• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: It Raid

IT Raid
କୁଆଡ଼ୁ ଆସୁଛି ଏତେ ଟଙ୍କା ? ୧୦୬ ଗଣାସରିଛି, ଆହୁରି ୭୦ ବସ୍ତା ବାକି ଅଛି !

ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

We have increased the number of machines and 50 staffs have been engaged: Bank Manager
ସରୁନି ଟଙ୍କା ଗଣା; ଟପିପାରେ ୫ଶହ କୋଟି

ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା । କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ ।

Manmohan Samal
ଆଇଟି ରେଡ୍‌; ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା

କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର ।

We have increased the number of machines and 50 staffs have been engaged: Bank Manager
ଓଡ଼ିଶାର ପଛୁଆ ଜିଲ୍ଲାରେ ମଦ ଟଙ୍କାର ପାହାଡ଼; ଲାଗିଛି ୨୫ ମେସିନ, ଗଣୁଛନ୍ତି ୫୦ କର୍ମଚାରୀ

ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ ।

Lekhashree Samantsinghar
‘ମଦ ବ୍ୟବସାୟୀ ହିଁ ନିର୍ବାଚନ ବେଳେ ବିଜେଡିର ଟଙ୍କାର ସୋର୍ସ’

IT ରେଡ୍ ଘଟଣାରେ ବିଜେଡି ନେତା ଓ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲେ ଲେଖାଶ୍ରୀ ।

Police Inspector
IT ରେଡ୍‌ରେ ନୂଆ ଟ୍ୱିଷ୍ଟ; ଟଙ୍କା ମୁଣିରେ ଲେଖାଯାଇଛି ‘ଇନ୍ସପେକ୍ଟର ତିୱାରୀ’

ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନ୍‌ରୁ ବାହାରିଲା ୫ ଲକ୍ଷ । ସେହି ପଲିଥିନରୁ ଘଟଣାରେ ଆସିଛି ଏବେ ନୂଆ ଟ୍ୱିଷ୍ଟ ।

IT Raid
ଟିଟିଲାଗଡ଼ SBIରେ ଗଣତିରୁ ମିଳିଲା ମୋଟ୍ ୧୧ କୋଟି ଟଙ୍କା

IT ରେଡ୍ ବେଳେ ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା ।

IT Raid
୨୦୦ କୋଟି କାହାର? ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ?

୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ ।

Huge amount of cash seized
ମ୍ୟାନେଜରଙ୍କ ଘରେ ବି ଟଙ୍କାର ପାହାଡ଼, ପୁଣି ମିଳିଲା ପେଟି ପେଟି ଟଙ୍କା...

ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି ।

IT Raid
ନୋଟ୍ ଗଣି ଗଣି ହାଲିଆ, ନିଅଣ୍ଟ ପଡୁଛି ମେସିନ୍

ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।

Narendra Modi
ଓଡ଼ିଶାରେ ରେଡ୍, ଦେଶବ୍ୟାପି ହଇଚଇ ! ମଦ ବ୍ୟବସାୟୀଙ୍କ ଘରୁ ୨ଶହ କୋଟି ନଗଦ ଜବତ

ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।

PM Modi
‘ଜନତାଙ୍କଠାରୁ ଯାହା ଲୁଟିଛ, ତାକୁ କଡ଼ାଗଣ୍ଡା ଫେରାଇବାକୁ ପଡ଼ିବ’

ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାକୁ ନେଇ ‘ଏକ୍ସ’ରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

IT continues marathon raids in various places of Odisha in liquor trader case
ମିଳିଲାଣି ୨୦୦ କୋଟି ଟଙ୍କା, ଆଗକୁ ଆହୁରି କେତେ ?

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି ।

IT Raid
ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।

IT Raid
ଟଙ୍କା ଦେଖିବ ଯଦି ବଲାଙ୍ଗିର ଆସ; ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ ।

Kusum Tete
IT ରେଡ୍‌କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ, ପୂର୍ବତନ ବିଧାୟକଙ୍କୁ କାଠଗଡ଼ାକୁ ଟାଣିଲେ

ଯୋଗେଶଙ୍କ ମାଆଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା କହିଲେ....ଏବେ କିନ୍ତୁ ଅଲଗା ନାଁ ବାହାରୁଛି, ପରିବର୍ତ୍ତନ କରିଥାଇପାରନ୍ତି'...

Major IT raids in Odisha
ଓଡ଼ିଶାରେ ବଡ଼ଧରଣର ଆୟକର ଚଢ଼ଉ, ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍...

ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।

DN Group IT Raid
DN ଗ୍ରୁପ୍ ମୁଖ୍ୟଙ୍କୁ ITର ଜେରା ଶେଷ, ଜଗଦୀଶ କହିଲେ ଆୟକର ଫାଙ୍କିବା ଅଭିଯୋଗ ମିଛ

ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା ।

DN Group IT Raid
ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

ଚାରି ଦିନର ଚଢାଉ ପରେ ବି ହିସାବ ମିଳୁନି। ଜବତ ୩୨ କୋଟିରୁ ଅଧିକ ଟଙ୍କାର ଉତ୍ସ ଖୋଜିବାକୁ ଜାରି ରହିଛି ଆୟକର ବିଭାଗର ଘନ ଘନ ରେଡ୍। ଆଜି ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ଟିମ୍ । କମ୍ପାନୀର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ଜଗଦୀଶଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ କରାଯାଇଛି।

DN Group IT Raid
ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।

IT Raid
DN Groupରେ ତିନି ଦିନ ହେଲାଣି ସରୁନି ରେଡ୍, ଖୋଳତାଡ଼ କରୁଛି IT

ତିନି ଦିନ ବିତିଲା। ତଥାପି ସରୁନି DN ସାମ୍ରାଜ୍ୟ ଉପରେ ଇନ୍‌କମ୍ ଟ୍ୟାକ୍ସ ରେଡ୍ । ୧୦୫ କୋଟିର ବ୍ୟାବସାୟିକ ଦସ୍ତାବିଜ ଓ ଜବତ ୩ ଟ୍ରଙ୍କ୍ ଟଙ୍କାକୁ ନେଇ ଚାଲିଛି ତନାଘନା । ଏତେ ପରିମାଣର ଟଙ୍କା କାହାର, କଂପାନୀର ଜଣେ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା, ତାକୁ ନେଇ ଚାଲିଛି ଖୋଳତାଡ଼ । ତା ସହିତ ବଡ଼ ପ୍ରଶ୍ନ DN ସାମ୍ରାଜ୍ୟ ପଛରେ ପ୍ରଭାବଶାଳୀ ପୃଷ୍ଠପୋଷକ କିଏ ? କାହିଁକି ଆକ୍ସନ ମୋଡକୁ ଆସୁନି ORERA ।

DN Group Land Scam
DN Groupରେ ତିନି ଦିନ ହେଲାଣି ସରୁନି ରେଡ୍, ଖୋଳତାଡ଼ କରୁଛି IT

ଆଇଟି ସ୍କାନରରେ ୧୦୫ କୋଟିର ରିୟଲ ଇଷ୍ଟେଟ୍ ବିଜନେସ୍ । କାହିଁକି ଆକ୍ସନ ମୋଡକୁ ଆସୁନି ଓରେରା ?

DN Group
୧୦୫ କୋଟିର ଚିଠାକୁ ନେଇ ଛାନଭିନ୍, ୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ

୩୬ ଘଣ୍ଟା ପରେ ବି DN ସାମ୍ରାଜ୍ୟ ଉପରେ ସରୁନି ଆୟକର ରେଡ୍ ।

IT raid on Twin City Infracon Ltd
କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ

କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ । ଆୟକର ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଥିବା ସୂଚନା । କାଲିଠାରୁ ନିରବଚ୍ଛିନ୍ନ ଭାବେ ୧୫ ଜଣିଆ ଟିମ୍‌ ପକ୍ଷରୁ ରେଡ୍‌

Income Tax dept raid
CMO ଏବେ କରପସନ୍ ମୋବିଲାଇଜେସନ ଅଫିସ୍: ବିଜେପି

ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।