• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ରାତ୍ରି ୦୩.୪୧ ଗତେ ମିଥୁନ ତିଥି- ୯ମୀ ରାତ୍ରି ୦୧.୩୩ ଗତେ ୧୦ମୀ ