ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ଆକାରରେ ବି ବିଶାଳ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ରୋବୋଟିକ ହାତୀ କାନ ହଲାଉଛି, ଶୁଣ୍ଢ ବି ଟେକୁଛି ।
ଗଲା କିଛି ଦିନ ଧରି ଚିକିତ୍ସାଧୀନ ଥିବା ଅନ୍ୟ ଏକ ମାଈ ହାତୀ ବି ଗତକାଲି ଆଖି ବୁଜିଛି ।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।
ଫୋନ୍ ସ୍ୱିଚ୍ ଅଫ୍ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।
ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।
ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।
ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।
ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ହାତୀ ବି ଯିବ ବସ୍ରେ, ସେଥିପାଇଁ ଗାଡ଼ି ଅଟକାଉଥିବା ଦେଖିବାକୁ ମିଳୁଛି ।
ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ହାତୀ ଚିନ୍ତା । କାରଣ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ ଧାନ ଅମଳ ସମୟରେ ଅରମ୍ଭ ହୋଇଗଲାଣି ହାତୀ ଉପଦ୍ରବ ।
ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।
ରାଜ୍ୟରେ ପ୍ରଥମ...ଏଣିକି ରେଲୱେ ଟ୍ରାକ୍ରେ ଆଉ ଯିବନି ହାତୀଙ୍କ ଜୀବନ । ଟ୍ରେନ୍ ଲାଇନ୍କୁ ଆସିବା ମାତ୍ରେ ହାତୀଙ୍କୁ ଲାଗିବ ବିଦ୍ୟୁତ୍ ଝଟକା..ହେଲେ ହେବନି କୌଣସି କ୍ଷତି। ଏମିତି ପଦକ୍ଷେପ ରାଜ୍ୟରେ ପ୍ରଥମ
ଗଛ ଉପରେ ବିରାଟ ମଂଚା ତିଆରି ହୋଇଥାଏ । ଆଉ ସେହି ମଂଚାରେ ମଶାରୀ ଭିତରେ ମଣିଷ ଶୋଇଥାଏ । କିଏ କିଏ ଟର୍ଚ୍ଚ ଓ ଠେଙ୍ଗା ଧରି ହେଇ ଗଲା ଗଲା ପାଟି ବି କରୁଥାନ୍ତି ।
ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।
ନରସିଂହପୁର ବାଇସିଙ୍ଗାରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ଚାଲିଛି ତଦନ୍ତ...
ନରସିଂହପୁର ଅଂଚଳରେ ଗୁଳିମାଡ଼ରେ ହାତୀ ଆହତ ଘଟଣା । ଜଙ୍ଗଲରେ ବୁଲୁଥିବା ଦନ୍ତା ଦେହରେ ବାଜିଛି ୫ଟି ଗୁଳି...
ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।