• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ  ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ । ତିଥି- ୧୪ଶୀ ପ୍ରାତଃ ୦୬.୧୯ ଗତେ ପୂର୍ଣ୍ଣିମା ରାତ୍ରି ୦୨.୫୮ ଗତେ ପ୍ରତିପଦ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୯.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ 

ପ୍ରାତଃ-୦୫.୫୯ ରୁ ୦୬.୪୩
ପ୍ରାତଃ-୦୭.୨୭ ରୁ ୦୮.୪୫
ଦିବା- ୧୧.୫୩ ରୁ ୦୨.୫୦
ଦିବା-୦୩.୩୪ ରୁ ୦୫.୦୩
ସନ୍ଧ୍ୟା-୦୫.୫୫ ରୁ ୦୮.୧୭
ରାତ୍ରି- ୧୧.୫୭ ରୁ ୦୧.୪୦
ରାତ୍ରି-୦୨.୩୨ ରୁ ୦୪.୧୬

ଅଶୁଭ ସମୟ 

ରାହୁକାଳ- ଦିବା ୧୦.୦୮ ରୁ ୧୧.୩୧
କାଳବେଳା- ଦିବା ୧୦.୦୮ ରୁ ୧୧.୩୧
ବାରବେଳା- ଦିବା ୦୮.୪୫ ରୁ ୧୦.୦୮
କାଳରାତ୍ରି- ରାତ୍ରି ୦୮.୧୭ ରୁ ୦୯.୫୪
 

OTV is now on Whatsapp

Join and get latest news update delivered to you via whatsapp

Join Now