• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 06 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 2 weeks ago

Cracker Explosion: ପୁଣି ବାଣ ଅଘଟଣ, ଦୁଇ ଶିଶୁଙ୍କ ସହ ୫ ଗୁରୁତର

ପୁଣି ବାଣ ଟ୍ରାଜେଡି। ଯାଜପୁର ଜାଲପୁରରେ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ଯାହାଙ୍କ ମଧ୍ୟରେ ଅଛନ୍ତି ଆହତ ବ୍ୟବସାୟୀଙ୍କ ସହ ଜଣେ ପଡ଼ୋଶୀଙ୍କର ଦୁଇ ନବଜାତ ଶିଶୁ। ଯାଜପୁର ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି। More
  • Santosh Kumar Sahoo
  • 2 weeks ago

Odisha High Court: ଜଷ୍ଟିସ୍ ହରିଶ ଟଣ୍ଡନ ହାଇକୋର୍ଟ ମୁଖ୍ୟ ବିଚାରପତି

ସୂଚନା ଅନୁସାରେ ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା । More
  • Deviprasad Jena
  • 2 weeks ago

Matric Exam Ends: ଭାଇରାଲ୍ ରୋକିବାରେ ସଫଳ, କିନ୍ତୁ ରୋକିପାରିଲେନି ପ୍ରଶ୍ନପତ୍ର ବିଭ୍ରାଟ

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି । More
  • Santosh Kumar Sahoo
  • 2 weeks ago

Fire Breaks Out: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ । More
  • Santosh Kumar Sahoo
  • 2 weeks ago

Vigilance Raid: ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ, ୪ ବହୁତଳ କୋଠା ସହ ୧୧ ଦାମୀ ପ୍ଲଟ୍ ଠାବ

ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ । More
  • Santosh Kumar Sahoo
  • 2 weeks ago

Dog Menace in Balasore: ବାଲେଶ୍ବର ସହରରେ ବୁଲା କୁକୁର ଆତଙ୍କ, କୁକୁର ପାଇଁ ନିଇତି ଘଟୁଛି ଦୁର୍ଘଟଣା

ରାସ୍ତାଘାଟ, ପଡିଆ, ଦୋକାନ ବଜାର ଯୁଆଡେ ଦେଖିବେ ମାଳମାଳ କୁକୁର । ହଠାତ୍ ସାମ୍ନାକୁ ଚାଲି ଆସୁଛନ୍ତି, ଫଳରେ ଗାଡ଼ିରେ ଯାଉଥିବା ଲୋକଟିଏ ଭାରସାମ୍ୟ ହରାଇ ପଡ଼ି ଆହତ ହେଉଛି । More
  • Dilip Sabat
  • 2 weeks ago

Odisha Politics: ନିର୍ବାଚନରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କାହିଁକି କମୁନି ମହିଳା ବିରୋଧୀ ହିଂସା 

ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ ।  More
  • Tapaswini Nayak
  • 3 weeks ago

subhadra yojana: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା।

ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି More
  • Deepak Acharya
  • 3 weeks ago

Panchang Today 6th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୭ମୀ ଦିବା ୧୦.୫୧ ଗତେ ୮ମୀ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର।ପୁଷ୍କର ଦୋଷ- ୧ ପାଦ। More
  • Saroj Kumar Jena
  • 3 weeks ago

Nri Quota Scam: କିମ୍ସ, ହାଇଟେକ୍ ଓ ସମରେ EDର ମାରାଥନ୍ ରେଡ୍, ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍

କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି। More
  • Saroj Kumar Jena
  • 3 weeks ago

Subhadra Yojana: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ, ଆଉ ଦିନକ ପରେ ୮ ତାରିଖରେ ମିଳିବ ଦ୍ବିତୀୟ କିସ୍ତି। ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି। More
  • Sujit kumar Swain
  • 3 weeks ago

Naveen Patnaik Target BJP: ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’

ବିଜୁ ଜୟନ୍ତୀରେ ମୁହଁ ଖୋଲିଲେ ନବୀନ। ଶଙ୍ଖ ଭବନରେ ବିଜେପି ସରକାର ଉପରେ ବର୍ଷିଲେ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ କଲେ କଡା ସମାଲୋଚନା। More
  • Sujit kumar Swain
  • 3 weeks ago

Tragedy Strikes During OSSC Physical Test: ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ; ପ୍ରଚଣ୍ଡ ଖରା ତାତିରେ କେମିତି ହେଉଥିଲା ଏତେ କଷ୍ଟସାଧ୍ୟ ପରୀକ୍ଷା ?

ଆଖି ସାମ୍ନାରେ ପଡିଛି ପୁଅର ଡେଡବଡି। ନା ଦେଖିହେଉଛି ନା କୋହ ସମ୍ଭାଳି ହେଉଛି। ଭେଣ୍ଡିଆ ପୁଅକୁ ହରାଇ ହସପିଟାଲରେ ଛଟପଟ ହେଉଛି ବାପା।  More
  • Sujit kumar Swain
  • 3 weeks ago

EOW Raid: ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ: ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା...

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଘୋଟାଲାର ଚେର ଖୋଜୁଥିବା କ୍ରାଇମବ୍ରଞ୍ଚ୍ EOW ଆଜି ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି ତାଲିକା ଦେଖି ତାଜୁବ୍ ହୋଇଛି। More