Bishal Das Under IT Scanner
ଭୂତ କମ୍ପାନୀ ନାଁରେ ବେନାମି କାରବାର । ୧୧ଟି ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ । କାଗଜ ପତ୍ରରେ କମ୍ପାନୀ କିନ୍ତୁ କମ୍ପାନୀର ଖୋଜ ଖବର ନାହିଁ । କର୍ମଚାରୀଙ୍କୁ କମ୍ପାନୀ ଡାଇରେକ୍ଟର ଦର୍ଶାଇ ହୋଇଛି ବଡ଼ ଠକେଇ । ଆୟକର ବିଭାଗର ସ୍କାନରରେ ଏବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଭୁତ କମ୍ପାନୀ କରି ଆୟକର ଠକିଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ବଡ ଆଇଟି ରେଡ। ବ୍ୟାପକ ଆୟକର ଠକେଇ ଅଭିଯୋଗରେ ୨୦ ରୁ ଅଧିକ ସ୍ଥାନରେ ଆୟକର ବିଭାଗର ୨୦ ଟି ଟିମ ଚଢାଉ ଜାରି ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)