ସଭା ଭିତରେ କାହିଁକି ଜଣେ କୂଳବଧୂଙ୍କ ବସ୍ତ୍ର ହରଣ ପାଇଁ ଅପଚେଷ୍ଟା ହେଲା ? କ'ଣ ହେଲା ତା'ର ପରିଣାମ? ପତ୍ନୀର ଲାଞ୍ଚନା ଦେଖି ବି କାହିଁକି ଚୁପ ରହିଲେ ସ୍ଵାମୀମାନେ? କୋଉ ପ୍ରଶ୍ନ ଶୁଣି ସଭିଏଁ ଚୁପ ରହିଲେ? କ'ଣ ପାଇଁ ପୁଣି ଜୁଆରେ ଜିତିଥିବା ଦ୍ରବ୍ୟ ଫେରାଇଦେଲେ ରାଜା? ଏଇ ସବୁ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ତିନୋଟି ଖରାପ ଅଭ୍ୟାସ ବିଷୟରେ ଗୀତାରେ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ପାପର ତିନୋଟି ମୁଖ୍ୟ ଦ୍ୱାର ବିଷୟରେ କହିଛନ୍ତି। ଏହା ଆମକୁ ଭୁଲ ପଥରେ ନେଇଯାଏ ଆଉ ଆମର ପତନ ଘଟାଇଥାଏ। ଏହା କ’ଣ ଆସନ୍ତୁ ଜାଣିବା…
କ'ଣ ପାଇଁ ଜଣେ କୁଳବଧୂକୁ ଭରା ସଭାରେ ଲାଞ୍ଛନା ସହିବାକୁ ହେଲା? କପଟ ଜୁଆ ଖେଳରେ ଜଣେ ରାଜା କେମିତି ଓ କାହିଁକି ସବୁକିଛି ହରେଇ ନିଃଶ୍ଵ ହେଲେ? କାହିଁକି ପୁଣି ସେ ସଭାରେ ଉପସ୍ଥିତ ଜ୍ଞାନୀ ଗୁଣୀ ବିବେକବନ୍ତ ମଣିଷମାନେ ଚୁପ ରହିଲେ? କ'ଣ ତେବେ ପ୍ରକୃତ ଧର୍ମର ବିଧାନ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।
କାହିଁକି ଜଣେ ମହାନ ରାଜା ଜୁଆ ଖେଳିବାକୁ ରାଜି ହେଲେ? କ'ଣ ହେଲା ତା'ର ପରିଣାମ? କେମିତି ପୁଣି ସେ ରାଜା ନିଜ ଚାରି ଭାଇ, ନିଜକୁ ଓ ଶେଷରେ ନିଜ ସ୍ତ୍ରୀକୁ ବି ଖେଳରେ ହାରିଲେ? କ'ଣ ପାଇଁ ସେଠି ଉପସ୍ଥିତ ଥିବା ଜ୍ଞାନୀ ଗୁଣୀ ଲୋକମାନେ କେହି କିଛି ନକହି ଚୁପ ରହିଲେ ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଏଇ ଅଧ୍ୟାୟ ।
କେଵେ କେଵେ ନିଜ ଧ୍ବଂସର ରାସ୍ତାକୁ ଟାଣି ହେଇଯାଏ ମଣିଷ । ସବୁ ଜାଣି ସବୁ ବୁଝି ତଥାପି ନୀରବ ରୁହନ୍ତି ଅନ୍ୟମାନେ। ପାଖରେ ରହି ନିଜର ଲାଗୁଥିବା ଲୋକଟି ବିନାଶ କାଳେ ବିପରୀତ ବୁଦ୍ଧି ଦେଉଥାଏ । କିଏ ନିଜର କିଏ ପର ବୁଝାପଡ଼େନି । କାହିଁକି ରାଜପ୍ରସାଦରେ ପଶା ଖେଳକୁ ଅନୁମତି ଦିଅନ୍ତି ରାଜା ? କାହିଁକି ଓ କେମିତି ପଶା କାଠି ବଦଳି ଯାଏ ? ଏଇ ସବୁ ବିଷୟରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ମଣିଷ ମିଛ ରାଗ ଓ ଅଭିମାନରେ କେବେ କେବେ ନିଜ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେବାକୁ ପଛଘୁଞ୍ଚା ଦିଏନି। କାହିଁକି ଜଣେ ରାଜକୁମାର ନିଜ ମାମୁଘର ପରିବାରକୁ ବନ୍ଦୀ କରି