• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tragic Story

Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେଲା

Special story
ଫୋନ୍‌ କରି କରି ଥକିଗଲା ବୁଢ଼ୀ ମା’ : ବାପାର ଶବ ନେବାକୁ ଆସିଲାନି କୁଲାଙ୍ଗାର ପୁଅ

ଏ ଦୁନିଆରେ ସମସ୍ତେ ସ୍ୱାର୍ଥର ଦାସ । ସ୍ୱାର୍ଥ ସରିଗଲେ ପୁଅଝିଅ ବି ବାପାମା’ଙ୍କୁ ଚିହ୍ନି ପାରନ୍ତି ନାହିଁ ।

Special story
ଜଳବନ୍ଦୀ ଅସହାୟ ମହିଳା : ଦୁଃଖ ଶୁଣିବାକୁ କେହି ନାହାନ୍ତି 

ଲଗାଣ ବର୍ଷା ହେବା ପରେ ତାଙ୍କ ଘର ଚାରିପଟେ ବର୍ଷା ପାଣି ଜମି ରହିଛି । ପାଣି ଭିତରେ ଜୀବନ କାଟୁଛନ୍ତି ମହିଳା ।

Special story
ବିଦେଶ ଯିବାରେ ବିଳମ୍ବ ହେବାରୁ ଜୀବନ ହାରିଲେ ଯୁବକ : ମୃତ୍ୟୁର ଦିନକ ପରେ ଆସିଲା VISA

ଅଧାରେ ରହିଗଲା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବା ସ୍ୱପ୍ନ ।

Special story
‘ବାପାଙ୍କ ପେନସନ୍ କରାଇ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ସାର୍‌’ : ହାତଯୋଡ଼ି ଗୁହାରୀ କଲେ ଅନାଥ ଭାଇଭଉଣୀ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପେନସନ୍‌ ମିଳୁନାହିଁ । ଆମେ କ’ଣ କରିବୁ, ଖାଇବୁ କ’ଣ ରହିବୁ କେମିତି ?

Special story
ବର୍ବର କାଣ୍ଡ : ଶୋଇଥିବା ବେଳେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ, ଦମ୍ପତି ଗୁରୁତର

ପଡ଼ୋଶୀଙ୍କ ଦ୍ୱାରା ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

Special story
ପସନ୍ଦ ନଥିବା ପିଲା ସହ ବିବାହ ଠିକ୍‌ କରିଦେଲେ ଘର ଲୋକ, ଜୀବନ ହାରିଲେ ଯୁବତୀ

ବିବାହ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।

Special story
ଜାତି ଭାଇଙ୍କ ଆଗରେ ହାରିଗଲା ମମତା : ଘା’ ଭଲ ନହେବାରୁ ମା’କୁ ଶ୍ମଶାନରେ ଛାଡ଼ିଦେଲେ ଦୁଇ କୁଳାଙ୍ଗାର ପୁଅ

ବୃଦ୍ଧାଙ୍କ ଦୋଷ କ’ଣ , ଯେଉଁଥିପାଇଁ ବଞ୍ଚି ଥାଉ ଥାଉ ଶ୍ମଶାନରେ ଛାଡିଦେଲେ ପୁଅମାନେ

Special story
ଘର ଭିତରେ ମରି ପଡ଼ିଛନ୍ତି ୬ ଜଣ : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ପୋଲିସ୍‌ ।

Special story
ଚାକିରି କରୁଛି, ମୁଁ ଚାକର ନୁହେଁ : ଚିଠି ଲେଖି ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ

ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ ।

Special story
ପିଲାଙ୍କୁ ଖାଇବାକୁ ଦେବି ନା ମାରିଦେବି ? ଦରଦାମ ବୃଦ୍ଧି ଭିତରେ ସରକାରଙ୍କୁ ପ୍ରଶ୍ନ କଲେ ମହିଳା

ଦରଦାମ୍‌ ବୃଦ୍ଧି ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନ୍‌ ବାସୀ । ନିଜ ପିଲାକୁ ଖାଇବାକୁ ଦେଇ ନପାରି ବିକଳରେ କାନ୍ଦୁଛନ୍ତି ମହିଳା । ଏଥିପାଇଁ ଏକ ଭିଡିଓ ସେୟାର କରି ସରକାରଙ୍କୁ ଦାୟୀ କରିଛନ୍ତି ।

Special story
ଝିଅ ଜନ୍ମ କରିବା କ’ଣ ଭୁଲ ? ଏମିତି କହି ଜୀବନ ହାରିଲେ ମହିଳା

ପୁଅ ପାଇଁ ପଶୁ ପାଲଟି ଯାଉଥିଲା ସ୍ୱାମୀ । ପ୍ରତିଦିନ ସ୍ତ୍ରୀକୁ ମାଡ଼ ମାରୁଥିଲା । ଶେଷରେ ଏକ ଭିଡିଓ ତିଆରି କରି ଦୁଃଖ ବଖାଣିବା ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ମହିଳା ।

Special story
ପିଣ୍ଡା ସାରା ଗୋବର ଗଦା : ପାଖରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି କୁନି କୁନି ପିଲା

ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।

Special story
ସ୍ୱାମୀ ନା ପିଶାଚ : ସ୍ତ୍ରୀକୁ ଏସିଡ୍‌ ପିଆଇ ମାରିଦେଲା ସ୍ୱାମୀ

ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।

Special story
୭ ଜଣ ସ୍କୁଲ ପିଲାଙ୍କ ଉପରେ ଖସିପଡ଼ିଲା ନିର୍ମାଣାଧୀନ କାନ୍ଥ, ୨ ମୃତ

ଅକାଳରେ ଜୀବନ ଚାଲିଗଲା । ସ୍କୁଲରୁ ଫେରୁଥିବା ବେଳେ କାନ୍ଥ ଭୁଶୁଡ଼ି ଯିବାରୁ ୭ ଜଣ ପୋତି ହୋଇଗଲେ ।

Special story
‘ଆମ ସମସ୍ତଙ୍କୁ ଆଗାମୀ ଜନ୍ମଦିନର ଶୁଭେଚ୍ଛା’ : ଏପରି କହି ସ୍ତ୍ରୀ ଓ ଝିଅ ସହ ଆତ୍ମହତ୍ୟା କଲେ ଜେଇ

କେକ୍‌ କାଟିବା ପରେ କାହିଁକି ଆତ୍ମହତ୍ୟା କଲା ପୂରା ପରିବାର ? ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀ କାହାକୁ କିଛି ଜଣାନାହିଁ ।

Special story
ଗାଁକୁ ଗଲାନି ଆମ୍ବୁଲାନ୍ସ : ଖଟିଆରେ ବୁହା ରୋଗୀ ଡାକ୍ତରଖାନାରେ ମୃତ ଘୋଷିତ

ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା

Special story
ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସମୁଦ୍ରକୁ ଲମ୍ଫଦେଲା ବାପା, ତା’ପରେ...

ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।

Special story
ରଖେ ହରି ତ ମାରେ କିଏ : ମୃତ୍ୟୁକୁ ମାତ୍‌ ଦେଲା କୁନି ଝିଅ, ମାଟି ଖୋଳି ପୋତି ଦେଇଥିଲା ପିଶାଚୀ ମା’

ମା ନୁହେଁ ସେ ପିଶାଚ । କୁନି ଝିଅକୁ ମା’ ମାରି ଦେବାକୁ ଚାହୁଁଥିବା ବେଳେ ଗାଁ ଲୋକେ ତାକୁ ମାଟି ତଳୁ ଉଦ୍ଧାର କରିଛନ୍ତି ।