୪୦୦ ଫୁଟ୍ ଗଭୀର ବୋର୍ୱେଲ୍ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ।
ଆଉ ମାତ୍ର ତିନି ଫୁଟ୍ର ଦୂରତା . . . ତନ୍ମୟ ନିକଟରେ ପହଞ୍ଚିବ ରେସ୍କ୍ୟୁ ଟିମ୍
ମାତ୍ର ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍ୱେଲ୍ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।
'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..