/odishatv-khabar/media/post_attachments/uploadimage/library/16_9/16_9_0/Panchang_1736651547.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର,ତିଥି- ୧୩ଶୀ ପ୍ରାତଃ ୦୬.୩୪ ଗତେ ୧୪ଶୀ ନିଶାନ୍ତ ୦୫.୦୩ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ– ୦୭.୧୧ ରୁ ୦୯.୨୨
ଦିବା- ୦୧.୧୬ ରୁ ୦୩.୧୧
ଦିବା- ୦୩.୫୫ ରୁ ୦୪.୦୦
ରାତ୍ରି- ୦୭.୫୯ ରୁ ୦୯.୪୪
ରାତ୍ରି- ୧୨.୨୧ ରୁ ୦୧.୩୩
ରାତ୍ରି- ୦୩.୧୧ ରୁ ୦୬.୨୭
ଅଶୁଭସମୟ:
ରାହୁକାଳ- ଦିବା ୦୪.୦୦ ରୁ ୦୫.୨୨
କାଳବେଳା- ଦିବା ୧୧.୫୫ ରୁ ୦୧.୧୬
ବାରବେଳା- ଦିବା ୧୦.୩୩ ରୁ ୧୧.୫୫
କାଳରାତ୍ରି- ରାତ୍ରି ୦୧.୩୩ ରୁ ୦୩.୧୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)