଚାଲିଗଲେ ବିଜୟ

ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।

death
ପ୍ରେମିକକୁ ଭେଟିବାକୁ ୬୦୦୦ କିମି ଯାଇଥିଲେ ଯୁବତୀ, ଆସିଲା ମୃତ୍ୟୁ ଖବର

ପ୍ରେମିକକୁ ଦେଖା କରିବାକୁ ଯାଇଥିଲେ, ହେଲେ ଜୀବନ ନେଇ ଘରକୁ ଫେରି ପାରିଲେନି ।

soumya
ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ ! ପୁଅ ମୃତ୍ୟୁ ପରେ ବି ସୋନାଲିକୁ କ୍ଷମା ଦେବାକୁ ରାଜି

ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।

tragic story
ଘରେ ମା’କୁ ଖୋଜୁଛି କୁନି ଝିଅ ! ରୋଗୀଣା ସ୍ୱାମୀଙ୍କ ଚିକିତ୍ସା ପାଇଁ ଦାଦନ ଖଟିବାକୁ ଯାଇଛି ସ୍ତ୍ରୀ, ଦୁଃଖରେ ଯଦୁମଣିଙ୍କ ପରିବାର

ସ୍ୱାମୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ତ୍ରୀ ବିମଳା । ସ୍ତ୍ରୀ ଧର୍ମ ନିଭାଇବାକୁ ସେ ମାସେ ତଳେ ଆନ୍ଧ୍ରପ୍ରଦେଶ ଦାଦନ ଯାଇଛନ୍ତି । ସାଙ୍ଗରେ ଦୁଇ ପୁଅ ଝିଅକୁ ନେଇ ଯାଇଛନ୍ତି । ଲକ୍ଷେ ଅଛି ଟଙ୍କା ରୋଜଗାର ହେଲେ ସ୍ୱାମୀଙ୍କୁ ଭଲ ଡାକ୍ତରଖାନା ନେଇଯିବେ ।

youth
‘ଏଲି ମୋତେ ଭୁଲ୍ ବୁଝିବ ନାହିଁ’ : ରୋଗ ହୋଇଥିବାରୁ ପରିବାର ଉଦ୍ଦେଶ୍ୟରେ କୋହଭରା ଚିଠି ଲେଖି ଘର ଛାଡ଼ିଲେ ଯୁବକ

ରୋଗ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି ଯୁବକ । ରୋଗ ହୋଇ ଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଏକ ଚିଠି ଛାଡ଼ି ଯାଇଛନ୍ତି ।

bhadrak
ଏଚଆଇଭି ପାଇଁ ପର ହୋଇଗଲା ସିନ୍ଦୂର ! ରୋଗୀଣା ସ୍ୱାମୀର ହାତ ଛାଡ଼ି ଝିଅକୁ ନେଇ ବାପଘର ପଳାଇଲା ସ୍ତ୍ରୀ

ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।

tragic story
ବାସନ୍ଦ ଭୟରେ କେହି ଛୁଇଁଲେନି ଶବ ! ସାତ ଘଣ୍ଟା ପରେ ଶବ ସତ୍କାର କଲେ ପରିବାର ଲୋକ

ବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ । ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି କି ଶବ ସତ୍କାର କରିବାକୁ ଆସିଲେନି ।

no govt aid
ଦୁଇ ଅକର୍ମଣ୍ୟ ପୁଅ ଓ ରୋଗୀଣା ଝିଅଙ୍କୁ ନେଇ ଦୟନୀୟ ଅବସ୍ଥାରେ ବୃଦ୍ଧା ! ଜରିପାଲ ତଳେ ବିତୁଛି ଚାରିପ୍ରାଣୀ କୁଟୁମ୍ବଙ୍କ ଜୀବନ

ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି ।