• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 05 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 1 month ago

Pandian is actual vilian: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ

ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି। More
  • Saroj Kumar Jena
  • 1 month ago

Sasmit Patra Scapegoat: ସସ୍ମିତଙ୍କୁ ବଳିବୋଦା ସଜାଉଛି ବିଜେଡି, ସୁପ୍ରିମୋଙ୍କୁ ପ୍ରତାପ-ପ୍ରଫୁଲ୍ଲଙ୍କ ଚିଠି

ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ? କାହିଁକିନା ୱକ୍ଫ ବିଲକୁ ନେଇ ରାଜ୍ୟସଭାରେ ଫାଳ ଫାଳ ହୋଇଯାଇଥିବା ବିଜେଡି ଏପର୍ଯ୍ୟନ୍ତ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିନି। ତା ସତ୍ତ୍ବେ, ଜଣଙ୍କ ପରେ ଜଣେ ନେତା ସସ୍ମିତଙ୍କୁ ଘଟଣା ପାଇଁ ଭିଲିଆନ୍ ସଜେଇ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ନେଇ ସୃଷ୍ଟି ହୋଇଛି ଏଭଳି ସନ୍ଦେହ। More
  • Saroj Kumar Jena
  • 1 month ago

VK Pandian: ବିଜେଡିରେ ତୀବ୍ର ପାଣ୍ଡିଆନ୍ ବିରୋଧୀ ସ୍ବର, ନବୀନଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ବିଜେଡିରେ ବଢୁଛି ପାଣ୍ଡିଆନ୍ ବିରୋଧୀ ସ୍ବର। ଧୈର୍ଯ୍ୟର ବାଡ ଭାଙ୍ଗିଲା। ହଟାଇବା ପ୍ରଚେଷ୍ଟା ଆରମ୍ଭ ହେଲା। ଯୁବଠୁ ବରିଷ୍ଠ ଏବେ ପାଣ୍ଡିଆନଙ୍କୁ ବିଦା କରିବାକୁ ଆରମ୍ଭ କଲେଣି ମିଶନ। ରାଜ୍ୟ ସଭାରେ ସସ୍ମିତ ପାତ୍ରଙ୍କ ୱକ୍ଫ ବିଲ୍ ଆଭିମୁଖ୍ୟ ପରେ ବିଜେଡି ଫାଳ ଫାଳ! ସସ୍ମିତ ଯେ ବଲି କା ବକ୍ରା ତାହା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାରୁ ସ୍ପଷ୍ଟ। More
  • Deepak Acharya
  • 1 month ago

Panchang Today 5th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୧.୨୬ ଗତେ କର୍କଟ।ତିଥି- ୮ମୀ ସନ୍ଧ୍ୟା ୦୭.୨୬ ଗତେ ୯ମୀଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୧.୨୬ ପର୍ଯ୍ୟନ୍ତ। More
  • Deviprasad Jena
  • 1 month ago

Road Connectivity Problem: ଓଡ଼ିଶା ଗାଁରେ ପହଞ୍ଚିବାକୁ ଆନ୍ଧ୍ର ରାସ୍ତା ଭରସା; କେବେ ଦୂରହେବ ଉପାନ୍ତବାସୀଙ୍କ ଦୁଃଖ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର 'ଯନ୍ତ୍ରୀ' ପଞ୍ଚାୟତ । ବଣ ପାହାଡ ଘେରା ଏହି ଅପହଞ୍ଚ ଜାଗାରେ ପହଞ୍ଚିବା କାଠିକର ପାଠ । ଗାଁ ଓଡ଼ିଶାରେ, ହେଲେ ବିନା ଆନ୍ଧ୍ରରେ ବାଟ ନାହିଁ । More
  • Deviprasad Jena
  • 1 month ago

BJD Strategy: କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ;'ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍ କରିଛନ୍ତି ମାନସପୁତ୍ର'

ପ୍ରଥମଥର ପାଇଁ ବିଜେଡି ବିବାକୁନୁମୋଦିତ ଭୋଟ୍‌ର ଘଳିଆକୁ ଖୋଲା ରଖି ବିଜେପିକୁ ସମର୍ଥଦେବା ଘଟଣାକୁ ନେଇ ତେଜିଛି ରାଜନୀତି । ପିସିସି ସଭାପତି ଭକ୍ତଦାସ ସିଧାସଳଖ କହିଛନ୍ତି, ଏହା ପଛରେ ରହିଛି ବଡ଼ ଡିଲ୍ । More
  • Santosh Kumar Sahoo
  • 1 month ago

Manmohan Samal: ରାଜା ଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବିଜେପି ନେତା, ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚ୍ୟାଲେଞ୍ଜ୍

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି । More
  • Deviprasad Jena
  • 1 month ago

Jatra Controversy: ବଢ଼ିଲା ଯାତ୍ରା କଳି; ମୁହାଁମୁହିଁ ହେଲେ ମାଲିକ ଏବଂ ଅଭିନେତା

ବର୍ଷକ ପାଇଁ କୌଣସି ମଞ୍ଚରେ ନରି ପଣ୍ଡାଙ୍କୁ ଅଭିନୟର ସୁଯୋଗ ଦିଆଯିବ ନାହିଁ ବୋଲି ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଏକ ହୋଟେଲରେ ୧୩ଟି ଯାତ୍ରା ମାଲିକଙ୍କୁ ନେଇ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକରେ ମିଳିତ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ସତ୍ୟ ସାମ୍ନାକୁ ନଆସିବା ଯାଏଁ ମୁହଁରେ ପାଉଡ଼ର ଲଗାଇବେନି କହିଛନ୍ତି ନରି ପଣ୍ଡା । More
  • Santosh Kumar Sahoo
  • 1 month ago

Poetry Collection: ସଂଗ୍ରାମ ମହାରଣାଙ୍କର 'ଋତୁପର୍ଣ୍ଣା'ର ଶୁଭ ଉନ୍ମୋଚନ

ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀଠାରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି l More