ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍ସ୍ପଟ୍ ଚିହ୍ନଟ କରିବା ସହ ଟ୍ରାଫିକ୍ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି।
ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।
ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି
ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ। ୨୦୧୭ ହାଇପ୍ରୋଫାଇଲ୍ ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲା। ହାଇଦ୍ରାବାଦ୍ ଇଡି ଅଫିସରେ ହେଲେ ହାଜର। ନାରକୋଟିକ୍ସ ତଦନ୍ତ ବ୍ୟୁରୋ ଦ୍ୱାରା ପଚରାଉଚରା।
୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଫ୍ରେଣ୍ଡ୍ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]
This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018