ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।
ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।
ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।
ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ହାତୀ ବି ଯିବ ବସ୍ରେ, ସେଥିପାଇଁ ଗାଡ଼ି ଅଟକାଉଥିବା ଦେଖିବାକୁ ମିଳୁଛି ।
ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ହାତୀ ଚିନ୍ତା । କାରଣ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ ଧାନ ଅମଳ ସମୟରେ ଅରମ୍ଭ ହୋଇଗଲାଣି ହାତୀ ଉପଦ୍ରବ ।
ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।
ରାଜ୍ୟରେ ପ୍ରଥମ...ଏଣିକି ରେଲୱେ ଟ୍ରାକ୍ରେ ଆଉ ଯିବନି ହାତୀଙ୍କ ଜୀବନ । ଟ୍ରେନ୍ ଲାଇନ୍କୁ ଆସିବା ମାତ୍ରେ ହାତୀଙ୍କୁ ଲାଗିବ ବିଦ୍ୟୁତ୍ ଝଟକା..ହେଲେ ହେବନି କୌଣସି କ୍ଷତି। ଏମିତି ପଦକ୍ଷେପ ରାଜ୍ୟରେ ପ୍ରଥମ
ଗଛ ଉପରେ ବିରାଟ ମଂଚା ତିଆରି ହୋଇଥାଏ । ଆଉ ସେହି ମଂଚାରେ ମଶାରୀ ଭିତରେ ମଣିଷ ଶୋଇଥାଏ । କିଏ କିଏ ଟର୍ଚ୍ଚ ଓ ଠେଙ୍ଗା ଧରି ହେଇ ଗଲା ଗଲା ପାଟି ବି କରୁଥାନ୍ତି ।
ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।
ନରସିଂହପୁର ବାଇସିଙ୍ଗାରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ଚାଲିଛି ତଦନ୍ତ...
ନରସିଂହପୁର ଅଂଚଳରେ ଗୁଳିମାଡ଼ରେ ହାତୀ ଆହତ ଘଟଣା । ଜଙ୍ଗଲରେ ବୁଲୁଥିବା ଦନ୍ତା ଦେହରେ ବାଜିଛି ୫ଟି ଗୁଳି...
ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।
ଗଜ ଉଦ୍ଧାରଣର ନିଆରା ଦୃଶ୍ୟ...ଦେଖନ୍ତୁ ଭିଡ଼ିଓ...
ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍ପି ମିଳିତ ଭାବେ ତଦନ୍ତ କରିଛନ୍ତି ।
ଆଜି ରେମୁଣାଠାରୁ ନୀଳଗିରି ମିତ୍ରପୁର ଯାଏଁ ୧୦ କିଲୋମିଟର ରାଜରାସ୍ତାରେ ଚାଲି ଚାଲି ଗଲା ଏକ ଦନ୍ତା ।
ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।
ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।
ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।
ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।
୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।