/odishatv-khabar/media/post_attachments/uploadimage/library/16_9/16_9_0/Panchang_1735613899.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ନିଶାନ୍ତ ୦୬.୦୧ ଗତେ ମକର,ତିଥି- ପ୍ରତିପଦ ରାତ୍ରି ୦୩.୨୨ ଗତେ ୨ ୟା ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ନିଶାନ୍ତ ୦୬.୦୧ ଗତେ ସିଂହ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୦୨ ଗତେ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ
Advertisment
ଶୁଭସମୟ:
ପ୍ରାତଃ–୦୬.୨୪ ରୁ ୦୭.୦୮
ଦିବା- ୦୯.୦୭ ରୁ ୧୧.୨୮
ସନ୍ଧ୍ୟା- ୦୫.୧୪ ରୁ ୦୬.୫୩
ରାତ୍ରି- ୦୮.୩୨ ରୁ ୦୮.୪୫
ରାତ୍ରି- ୦୯.୩୮ ରୁ ୧୨.୧୬
ରାତ୍ରି- ୦୨.୦୧ ରୁ ୦୩.୪୭
ନିଶାନ୍ତ- ୦୪.୪୯ ରୁ ୦୬.୨୫
ଅଶୁଭସମୟ:
ରାହୁକାଳ- ଦିବା ୦୨.୩୨ ରୁ ୦୩.୫୩
କାଳବେଳା- ଦିବା ୦୧.୧୧ ରୁ ୦୨.୩୨
ବାରବେଳା-ପ୍ରାତଃ ୦୭.୪୬ ରୁ ୦୯.୦୭
କାଳରାତ୍ରି- ସନ୍ଧ୍ୟା ୦୬.୫୩ ରୁ ୦୮.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)