• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 5 months ago

ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି ! ୱାୟନାଡ୍ ଅପରେସନ୍ ସାରି ଫେରିଲା ଷ୍ଟର୍ମ

ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ । More
  • Satyendu Shekher Mishra
  • 5 months ago

କେବେଠୁ ବ୍ୟାପିଛି ବାର୍ଡ ଫ୍ଲୁ ? ମାସେ ତଳୁ କେନାଲରେ ଭାସୁଛି ମଲା କୁକୁଡା

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବଢ଼ିଲା ଚିନ୍ତା । ୪ ଦିନରେ ପୋତା ଗଲାଣି ୨୮ ହଜାରରୁ ଅଧିକ କୁକୁଡ଼ା । More
  • Satyendu Shekher Mishra
  • 5 months ago

ପରିବାରର ସବୁ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା, ଦ୍ୱନ୍ଦ୍ୱ ଦୂରକଲେ ଉପମୁଖ୍ୟମନ୍ତ୍ରୀ

ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା । More
  • Satyendu Shekher Mishra
  • 5 months ago

ବେଆଇନ୍ କୋଠାବାଡ଼ି, ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର । More
  • Satyendu Shekher Mishra
  • 5 months ago

BJP ଗଣ୍ଡଗୋଳକୁ ୪୮ ଘଣ୍ଟା ପରେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍ ?

ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା। More
  • Sujit kumar Swain
  • 5 months ago

ଫାଙ୍କା ପଡ଼ିଛି ସିଟ୍, ସରୁନି ନାମଲେଖା ପ୍ରକ୍ରିୟା; ଏପଟେ ଆରମ୍ଭ ହେଲାଣି ପାଠପଢ଼ା...

 ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି। More
  • Sujit kumar Swain
  • 5 months ago

ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ; ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍...

ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍‌ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର। More
  • Swadesi Megha Mallhar Prusty
  • 5 months ago

Panchang Today 27th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ରାତ୍ରି ୦୩.୪୧ ଗତେ ମିଥୁନ More
  • Satyendu Shekher Mishra
  • 5 months ago

ଆବ୍‌ସେଣ୍ଟ ନବୀନ ! ମୁଖ୍ୟମନ୍ତ୍ରୀ ବେଳେ ଯାହା, ବିରୋଧୀ ଦଳ ନେତା ପରେ ବି ତାହା...

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟ୍ୟୁସନକୁ ନେଇ ବର୍ଷିଲା ଶାସକ ଦଳ । More
  • Satyendu Shekher Mishra
  • 5 months ago

କୃଷ୍ଣରସରେ ବୁଡ଼ିଛି ସାରା ରାଜ୍ୟ, ବାଳ ଗୋପାଳଙ୍କ ପାଇଁ ସବୁଠି ଉତ୍ସବ

କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ। More
  • Sujit kumar Swain
  • 5 months ago

ସ୍ବାମୀଜୀଙ୍କୁ ମନେ ପକାଉଛି ହିନ୍ଦୁ ସମାଜ; ଅସଲ ହତ୍ୟାକାରୀ କିଏ ? ହତ୍ୟା ପଛରେ ଥିଲା କି ଷଡ଼ଯନ୍ତ୍ର ?

ନିଜ କର୍ମସ୍ଥଳୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହୋଇଥିଲା ନିର୍ମମ ହତ୍ୟା । ଆଜି ସେଇ ଦିନ, ସ୍ବାମୀଜୀଙ୍କ ବଳିଦାନ ଦିବସ। ୧୬ତମ ପୁଣ୍ୟତିଥିରେ ସନ୍ଥ ଲକ୍ଷଣାନନ୍ଦଙ୍କୁ ମନେ ପକାଉଛି ହିନ୍ଦୁ ସମାଜ।  More
  • Sujit kumar Swain
  • 5 months ago

ଆସିଲା‘ସୁଭଦ୍ରା’ ନିର୍ଦ୍ଦେଶାବଳୀ; ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ...

‘ସୁଭଦ୍ରା’ ଏସଓପି ପରେ ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର । ମାସକୁ ୧୫ଶହରୁ ଅଧିକ ସହାୟତା ପାଉଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା । ୱାର୍ଡମେମ୍ବର ଓ କାଉନସିଲର ଛଡ଼ା ଅନ୍ୟ ନିର୍ବାଚିତ ପ୍ରତିନିଧି ବାଦ୍ ପଡ଼ିବେ । More
  • Sujit kumar Swain
  • 5 months ago

ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? ଜାଣନ୍ତୁ...

ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି । More