• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 26 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 2 weeks ago

OSSSC Examination Controversy: ଆରଆଇ, ଅମିନ ପରୀକ୍ଷାକୁ ନେଇ ବିବାଦୀୟ OSSSC ପାଇଁ ନୂଆ ଚ୍ୟାଲେଞ୍ଜ

RI, ARI, ଅମିନ ପରୀକ୍ଷା ପାଇଁ ବିବାଦୀୟ ହୋଇପଡ଼ିଥିବା OSSSC ପାଇଁ ଏବେ ନୂଆ ଚାଲେଞ୍ଜ । ଗ୍ରେଡ୍-ସି ପଦବି ଲାଗି ୩ ହଜାର ପଦବୀ ପାଇଁ ପ୍ରିଲିମ୍‌ରେ ପାସ୍ କରିଛନ୍ତି ପ୍ରାୟ ୩ ଲକ୍ଷ ପିଲା । ହେଲେ ପରୀକ୍ଷାର ସ୍ବଚ୍ଛତା ନେଇ ବିବାଦ ଘରରେ ଥିବା OSSSC କେମିତି ଏତେ ସଂଖ୍ୟକ ପିଲାଙ୍କ ପାଇଁ ମେନ୍ ପରୀକ୍ଷା କରିବ ତାକୁ ନେଇ ଉଠିଛି ପ୍ରଶ୍ନ । More
  • Namita Biswal
  • 2 weeks ago

Coconut Tree Accident: ଏମିତି ବି ଆସେ ମୃତ୍ୟୁ ! ରାମଲୀଳା ଦେଖୁଥିଲେ, ନଡ଼ିଆ ଗଛ ପଡି ଚାଲିଗଲା ଜୀବନ

ରାମଳୀଲା ଦେଖୁଥିବା ବେଳେ ନଡ଼ିଆ ଗଛ ପଡ଼ି ଚାଲିଗଲା ଜଣଙ୍କ ଜୀବନ । ୪ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ ଘଟିଛି ଏହି ଅଘଟଣ । More
  • Namita Biswal
  • 2 weeks ago

Rain Forecast In Odisha: ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ ଦିନ ଯାଏଁ ବର୍ଷା !

ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । More
  • Deepak Acharya
  • 2 weeks ago

Panchang Today 26th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର। ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ। ତିଥି- ୧୩ଶୀ ଦିବା ୦୮.୨୭ ଗତେ ୧୪ଶୀ।ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର।  ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। More
  • Saroj Kumar Jena
  • 2 weeks ago

Naba Das Murder Investigation: ନବ ଦାସ ହତ୍ୟା ରହସ୍ୟ ଭେଦିବାକୁ ତନାଘନା, ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି। More
  • Deviprasad Jena
  • 2 weeks ago

Similipal National Park Expansion: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା

୪୫ ବର୍ଷ ପରେ ଜାତୀୟ ଉଦ୍ୟାନ ପାଲଟିଥିବା ଶିମିଳିପାଳ ଖୁସିକୁ ଦ୍ବିଗୁଣିତ କରିଛି ମହାବଳ ବଂଶର ଦ୍ରୁତି ଅଭିବୃଦ୍ଧି । ବର୍ଷକ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ୪୦ ଛୁଇଁଛି । ଏମିତିକି ଆଗାମୀ ୧୦-୧୨ ବର୍ଷରେ ଏ ଜାତୀୟ ଉଦ୍ୟାନର ମହାବଳ ବଂଶକୁ ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । More
  • Otv Khabar Bureau
  • 2 weeks ago

Fake News India-Pakistan: ବଡ଼ ଚ୍ୟାନେଲ୍‌ରେ ମିଛ ଖବର; ଏଭଳି ସମ୍ବେଦନଶୀଳ ସମୟରେ କେତେ ଠିକ୍‌ ? 

ଏଭଳି ସମ୍ବେଦନଶୀଳ ସମୟରେ ମିସାଇଲ ଛାଡିଲା ଭାରତ କହି ଲୋକଙ୍କୁ ଭୁଆଁ ବୁଲାଇ ମିଛ ଥମ୍ବନେଲ କରିଛି ଏକ ବଡ଼ ଚ୍ୟାନେଲ୍‌ । More
  • Deviprasad Jena
  • 2 weeks ago

Similipal National Park Expansion: ଶିମିଳିପାଳରେ ବଢୁଛି ମହାବଳ ସଂଖ୍ୟା, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

୪୫ ବର୍ଷ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ପାଇଛି ଜାତୀୟ ଉଦ୍ୟାନ ମାନ୍ୟତା । ଏହା ଦ୍ୱାରା କେନ୍ଦ୍ରରୁ ସ୍ବତନ୍ତ୍ର ବଜେଟ ମିଳିବ । ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ। More
  • Deviprasad Jena
  • 2 weeks ago

Miraculous Surgery in Brahmapur: ଆଶ୍ଚର୍ଯ୍ୟ ଓ ବିରଳ, ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌ ବୁଲୁଥିଲା ଛୁରୀ

ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌ ବୁଲୁଥିଲା ଛୁରୀ । କାଶରୁ ରକ୍ତ ପଡ଼ିବା ପରେ ଡାକ୍ତର କରିଛନ୍ତି ସଫଳ ଅସ୍ତ୍ରୋପଚାର । More