• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 12 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 1 month ago

CM At Dhanu Yatra:ଧନୁ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। More
  • Sonali Ojha
  • 1 month ago

Firing At Gahirmatha: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ । More
  • Sonali Ojha
  • 1 month ago

Anganwadi centers: ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର; ଯେନତେନ ପ୍ରକାରେ ହେଉଛି ପାଠପଢା

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ। More
  • Sujit kumar Swain
  • 1 month ago

Naba Das Murder Case: ଖୋଲିବ ନବଙ୍କ ମୃତ୍ୟୁର ପେଡ଼ି: ନୂଆ ସରକାର କରିବେ CBI ତଦନ୍ତ !

ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ ।  More
  • Sujit kumar Swain
  • 1 month ago

Sahadev Murder Case: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l  More
  • Sujit kumar Swain
  • 1 month ago

Deepali Das Criticizes BJP: ବାପାଙ୍କ କଥା କହି ଫସିଲେ ଦୀପାଳି ! ଘେରିଲାଣି ବିଜେପି...

ନୂଆ ସରକାରକୁ ଟାର୍ଗେଟ୍‌ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ ।  More
  • Pallipuspa Samal
  • 1 month ago

Panchang Today 12th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sujit kumar Swain
  • 1 month ago

Coastal Villages: ସମୁଦ୍ର ଆଁରେ ଗାଁ; ବିପନ୍ନ ଜୀବିକା-ଜୀବନ, ଚେଇଁ ଶୋଇଛି ପ୍ରଶାସନ...

ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର। More
  • Sujit kumar Swain
  • 1 month ago

Paddy Procurement: ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା; ବୁଝାମଣା ନାଁରେ ଚାଲିଛି ୪ରୁ ୫କେଜି ଧାନ କଟନି ଛଟନି

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ।  More
  • Sonali Ojha
  • 1 month ago

Hansita-Anil Case: ଟେରା କରୁଛି ଠକ ଯୋଡ଼ିଙ୍କ ଅଚଳାଚଳ ସଂପତ୍ତି; ଖୋଲିବ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍

ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି। More
  • Sonali Ojha
  • 1 month ago

Pravasi Bharatiya Divas 2025: ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି; ଆଗକୁ ହେବ ପ୍ରବାସୀ ଓଡ଼ିଆ ସମ୍ମିଳନୀ !

ଗତ ୩ ଦିନରେ ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି ପ୍ରବାସୀ। ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ବି କରିଛନ୍ତି। ଏମିତି କି ଆଗକୁ ପୁଣି ଥରେ ଓଡ଼ିଶା ଆସିବାକୁ ଆଶା ରଖିଛନ୍ତି। ତେଣୁ ଏହା ସ୍ପଷ୍ଟ, ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟଙ୍କ ଭିଡ଼ ଓଡ଼ିଶାରେ ବଢିବ। More
  • Sonali Ojha
  • 1 month ago

Subhadra Yojana: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । More