• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deadbody Found

Youth body recovered from power channel in Burla
ହାତଗୋଡ଼ ବାନ୍ଧି ପାଣିକୁ ଫିଙ୍ଗି ଦେଲେ, ମୃତଦେହ ମିଳିବା ପରେ ଜଣାପଡ଼ିଲା...

ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।

3 Members Of A Family Found Dead In Bhubaneswar
ହୃଦୟବିଦାରକ ଘଟଣା: ଝୁଲି ପଡ଼ିଲେ ବାପା, ମା’; କୋଳରେ ୧୫ ମାସର ଛୁଆ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Deadbody Found Near Railway Track In Sambalpur
ରେଳ ଧାରଣାରେ ପଡ଼ିଛି ୨ ମୃତଦେହ, ଉଭୟ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ

ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଲ୍‌ୱେ ଟ୍ରାକ୍‌ ନିକଟରେ ପଡ଼ିଛି ଯୁବକ, ଯୁବତୀଙ୍କ ମୃତଦେହ। ଉଭୟଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Girls Body Found Hanging From Tree in Umerkote
ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ

ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୩ ଯୁବତୀଙ୍କ ମୃତଦେହ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ।

Body of man found in Berhampur
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

Half-Charred Dead Body recovered from forest in Mayurbhanj’s Karanjia
ଜଙ୍ଗଲରୁ ଦରପୋଡ଼ା ହାଡ଼ ମାଂସ ଉଦ୍ଧାର

ଜଙ୍ଗଲରୁ ଉଦ୍ଧାର ହେଲା ଦରପୋଡ଼ା ହାଡ଼ ମାଂସ । ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା ।

Youth Deadbody Found From River
ହୋଲି ଖେଳିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ...ନଦୀରୁ ମିଳିଲା ମୃତଦେହ

କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

Deadbody Found On Roadside
ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। ଯୁବତୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।  

Mo Bus conductor body found in well
କୂଅରୁ ମିଳିଲା ‘ମୋ ବସ୍‌’ କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁଲ୍‌ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ।

Two youth body found from pond
ନୂଆବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିଲେ, ପାଣି ଭିତରୁ ମିଳିଲା ମୃତଦେହ

ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍‌ନିକ୍‌ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

2-Year-Old Girl Spends Days With Mother's Body
‘ମୋ ମା’୨ ଦିନ ହେଲାଣି ଶୋଇଛି, ଡାକିଲାଠୁ ଶୁଣୁ ନାହାନ୍ତି’

ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ।

Constable Deadbody Found
ହତ୍ୟା ନା ଆତ୍ମହତ୍ୟା ? ଗଛରେ ଝୁଲୁଛି କନଷ୍ଟେବଲ୍‌ଙ୍କ ମୃତଦେହ

୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍‌ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

deadbody
ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।

Ex-Sarpanch Deadbody Recovered
ରାସ୍ତାକଡ଼ରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ

ରାସ୍ତାକଡ଼ରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ। କେମିତି ହେଲା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ? ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ?

Couple Found Dead
ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ

ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ।

Tension at Bansapani Railway Station
ପ୍ଲାଟଫର୍ମରୁ ମୃତଦେହ ମିଳିବା ପରେ ବାଂଶପାଣି ରେଲ୍‌ୱେ ଷ୍ଟେସନରେ ଲଙ୍କାକାଣ୍ଡ

‌ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍‌ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

Puri Sea Beach
ପିଙ୍କ୍‌ ହାଉସ୍‌ ବେଳାଭୂମିରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ।

Deadbody Found In Well
କାଲି ମିଳିଥିଲା ସ୍ତ୍ରୀ ଓ ୨ ଝିଅଙ୍କ ମୃତଦେହ, ଆଜି ମିଳିଲା ସ୍ୱାମୀର ମୃତଦେହ

ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Woman & Her Two Minor Daughters Found Dead
ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି।