/odishatv-khabar/media/media_files/2025/11/10/millet-day-2025-11-10-10-14-55.jpg)
Millet Day Photograph: (OTV)
ଆଜି ମାଣ୍ଡିଆ ଦିବସ। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି। ଏହି ଅବସରରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ।
ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ମାଣ୍ଡିଆ ଦିବସ’ରେ ଯୋଗଦେବା ସହିତ ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କରିବେ କେନ୍ଦ୍ର କୃଷି ମନ୍ତ୍ରୀ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ମିଶନ ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
• ଆଜି ମାଣ୍ଡିଆ ଦିବସ
• ପ୍ରତିବର୍ଷ ନଭେମ୍ବର ୧୦ରେ ପାଳନ ହେଉଛି ମାଣ୍ଡିଆ ଦିବସ
• ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ
• ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ
• ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ
Builder Arrested: ମହଙ୍ଗା ପଡ଼ିଲା ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ: ବନ୍ଧାହେଲେ ବିଲଡର୍

Nuapada By-Election: କାଲି ଭୋଟ୍: ନୂଆ ବିଧାୟକ ବାଛିବ ନୂଆପଡ଼ା

Abuse Allegation: ପୋଷ୍ୟ ସନ୍ତାନ ହୋଇ ଆମେରିକା ଯାଇଥିଲେ, ଏବେ ଓଡ଼ିଶା ଫେରିଯିବା ପାଇଁ ବିନତି

Nuapada By-Election: ଭୋଟରଙ୍କ ମୁଡ ବଦଳାଇବାକୁ କସରତ୍: ଆଜି ରାତିରେ ନୂଆପଡ଼ା ଖେଳ ଖତମ୍ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)