• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

photo-1
ଓଡ଼ିଶା ବାହାରେ ଓଡ଼ିଆ : ରାଜ୍ୟର ଉନ୍ନତି ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜସ୍ୱ ପ୍ରସ୍ତାବ ଦେଲେ କିଛି ଓଡ଼ିଆ ବନ୍ଧୁ

ଓଡ଼ିଶାରୁ ଯାଇ ଦେଶ ତଥା ବିଦେଶରେ ସଫଳତା ପାଇଛନ୍ତି ଅନେକ ଓଡ଼ିଆ। ନିଜର କର୍ମସଂସ୍ଥାନ ସହ ସେମାନେ ବି ନିଜ ଜନ୍ମମାଟି ଓଡ଼ିଶା ପାଇଁ ଚିନ୍ତା କରନ୍ତି। ପ୍ରବାସରେ ରହି ବି ନିଜ ରାଜ୍ୟର ବିକାଶ ପାଇଁ ଉଦ୍ୟମ କରନ୍ତି। ଅନେକ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜର ଖୁସି, ଆଶା ଓ ସମସ୍ୟାର କଥା  ଜଣାଇଥାନ୍ତି। ରାଜ୍ୟର ଉନ୍ନତି ପାଇଁ ନିଜସ୍ୱ ପ୍ରସ୍ତାବ ରଖିଥାନ୍ତି। ଏମିତି କିଛି ଗଞ୍ଜାମବାସୀ ମୁମ୍ବାଇରେ ଓ ଆଉ କିଛି […]

  • Friday, 16 July 2021
bridge collapse
ଭୁଶୁଡ଼ି ପଡ଼ିଲା ଓଭରବ୍ରିଜ୍‌

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ଫୁଟ୍‌ ଓଭରବ୍ରିଜ୍‌। ମୁମ୍ବାଇର ଅନ୍ଧେରି ଷ୍ଟେସନ୍‌ରେ ଆଜି ସକାଳୁ ଓଭରବ୍ରିଜର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏସ୍‌ଭି ରୋଡ଼୍‌ର ଏହି ଗୋଖେଲ ବ୍ରିଜ୍‌ ଅନ୍ଧେରି…

  • Friday, 02 July 2021
Capture
ଇମ୍ରାନଙ୍କ ପିଟିଆଇକୁ ସର୍ବାଧିକ ଆସନ, ପ୍ରଥମ ପତ୍ନୀ କହିଲେ ‘ମୋ ପୁଅର ବାପା ହେବେ ପ୍ରଧାନମନ୍ତ୍ରୀ’

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ନିର୍ବାଚନ ପରେ ଆଜି ଔପଚାରିକ ଭାବେ ଘୋଷିତ ହୋଇଛି ଫଳାଫଳ। ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ- ଏ- ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨…

  • Friday, 02 July 2021
result
ଆସନ୍ତାକାଲି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପଙ୍କ ଟ୍ୱିଟ୍ ଯୋଗେ ସୂଚନା। Results of CBSE Class 10 examinations for 2017-18 to be declared by 4 pm…

  • Friday, 02 July 2021
naveen-patnaik
ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ପବିତ୍ର ରଥଯାତ୍ରାରେ ତିନି ଠାକୁରଙ୍କୁ ମୋର ଭକ୍ତିପୁତ୍ତ ପ୍ରଣାମ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି। ଜୟ ଜଗନ୍ନାଥ। Warm wishes on occasion of holy #RathYatra. May…

  • Friday, 02 July 2021
EDgQWAGUcAEp34x
ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଭୁବନେଶ୍ୱର: ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ସର୍ବପୁରାତନ ପର୍ବର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ କରି ପରିଶ୍ରମୀ ଚାଷୀ ଭାଇଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାମନ୍ତ୍ରୀ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ…

  • Friday, 02 July 2021