• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jojanara Na Hariloot

Yojanara Na Hariloot
ଚାଷୀଙ୍କୁ ମିଳୁନି ଫାଇଦା, ଅଫିସରଙ୍କ ପକେଟ ଗରମ୍‌

ପୋଖରୀ ନଖୋଳି ସବସିଡି ଟଙ୍କା ଚଳୁ

jojanara Na Hariloot
ନା ଗଛ ଅଛି ନା ତାର ବାଡ଼ : ବନୀକରଣ ନାଁରେ ଟଙ୍କା ବାଟମାରଣା

ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?

420 post master
ପୋଷ୍ଟମାଷ୍ଟର ୪୨୦ ! ଗରିବ ପେଟକୁ ଲାତ ମାରିଲେ, ତଥାପି . . 

ଟଙ୍କା ସୁରକ୍ଷିତ ରହିବ ଭାବି ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥାନ୍ତି। କିନ୍ତୁ ପୋଷ୍ଟ ମାଷ୍ଟର ଯଦି ଗରିବ ଲୋକଙ୍କ ଟଙ୍କା ଲୁଟିବେ, ତେବେ କହିବା କାହାକୁ

jojanara Na Hariloot
କୋଟିଏ ଟଙ୍କାର ପୋଖରୀ !!! ଖଞ୍ଜା ହୋଇଛି କି ହୀରା ନୀଳା ମୋତି ମାଣିକ ?

କୋଟିଏ ଟଙ୍କାର ପୋଖରୀ । ଏମିତି ଏକ ପୋଖରୀ ଯାହାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ କାଗଜପତ୍ରରେ ୧ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର ଯେ ସଂପୂର୍ଣ୍ଣ ଭିନ୍ନ ।

Jojanara Na Hariloot
‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତି : ଠିକାଦାର ଏବଂ ଆଇଟିଡିଏ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା

ଗୋ-ସମ୍ପଦର ବିକାଶ ପାଇଁ ସରକାର ୨୦୨୧ ମସିହାରେ ଆରମ୍ଭ କରିଥିଲେ ‘ମୋ ଗୁହାଳ’ ଯୋଜନା । ଯେଉଁମାନେ ଘରେ ଗାଈ ଗୋରୁ ରଖିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଏ। ପ୍ରତି ହିତାଧିକାରୀଙ୍କୁ ମିଳିଥାଏ ୧ ଲକ୍ଷ ୧୩ ହଜାର ଟଙ୍କା ସହାୟତା ରାଶି । କିନ୍ତୁ ମାଲକାନଗିରି ଜିଲ୍ଲାରୁ ଆସିଛି ‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତିର ଖବର।

jojanara Na Hariloot
ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପରେ ଘୋଟାଲା

ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ

Special story
ପାଖରେ ଚିରସ୍ରୋତା ନଦୀ, ହେଲେ ପାଣି ଟୋପାଏ ସ୍ୱପ୍ନ

ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ?

Special story
ଭୂତକୁ ଆବାସ ଘର ଦେଲା କିଏ?

ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....

Special story
ପାହାଡ଼ ଉପରେ ସ୍କୁଲ : ଯିବାକୁ ରାସ୍ତା ନାହିଁ କି ବିଦ୍ୟୁତ ସୁବିଧା ନାହିଁ

ସ୍କୁଲକୁ ରାସ୍ତା ତ ନାହିଁ, ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲରେ ଗୋଟିଏ ଖେଳପଡିଆ ନିର୍ମାଣ ପାଇଁ ଦୁଇଥର ବିଲ୍ ହୋଇଛି ।

Jojanara na hariloot | Bamboo plantation scam exposed in Boudh
ବାଉଁଶ ଗଛ ନାଁରେ ବାବୁ ଖାଇଗଲେ

ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..

Jojanara Na Hariloot ।Massive Corruption At Talabasta Panchayat In Banki
ମଶାଣୀକୁ କାଗଜପତ୍ରରେ ପାର୍କ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…