Advertisment

Couple’s 19:34 Private Clip Leaks Online: ଦମ୍ପତିଙ୍କ ୧୯ ମିନିଟ ୩୪ ସେକେଣ୍ଡର ପ୍ରାଇଭେଟ ଭିଡିଓ ଭାଇରାଲ୍, ଯୁବତୀ ଆଗକୁ ଆସି କହିଲେ, ସେ ମୁଁ ନୁହେଁ

ଇନଷ୍ଟାଗ୍ରାମରେ ଦମ୍ପତିଙ୍କ ପ୍ରାଇଭେଟ ଭିଡିଓ ଲିକ୍ ହୋଇଛି । ଇନଷ୍ଟାଗ୍ରାମରେ ଏହା ଏବେ ଟ୍ରେଣ୍ଡ କରୁଛି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୧୯ ମିନିଟ୍ ୩୪ ସେକେଣ୍ଡର ଏହି ପ୍ରାଇଭେଟ୍ MMS ଇଣ୍ଟରନେଟ ୟୁଜର୍ସଙ୍କ ଧ୍ୟାନ ଆକର୍ଷିତ କରି ବିଭିନ୍ନ ପ୍ଲାଟଫର୍ମରେ ଛାଇ ଯାଇଛି।

author-image
Tapan Swain
Viral Video

Viral Video Photograph: (OTV)

ଇନଷ୍ଟାଗ୍ରାମରେ ଦମ୍ପତିଙ୍କ ପ୍ରାଇଭେଟ ଭିଡିଓ ଲିକ୍ ହୋଇଛି । ଇନଷ୍ଟାଗ୍ରାମରେ ଏହା ଏବେ ଟ୍ରେଣ୍ଡ କରୁଛି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୧୯ ମିନିଟ୍ ୩୪ ସେକେଣ୍ଡର ଏହି ପ୍ରାଇଭେଟ୍ MMS ଇଣ୍ଟରନେଟ ୟୁଜର୍ସଙ୍କ ଧ୍ୟାନ ଆକର୍ଷିତ କରି ବିଭିନ୍ନ ପ୍ଲାଟଫର୍ମରେ ଛାଇ ଯାଇଛି।

Advertisment

ପ୍ରଥମ ଭିଡିଓଟି ଭାଇରାଲ୍ ହେବା ପରେ ସେହି ଦମ୍ପତିଙ୍କ ଅନ୍ୟାନ୍ୟ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହା ମଧ୍ୟରେ ନେଟିଜେନ୍ମାନେ ମଜାଦାର ମିମ୍ ପୋଷ୍ଟ କରୁଛନ୍ତି ଏବଂ ସବୁଠୁ ବେଶି ଲୋକ ସେମାନଙ୍କର Instagram ID ଖୋଜୁଛନ୍ତି।

ଏହା ମଧ୍ୟରେ ଗୋଟିଏ ଝିଅଙ୍କୁ ଭୁଲରେ ଭାଇରାଲ୍ ଭିଡିଓ ସହ ସମ୍ପର୍କିତ କରାଯାଇଛି । ଫଳରେ ସେମାନଙ୍କର କମେଣ୍ଟ୍ ସେକ୍ସନ୍ ମେସେଜ୍ ଏବଂ ଅନ୍ଦାଜରେ ଭରିଯାଇଛି। ନିର୍ଦ୍ଦୋଷ Influencer ‘sweet_zannat_12374’ ପରେ ମଜାଦାର ଭାବରେ ଏହାର ପ୍ରତିକ୍ରିୟା ଦେଇଥିଲେ ଏବଂ ସେହି ଭିଡିଓଟି ପୁଣି ଭାଇରାଲ୍ ହୋଇ 16 ମିଲିଅନ୍ ଭ୍ୟୁଜ୍ କରିଛି।

Advertisment

ଭଲଭାବରେ ମୋତେ ଦେଖ, ତାକୁ ଦେଖ

ଲାଲ୍ କୁର୍ତ୍ତା ଏବଂ ସବୁଜ ଦୁପଟ୍ଟା ପିନ୍ଧି ଅଳ୍ପ ଅଳ୍ପ ହସରେ ସେ କହିଲେ—

"ହେଲୋ ଗାଇଜ୍, ପ୍ରଥମେ ଭଲଭାବରେ ମୋତେ ଦେଖ, ଏବେ ତାକୁ ଦେଖ,"—ଏବଂ ସେ ଭିଡିଓର ଅସଲ ଝିଅଙ୍କ ଆଡକୁ ଆଙ୍ଗୁଠି ଦେଖାଇଲେ।

ପରେ ସେ କହିଲେ—
"କେଉଁଠିରୁ ଆମେ ଦୁଇଜଣେ ସମାନ ଲାଗୁଛୁ? କମେଣ୍ଟ୍ରେ କହନ୍ତୁ। ନା ତ? ତାହେଲେ ମୋ କମେଣ୍ଟ୍ରେ ଆସି ‘19 ମିନିଟ୍’ କାହିଁକି ଲେଖୁଛ? ଅନ୍ୟ ଜଣଙ୍କ କାଣ୍ଡ ମୋ ପାଖକୁ ଆଣି କାହିଁକି ଥୋପିଦେଉଛ। କାରଣ ଯାହା ବି ହେଉ ।"

ଶେଷରେ ସେ ମଜାକରେ କହିଲେ—
"ଆଉ ଏକଥା, ସେ ଝିଅ ଇଂରାଜୀ କହେ, ମୁଁ ତ 12th ପର୍ଯ୍ୟନ୍ତ ମଧ୍ୟ ପଢିନି। ମୋତେ ଫ୍ରିରେ ଭାଇରାଲ୍ କରୁଛ। ଠିକ୍ ଅଛି କର ନା, ମୋର ତ followers ମଧ୍ୟ ବଢ଼ୁଛନ୍ତି, views ମଧ୍ୟ ଆସୁଛି। Okay, bye."

ଏହି କନଫ୍ୟୁଜନ ଦୂର କରିଥିବାରୁ ଇନଷ୍ଟାଗ୍ରାମ ୟୁଜର୍ସ ତାଙ୍କ ସରଳତାକୁ ପସନ୍ଦ କରୁଛନ୍ତି । ସିଧାସିଧା ହାଲକା ଭାବେ କହିଥିବାରୁ ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ସେ ଯାହା ବି ହେଉ, ଏହି ଯୁବ ଦମ୍ପତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏ ସଂପର୍କରେ କାହାରି ପ୍ରତିକ୍ରିୟା ମିଳିପାରିନାହିଁ । 

Social Media Viral Video
Advertisment
Related Articles
Advertisment