Advertisment

IT Raid: ବିଜେଡି ନେତାଙ୍କ ଘରେ IT ରେଡ୍.. ଆୟକର ବିଭାଗର ବଡ ଚଢାଉ

ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ। ନୂଆପଡ଼ା କୋମନା ବାସଭବନରେ ଆୟକର ବିଭାଗର ଚଢାଉ। କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ ନୋଜ ମିଶ୍ର।

author-image
Chinmayee Sahoo
IT Raid

IT Raid Photograph: (OTV)

ବିଜେଡି ନେତାଙ୍କ ଘରେ IT ଚଢାଉ। ବିଜେଡି ନେତା ତଥା ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ। ଆଜି ସକାଳୁ ବିଜେଡି ସାଧାରଣ ସମ୍ପାଦକ ତଥା କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ନୂଆପଡ଼ା କୋମନା ବାସଭବନରେ ଆୟକର ବିଭାଗର ଚଢାଉ କରିଛି। 
ଏବେ ଯାଏଁ ଚଢ଼ାଉ ଚାଲିଥିବା ବେଳେ କାହିଁକି ଏଇ ରେଡ୍ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।...ସେପଟେ ଘଟଣାକୁ ନେଇ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment


•    ବିଜେଡି ନେତାଙ୍କ ଘରେ IT ଚଢାଉ
•    ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ
•    ନୂଆପଡ଼ା କୋମନା ବାସଭବନରେ ଆୟକର ବିଭାଗର ଚଢାଉ 
•    କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ର
•    ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର

IT Raid
Advertisment
Related Articles
Advertisment