• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 1 month ago

Subhadra Yojana New Update: ସୁଭଦ୍ରାର ଯୋଜନାର ଆସିବ ୩ଟି ନୂଆ ରୂପ, ମହିଳାଙ୍କ ପାଇଁ ତିନିଗୁଣା ଖୁସି..

ସୁଭଦ୍ରାର ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା । More
  • Manoranjan Sial
  • 1 month ago

Barabati Fire Safety Matter: ପ୍ରତିଶ୍ରୁତି ଦେଲେ ସରକାର, ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି। More
  • Manoranjan Sial
  • 1 month ago

Lord Jagannath Land Scam: ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି

ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍‌ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। More
  • Santosh Kumar Sahoo
  • 1 month ago

Utkarsh Odisha Conclave: ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା, ସ୍ବାକ୍ଷର ହେଲା ୧୪୫ MOU

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା । More
  • Manoranjan Sial
  • 1 month ago

Tea In Paper Cup: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ!

‘ପେପର କପ୍‌ ତିଆରେ ବ୍ୟବହାର ହେଉଛି ପଲି ଏଥିଲିନ୍‌ ପରି ବିଭିନ୍ନ ରାସାୟନିକ ପଦାର୍ଥ। ସେଥିରେ ପଲି ଏଥିଲିନ୍‌ ସହ ମାଇକ୍ରୋ ପ୍ଲାଷ୍ଟିକ୍‌ କିମ୍ୱ ବାୟୋଫିନଲ୍‌-ଏ ପ୍ରମୁଖ ମିଶିଛି। ଏ ଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। କର୍କଟ ରୋଗ ସୃଷ୍ଟି କରିଥାଏ।’ More
  • Sujit kumar Swain
  • 1 month ago

Berhampur Municipal Corporation Meeting: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ । More
  • Prasan Subudhi
  • 1 month ago

Tiger Cub on Road: ପର୍ଯ୍ୟଟକଙ୍କ ଗାଡ଼ି ଆଗକୁ ଆସି ରାସ୍ତା ଅବରୋଧ କଲେ କଳା ବାଘଛୁଆ

ନିକଟରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଲଗାଯିବା , ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ଵତନ୍ତ୍ର ଏନଫୋ୍ର୍ସମେଣ୍ଟ ଟିମ୍ ଯେପରି ପୋଲିସ ଓ ବନ କର୍ମଚାରୀ ମିଳିତଭାବେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ଏବଂ ଏହା ସହ ଶିମିଳିପାଳ ରେ ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଗଠନ କରାଯାଇଅଛି । More
  • Sonali Ojha
  • 1 month ago

Panchang Today 29th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୯  ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର ।  ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ।  ଘାତବାର- କର୍କଟ ରାଶିର ।  ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୯ ପର୍ଯ୍ୟନ୍ତ । More
  • Manoranjan Sial
  • 1 month ago

Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଈସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍। More
  • Manoranjan Sial
  • 1 month ago

Ganjam Kidnap Case: କାହିଁକି କରିଥିଲେ ଅପହରଣ? କ’ଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ?

ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି। More
  • Sujit kumar Swain
  • 1 month ago

Road Project: ହଟିପାରୁନି ଜବରଦଖଲ; ୪ଶହ ମିଟର ରାସ୍ତାକୁ ଲାଗିଲାଣି ବର୍ଷ ବର୍ଷ...

ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ !  More
  • Sujit kumar Swain
  • 1 month ago

Stray Dogs: ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା; ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ...

ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି।  More
  • Manoranjan Sial
  • 1 month ago

Drone Spotted Srimandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ୨୫ ମିନିଟ୍‌ ଧରି ଉଡିଲା ଡ୍ରୋନ୍‌!

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା। More