• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: It Raid

Income Tax dept raids
ବ୍ୟାବସାୟିକ ପ୍ରତିଷ୍ଠାନ 'ଡିଏନ୍ ଗ୍ରୁପ' ଉପରେ ଆଇଟି ରେଡ୍, ୩୦ କୋଟି ଜବତ !

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା

Jitu Pattnaik
ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ IT ରେଡ୍

ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

I-T & GST Raids
ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍

ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।

IT Raid
ରାଜ୍ୟବ୍ୟାପୀ ମାରାଥନ୍‌ IT ରେଡ୍, ପ୍ରାୟ ବ୍ୟବସାୟୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ !

ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।

Pushparaj Jain
ସମାଜବାଦୀ ପାର୍ଟି ନେତାଙ୍କ ଘରେ ଚଢାଉ, ଅଖିଳେଶ କହିଲେ, 'ଲୋକେ ଭୋଟରେ ଜବାବ ଦେବେ'

ପୀୟୂଷ ଜୈନଙ୍କ ପରେ ଏବେ ଆୟକର ବିଭାଗ ପଞ୍ଝାରେ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ । ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ଏହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ‘ଲୋକ ସବୁ ଦେଖୁଛନ୍ତି ଓ ସେମାନେ ଭୋଟ୍‌ ଦ୍ୱାରା ଏହାର ଉତ୍ତର ଦେବେ’।

Ajit Pawar
ଦେଶମୁଖଙ୍କ ପରେ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ, ୧୦୦ କୋଟିର ସମ୍ପତ୍ତି ସିଜ୍‌ କରିବାକୁ ନିର୍ଦ୍ଦେଶ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Sonu Sood
ତାଙ୍କ ଘରେ ଚଢାଉ ସମୟ ଆଇଟି ଟିମ୍‌ ପାଇଁ ସବୁଠାରୁ ସହଜ ଦିନ ଥିଲା-ସୋନୁସୁଦ୍‌

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ ହେବା ପରେ ମୁହଁ ଖୋଲିଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ୍ । ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଖର୍ଚ୍ଚ ହେଉଛି । ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ଚାହାନ୍ତି ଏବଂ ଏହା ଜାରି ରହିବ ।