LoCରେ ବଙ୍କର ପ୍ରସ୍ତୁତ । ପହଲଗାମରେ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଥିବା ବେଳେ ଜମ୍ମୁ ଓ କଶ୍ମୀର ପୁଞ୍ଚରେ ଦେଖିବାକୁ ମିଳିଛି ବଙ୍କର । ଏ ବଙ୍କର ଆତଙ୍କୀର ନୁହେଁ, ବରଂ ସାଧରଣ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଛି । ଏହାକୁ ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି । LoCରେ ଗୁଳିଗୋଳା ଗର୍ଜନକୁ ନେଇ ଆଗଆ ପ୍ରସ୍ତୁତି ହୋଇଛି ।
ବର୍ତ୍ତମାନ ଏହି ବଙ୍କରକୁ ସଫେଇ କରାଯାଉଛି ।
Published By: Deviprasad Jena
Last updated: 26 April 2025, 05:57 PM IST
ତନ ତନ କରି ଯାଞ୍ଚ କରୁଛି ସେନା। ଆତଙ୍କୀ ନେଟୱର୍କ ଉପରେ ହେଉଛି ସାଂଘାତିକ ପ୍ରହାର। ଗଳିକନ୍ଦିରେ ଚାଲିଛି ସର୍ଚ୍ଚ ଅପରସେନ ।