• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

Tigress Zeenat: ବାଘୁଣୀ ‘ଜୀନତ୍’କୁ ନେଇ ରାଜନୀତି କରୁଛି ପଶ୍ଚିମବଙ୍ଗ; ଟ୍ରାଙ୍କୁଲାଇଜ୍ ହେବା ୩ ଦିନ ପରେ ବି ଛାଡ଼ୁନି....

ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି। More
  • Sujit kumar Swain
  • 3 months ago

Vigilance Catches 181 In 2024: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ। More
  • Sujit kumar Swain
  • 3 months ago

Suryavanshi Suraj Targets VK Pandian: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’

ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା ! ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା। ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। More
  • Swadesi Megha Mallhar Prusty
  • 3 months ago

Men's Commission Necessary: ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ’

ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍‌ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା । More
  • Prasan Subudhi
  • 3 months ago

Elephant Menace: ସଂଜ ଗଡ଼ିଲେ ଗଡୁଛନ୍ତି ହାତୀ...ଆଳୁଚାଷରୁ ମୁହଁ ଫେରାଉଛନ୍ତି ନୀଳଗିରି ଚାଷୀ

ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ। More
  • Sonali Ojha
  • 3 months ago

ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳିତ; କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧୁପୁର ଗଡ଼ଜାତର ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ। ସେ ଓଡ଼ିଆର ସ୍ଵାଭିମାନ ଓ ଏକଦା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହ ମଧୁପୁରର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମ୍ପର୍କ, ଲୋକ ହିତକର କାର୍ଯ୍ୟକ୍ରମ ନେଇ ବିଶଦ ଆଲୋଚନା କରିଥିଲେ। More
  • Sonali Ojha
  • 3 months ago

New Year celebration Halts: ଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି। More
  • Pallipuspa Samal
  • 3 months ago

Panchang Today 31st December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sujit kumar Swain
  • 3 months ago

Sudden Change Of Weather: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ। More
  • Sujit kumar Swain
  • 3 months ago

BJD Supremo Naveen Patnaik: କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ। More
  • Sujit kumar Swain
  • 3 months ago

Defrauding People In Odisha: ରାଜଧାନୀରେ ହାଇପ୍ରୋଫାଇଲ୍ ବଣ୍ଟି-ବବଲି ଯୋଡ଼ି; ଠକେଇ ପାଇଁ ଚଳାଇଥିଲେ ଡ୍ରାମା

ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।  More
  • Sonali Ojha
  • 3 months ago

Srimandir Massive Crowd: ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର। More
  • Sonali Ojha
  • 3 months ago

Ayushman Bharat Yojana: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ; ସାମିଲ୍ ହେବେ ସାଢ଼େ ୩ କୋଟି ଲୋକ

ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। More