• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ai

s
‘ଏବେ ସମୟ ଆସିଛି AI ର ଅର୍ଥାତ୍‌- ଆମେରିକା ଓ ଇଣ୍ଡିଆ’

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛିି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’

AI
ଗୁଗୁଲ ଆଣିଲା AI ଦ୍ୱାରା ପ୍ରସ୍ତୁତ ସିକ୍ୟୁରିଟି ସିଷ୍ଟମ, IT କମ୍ପାନୀ ରହିବେ ଅଧିକ ସୁରକ୍ଷିତ...

ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

Warren Buffett
AIକୁ ପରମାଣୁ ବୋମା ସହ ତୁଳନା କଲେ ୱାରେନ୍ ବଫେ, କହିଲେ ଏହାର ପରିଣାମ . . .

ପରମାଣୁ ବୋମାର ଭୟାବହତା ସମ୍ପର୍କରେ ସମସ୍ତେ ଅବଗତ । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ମଧ୍ୟ ପରମାଣୁ ବୋମା ଠାରୁ କୌଣସି ଦିଗରେ କମ୍‌ ନୁହେଁ । ଏବେ ଏନେଇ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଚିନ୍ତା ପ୍ରକଟ କରିଛନ୍ତି ।

 fake voice calls
ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ଭଏସ୍ କଲ୍, ତା’ପରେ...

ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।

Sundar Pichai
Alକୁ ନେଇ ଚିନ୍ତାରେ ଗୁଗୁଲ୍‌ ସିଇଓ : କହିଲେ, ରାତିରେ ଶୋଇପାରୁନି

Alକୁ ନେଇ ଗୁଗୁଲ୍‌ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।

Bhagwan sriram
୨୧ ବର୍ଷରେ ଅବିକଳ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ ! AI ଜାରିକଲା ଫଟୋ

AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।