Russia Ukraine War
ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ କରିବାକୁ ପ୍ଲାନ କରିଥିଲା ୟୁକ୍ରେନ । ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ସାମରିକ ଅଧିକାରୀ ୟୁରି ଡାସକିନ୍ । ଡ୍ରୋନ ଦ୍ୱାରା ପୁଟିନଙ୍କ ହେଲିକପ୍ଟରକୁ ଟାର୍ଗେଟ କରାଯାଇଥିଲା ବୋଲି ସେ ଦାବି କରିଛନ୍ତି । ଡାସକିନ୍ କହିଛନ୍ତି ଯେ ମେ' 20 ରୁ 22 ମଧ୍ୟରେ ୟୁକ୍ରେନ ରୁଷ ଉପରେ ଡ୍ରୋନ୍ ଆକ୍ରମଣକୁ ତୀବ୍ର କରିଥିଲା । ବିଶେଷକରି ପୁଟିନଙ୍କ କୁର୍ସ୍କ ଗସ୍ତ ସମୟରେ ୟୁକ୍ରେନର ଡ୍ରୋନ ଆକ୍ରମଣ ବୃଦ୍ଧି ପାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)