• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 15 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 months ago

Direct Flight: ଭୁବନେଶ୍ୱରରୁ ଇନ୍ଦୋର-ଡେରାଡୁନ୍-କୋଚିକୁ ଡାଇରେକ୍ଟ ଫ୍ଲାଇଟ୍‌, ଆଉ ଝାରସୁଗୁଡ଼ାରୁ...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ । More
  • Satyendu Shekher Mishra
  • 2 months ago

Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ । More
  • Satyendu Shekher Mishra
  • 2 months ago

Kartik Purnima: କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି । More
  • Swadesi Megha Mallhar Prusty
  • 2 months ago

Similipal Tiger Reserve: ଯମୁନା ପର୍ ଜିନତ୍, ଚଳଞ୍ଚଳ ଶିମିଳିପାଳ; ମହାରାଷ୍ଟ୍ରରୁ ଆସିଲା ଦ୍ୱିତୀୟ ମହାବଳ

ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍‌ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ । More
  • Pramod Behera
  • 2 months ago

Birth Of Lord Kartikeya: ମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ। More
  • Sujit kumar Swain
  • 2 months ago

Allegations Of Corruption In Bridge Construction: ଯାଜପୁରରେ ବିକାଶ ନାଁରେ ରାଜକୋଷ ଲୁଟ୍ ! ୯ କିଲୋମିଟର ରାସ୍ତାରେ ନିର୍ମାଣ ହୋଇଛି ୧୨ ସେତୁ...

୯ କିଲୋମିଟର କେନାଲ ପାର୍ଶ୍ବ ରାସ୍ତାକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ୧୨ଟି ସେତୁ । ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ ।  More
  • Sujit kumar Swain
  • 2 months ago

Panchang Today 15th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ  ୧୫ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Satyendu Shekher Mishra
  • 2 months ago

Srimandir: ପତିତପାବନ ଗୁମୁଟ ଦ୍ୱାର ବନ୍ଧ ବି ହେବ ରୁପା ଛାଉଣୀ

ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। More
  • Satyendu Shekher Mishra
  • 2 months ago

Mid Day Meal: ୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୪୩ ଲକ୍ଷ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି । More
  • Satyendu Shekher Mishra
  • 2 months ago

Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !

ବର୍ଷ ବର୍ଷ ଧରି ଦୁର୍ନୀତିର ଗନ୍ତାଘର ପାଲଟିଥିଲା ସମବାୟ ସଂସ୍ଥା ! ଅଡିଟ୍ ହେଉନଥିବାରୁ କେଳେଙ୍କାରୀ ବଢ଼ିଥିବା ଅଭିଯୋଗ । More
  • Satyendu Shekher Mishra
  • 2 months ago

Koraput Telengiri Dam: ଭୟ ବଢ଼ାଉଛି ତେଲେଙ୍ଗିରି ଡ୍ୟାମ୍ ଲିକେଜ୍ !

ନିର୍ମାଣ ପରଠୁ କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ ନହେବାରୁ ସାଂଘାତିକ ସ୍ଥିତି । ୨୦୧୯ ଭୋଟ୍ ପୂର୍ବରୁ ତରବରିଆ ଉଦଘାଟନକୁ ନେଇ ଉଠିଲା ପ୍ରଶ୍ନ । More
  • Swadesi Megha Mallhar Prusty
  • 2 months ago

Chain Snatching in Bhubaneswar: କାଳ ସାଜୁଛି ମହିଳାଙ୍କ ବେକର ଚେନ୍ ! ଛିନତାଇ ବେଳେ ଗଲା ଜୀବନ

ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ । More