• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Life Style

Weekly Horoscope
ସାପ୍ତାହିକ ରାଶିଫଳ,୨୫ରୁ ୩୧ ଅକ୍ଟୋବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣଙ୍କର ଭଲ ଓ ମିଶ୍ରିତ ଫଳାଫଳ ରହିବ ।  କ୍ୟାରିୟର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ସମୟ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଓ ପଦୋନ୍ନିତ ପାଇବେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । 

don’t take donations
ବିନା ପଇସାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ,ଉପୁଜିପାରେ ଆର୍ଥିକ ସମସ୍ୟା

ପ୍ରାୟତଃ ଆମେ ବହୁବାର ବିନା ମୂଲ୍ୟରେ କିଛି ଜିନିଷ ଅନ୍ୟମାନଙ୍କଠାରୁ ନେଇଥାଉ । ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉଥିବା ଜିନିଷ ଆମ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମ ସାଧାରଣ ଜୀବନରେ ଆର୍ଥିକ ଓ ଘରୋଇ ସମସ୍ୟା ସୃଷ୍ଟି କରିଥାଏ ।

 Kitchen Vastu
ଜାଣିବା ରୋଷେଇ ଘରର ବାସ୍ତୁ ଉପାୟ ବିଷୟରେ

ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ।

Vastu for money
ଘରେ ଲାଗି ରହୁଛି କି ଅର୍ଥର ଅଭାବ ? ବାସ୍ତୁ ଅନୁଯାୟୀ କରନ୍ତୁ ଏହିଭଳି ଉପଚାର

ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରେ ଅର୍ଥର ଅଭାବର ସମସ୍ୟା ଦୂର ହୋଇପାରିବ ।

Frindship day
ଆଜି ହେଉଛି ବନ୍ଧୁତ୍ୱ ଦିବସ; ଜାଣନ୍ତୁ କାହିଁକି ପାଳନ କରାଯାଏ...

ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।