ହତ୍ୟା କଲା? କାହିଁକି ସାହାଡ଼ା ଗଛକୁ ବିବାହ କରେ ଝିଅଟି? ପ୍ରତିଶୋଧ ନେବାକୁ ଜଣେ ବାପା ବନ୍ଦୀଶାଳର କାଳ କୋଠରୀରେ କେଉଁ ଉପାୟ ବତାଏ ପୁଅକୁ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଆଜିଠୁ ତେର ବର୍ଷ ପରେ ଘଟିବାକୁ ଥିବା କୋଉ ଅଘଟଣ ବିଷୟରେ ଚେତେଇଦେଲେ ବ୍ୟାସଦେବ? ଇନ୍ଦ୍ରପ୍ରସ୍ଥରେ କାହିଁକି ଅପଦସ୍ଥ ହେଲେ ଦୁର୍ଯ୍ୟୋଧନ? କ'ଣ ପାଇଁ କୌରବ ଭାଇମାନଙ୍କୁ ବିଧବାର ପୁଅ କହିଲେ ଭୀମସେନ? ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ଏମିତି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଜଣେ ରାଜା ଅନ୍ୟ ଛୟାଅଶୀ ରାଜାଙ୍କୁ ବନ୍ଦୀ କରି ରଖିଥିଲା? କାହିଁକି ଗଧ ପାଦ ଧରିଲେ କୃଷ୍ଣ? କାହିଁକି ଗୋଟେ ଖେଣ୍ଟା ଶିମିଳି ଗଛ ରାଜାଙ୍କ ଦ୍ୱାରପାଳ ଥିଲା? ସୁନ୍ଦରୀ ଅପସରୀ ପୁଣି କାହିଁକି ଭେରୀ ହୋଇ ଜନ୍ମ ନେଲା? ମହାଭାରତ ପୃଷ୍ଠା ଭିତରେ ଥିବା ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଧର୍ମ ପଥରେ ଚାଲି ବି ଜଣେ ଋଷିଙ୍କୁ ସ୍ୱର୍ଗରେ ଉପଯୁକ୍ତ ସମ୍ମାନ ମିଳିଲାନି? ଜଣେ ତପସ୍ବୀ ସ୍ୱର୍ଗରୁ ପୃଥିବୀକୁ ଫେରିଆସି ଚଢେଇ ରୂପ ନେଲେ କାହିଁକି? ଏକ ଭୟଙ୍କର ଜଙ୍ଗଲ ପୋଡିରୁ ଚାରି ସାନ ଚଢେଇ ଛୁଆ ବଞ୍ଚିଲେ କେମିତି? ମହାଭାରତର ଏମିତି ଅନେକ ଅଜଣା ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କ'ଣ ପାଇଁ ମହାଦେବ ଶିବଙ୍କ ସହ ଅର୍ଜୁନଙ୍କ ଯୁଦ୍ଧ ହେଲା? ଯୁଦ୍ଧ ପରେ ମହାଦେବ, ଅର୍ଜୁନଙ୍କୁ କୋଉ ବର ଦେଲେ? କୃଷ୍ଣଙ୍କ ଆଗରେ ଅର୍ଜୁନ କାହିଁକି ଅସ୍ତ୍ର ଧରି ଠିଆ ହେଲେ? କେମିତି ପୁଣି ଅଟକିଲା କୃଷ୍ଣ ଅର୍ଜୁନଙ୍କ ଯୁଦ୍ଧ? ଏମିତି ମହାଭାରତର ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କୃଷ୍ଣ ନିଜ ଭଉଣୀକୁ ହରଣ କରିବାକୁ କାହିଁକି ନିଜର ବନ୍ଧୁଙ୍କୁ ଉତ୍ସାହିତ କଲେ? କାହିଁକି ଶେଷରେ ଗଉଡ଼ୁଣୀ ବେଶ ଧରିଲେ ସୁଭଦ୍ରା? ବଳରାମଙ୍କୁ କ'ଣ କହି ଅଟକାଇଲେ କୃଷ୍ଣ? ମହାଭାରତ ଭିତରର ଏପରି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଏକା ଏକା ବାର ବର୍ଷ ପାଇଁ ବନବାସ ଗଲେ ଅର୍ଜୁନ? ପାଞ୍ଚ ଅପ୍ସରୀ କୁମ୍ଭୀରିଣୀ ହେଲେ କେମିତି? କାହିଁକି କୃଷ୍ଣ ନବଗୁଞ୍ଜର ରୂପ ଧରିଲେ? କାହିଁକି ନାଗ କନ୍ୟା ଅର୍ଜୁନଙ୍କୁ ନାଗଲୋକକୁ ଧରି ନେଲେ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ଦେବର୍ଷି ନାରଦ ପଞ୍ଚୁ ପାଣ୍ଡବଙ୍କୁ ଦୁଇ ରାକ୍ଷସ ଭାଇଙ୍କ କାହାଣୀ କହିଲେ? ସେ ରାକ୍ଷସ ଦୁଇ ଭାଇ କୋଉ ବର ପାଇଥିଲେ ଯେ ସେମାନଙ୍କୁ ସମସ୍ତେ ଭୟ କରୁଥିଲେ? କାହିଁକି ମହାଦେବଙ୍କର ଚାରିମୁଣ୍ଡ ହେଲା? କାହିଁକି ଇନ୍ଦ୍ର ଦେବଙ୍କର ଦେହସାରା ହଜାରେ ନୂଆ ଆଖି ଖୋଲିଲା? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ରାଜାମୌଲି 'ମହାଭାରତ' ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ଜଣେ ଖାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଏହା ହୁଏ, ତେବେ ଏହା ନିଶ୍ଚିତ ଭାବରେ ବଲିଉଡ୍ର ସବୁଠୁ ବଡ ପ୍ରୋଜେକ୍ଟ ହେବ।
ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କଲାପରେ ବି କାହିଁକି ଆତ୍ମହତ୍ୟା କଲେ ରାଜକୁମାରୀ? ନିଜର ଦୁଇ ବିଧବା ବୋହୂଙ୍କ ପାଖରୁ ବଂଶରକ୍ଷା ପାଇଁ ପୁତ୍ରଲାଭ କରିବାର କେଉଁ ବାଟ ବାଛିଲେ ଶାଶୁ ? ଓ ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କ'ଣ ପାଇଁ ବ୍ରହ୍ମଚାରୀ ଜରତ୍କାରୁ ବିବାହ କରିବାକୁ ରାଜି ହେଲେ ଓ କ'ଣ ଥିଲା ତାଙ୍କ ବିବାହର ସର୍ତ୍ତ ?
ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।
ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ପୁଣି କେମିତି ଓ କାହା ସହ ତାଙ୍କର ବିବାହ ହେଲା ? ରାଜା ସୁଦ୍ୟୁମ୍ନ କେମିତି ପାଲଟିଲେ ନାରୀ?
ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।
ଅଭିନେତା ନୀତୀଣ ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। ନୀତୀଶଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି।
ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ । ଏହା ହେଉଛି ମହାଭାରତ ଜ୍ଞାନ ଯଜ୍ଞ।
ଭାରତରେ ରାଖି ବନ୍ଧନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହି ପରମ୍ପରା ପୌରାଣିକ ଯୁଗରୁ ରହି ଆସିଛି। ତେବେ ଆସନ୍ତୁ ମହାଭାରତରେ ଥିବା ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ଏକ କାହାଣୀ ଉପରେ ନଜର ପକେଇନେବା।