ELEPHAT-DAY-SAND-ART
ବେଳାଭୂମିରେ ୧୨ ଫୁଟର ହାତୀ। ବସସ୍ଥାନକୁ ସୁରକ୍ଷା ଯୋଗାଇ ଦେବାକୁ କରୁଛି ଗୁହାରି। ଆଜି ବିଶ୍ବ ହାତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳାରେ ୧୨ ଫୁଟର ହାତୀ କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)