/odishatv-khabar/media/media_files/2025/11/05/utkal_builders-2025-11-05-11-45-07.jpg)
UTKAL_BUILDERS Photograph: (OTV)
ଉତ୍କଳ ବିଲଡର୍ସରେ IT ରେଡ୍। ଚଢାଉ ବେଳେ ଭୁବନେଶ୍ବର ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା। ଆଇଟି ଟିମ୍ ଆଜି ଆହୁରି ୨ଟି ଲକର ଖୋଲିବ। ଆୟକର ଠକେଇ ମାମଲାରେ ମୋଟ ୧୪ଟି ସ୍ଥାନରେ ରେଡ୍ ହୋଇଛି।
ଓଡ଼ିଶାରେ ୧୧ଟି ଓ ପଶ୍ଚିମବଙ୍ଗରେ ୩ଟି ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ। ରେଡ୍ ରେ ୧୮ଟି ଟିମର ୧୨୦ ଜଣ ଅଫିସର ସାମିଲ ଅଛନ୍ତି। ସେପଟେ ଘଟଣାକୁ ନେଇ ଉତ୍କଳ ବିଲଡର୍ସ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମିଳିପାରିନି।
Advertisment
• ଉତ୍କଳ ବିଲଡରରେ IT ରେଡ୍: ମିଳିଲା ୯୨ ଲକ୍ଷ
• ଉତ୍କଳ ବିଲଡର ଉପରେ ଆୟକର ବିଭାଗର ଚଢ଼ାଉ
• ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା
• ଆଜି ଖୋଲିବ ଆହୁରି ୨ଟି ଲକର୍
• ଓଡ଼ିଶାର ୧୧ ଓ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ରେଡ୍
Advertisment



Related Articles
Pitabas Murder Case: ପୀତବାସ ହତ୍ୟା: ରିମାଣ୍ଡରେ ୬ଅଭିଯୁକ୍ତ
POSTED

Paradip Port Day Celebration: ବନ୍ଦର ନଗରୀରେ ହେବ ଏୟାର ପୋର୍ଟ: ଗ୍ରୀନ ହାଇଡ୍ରୋଜେନ ହବ୍ କରାଯିବ
POSTED

Cuttack Baliyatra: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
POSTED

Zohran Mamdani: ନ୍ୟୁୟର୍କ ସିଟି ମେୟର ହେଲେ ଜୋହରାନ ମମଦାନି...ଓଡିଶା ସହ କ’ଣ ରହିଛି ସମ୍ପର୍କ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)