• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 days ago

Odisha Assembly: ବିଧାନସଭା ଆଗରେ କଂଗ୍ରେସର ହାଇଡ୍ରାମା, ବରିଷ୍ଠ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ

କଂଗ୍ରେସର ଏହି ୫ ବରିଷ୍ଠ ନେତା ବିଧାନସଭା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲେ। ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ କଂଗ୍ରେସ ନେତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । More
  • Saroj Kumar Jena
  • 3 days ago

sygerian delivery: ରାଜ୍ୟରେ ବୃଦ୍ଧି ପାଉଛି ସିଜରିଆନ ପ୍ରସବ

ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍। ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି। ରାଜ୍ୟରେ ସରକାରୀ ହସପିଟାଲ୍ ତୁଳନାରେ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଘରୋଇ ହସପିଟାଲରେ ୮୧ ପ୍ରତିଶତରୁ ଅଧିକ ଡେଲିଭରି ଅସ୍ତ୍ରୋପଚାରଜନିତ। More
  • Santosh Kumar Sahoo
  • 3 days ago

Congress MLAs Suspended: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

ବିଧାନସଭାରେ ରୀତିମତ ବିଶୃଙ୍ଖଳା ପାଇଁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ଟି କାର୍ଯ୍ୟ ଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତିଙ୍କ କଟକଣା । More
  • Tapaswini Nayak
  • 3 days ago

Road Accident: ପିଚୁ ଗାଡ଼ି ଉପରେ ମାଡ଼ିଗଲା ହାଇୱା; ୩ ମୃତ

ଗତକାଲି ବିଳମ୍ବିତ ରାତିରେ ରେକୁଳା ଗାଁ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଏକ ହାଇୱା ଆସି ପିଚୁ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିଲେ। ପ୍ରଥମେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। More
  • Tapaswini Nayak
  • 3 days ago

Mahasnan: ପାଳିଆ ସେବକଙ୍କୁ ଛୁଇଁ ଦେଲେ ସେବାୟତ; ହେଲା ମହାସ୍ନାନ

ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଛି। ପାଣିରେ ଧୋଇବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ୱଭାବିକ୍ ହେବ। More
  • Tapaswini Nayak
  • 3 days ago

Weather Update: ଆଜିଠୁ ବଢିବ ତାପମାତ୍ରା, ଉପରମୁହାଁ ହେବ ପାରଦ

ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା। ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡ ରଚିଥିଲା More
  • Santosh Kumar Sahoo
  • 4 days ago

High Court: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୦ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରସୂତି । ପରଦିନ ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପରିବାର ଲୋକ ନବଜାତର ଫଟୋ ବି ଉଠାଇଥିଲେ । More
  • Namita Biswal
  • 4 days ago

Action aganst Corrupt Officials: ଦୁର୍ନୀତିଖୋର୍‌ଙ୍କୁ ସରକାରୀ ଛାଟ, ୫ ବର୍ଷରେ ୧୫୯ ବାବୁ ବିଦା

ଦୁର୍ନୀତି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ବାବୁ । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More
  • Namita Biswal
  • 4 days ago

Public Toilets Defunct: କଟକରେ ପବ୍ଲିକ୍ ଟଏଲେଟ୍‌ରେ ତାଲା, ଅପଦସ୍ତ ଲୋକେ

କଟକରେ ପବ୍ଲିକ୍ ଟଏଲେଟ୍‌ରେ ଝୁଲୁଛି ତାଲା । ୭ ମାସ ତଳୁ ସରିଲାଣି ନିର୍ମାଣ, ହେଲେ ଏବେ ବି ହୋଇପାରୁନି କାର୍ଯ୍ୟକ୍ଷମ । ସବୁ ସୁବିଧା ଥାଇ ବି ଲୋକମାନେ ଉପକୃତ ହେଉନଥିବାରୁ ବଢିଛି ଅସନ୍ତୋଷ । More
  • Sujit kumar Swain
  • 4 days ago

Consuming Anganwadi Chhatua: ବିଷ ପାଲଟିଲା ଛତୁଆ ନା ପାରିବାରିକ ବିବାଦରୁ ଅଘଟଣ ? ଲାଗିରହିଛି ରହସ୍ୟ...

ନିଷ୍ପାପ ଶିଶୁକନ୍ୟା ଦୁଇଟି। ଜାଣିନଥିଲେ ଦୁନିଆ କ’ଣ। ଜୀବନକୁ ଜାଣିବା ଆଗରୁ ମରଣ ତାଙ୍କୁ କୋଳେଇ ନେଲା। ମା’ କାନ୍ଦୁଛି ଛାତିଫଟାଇ, ଭାଙ୍ଗିଯାଉଛି ବାପର ଧୈର୍ଯ୍ୟ।  More
  • Sujit kumar Swain
  • 4 days ago

Fake DSP Nabbed in Bhubaneswar: ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍; ଚାକିରି ନାଁରେ ଲଗାଉଥିଲେ ଚୁନ...

ନକଲି ହୋଇ ଅସଲିଙ୍କୁ ଦେଖାଉଥିଲେ ହାକିମାତି । ଚେକିଂ ବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । ଜବତ ହେଲା ବିଡ଼ା ବିଡ଼ା ଜାଲ୍ ନୋଟ୍ । ଖାଲି ଜାଲ୍ ନୋଟ୍ କାହିଁକି, ଜାଲି ଡକ୍ୟୁମେଣ୍ଟ, ଫେକ୍ ଆଇ କାର୍ଡ, ଫେକ୍ ପ୍ରମୋସନ ଲେଟର ଏବଂ ନକଲି ଖାକି ଡ୍ରେସ୍ ବି ଜବତ ହୋଇଛି ଦୁଇ ଅଭିଯୁକ୍ତଙ୍କଠାରୁ।  More