"ଅନୁଗୋଳରେ ହାତୀ ଉପଦ୍ରବ ରୋକିବା ପାଇଁ ସରକାର ନେଇଛନ୍ତି ଅଭିନବ ପଦକ୍ଷେପ I ଅନୁଗୋଳ ବନଖଣ୍ଡକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍ "ଐରାବତ"। କଣ ଏହି ଐରାବତ ? କେମିତି କାମ କରେ ଦେଖନ୍ତୁ ଆମ ରିପୋର୍ଟ...Advertisment "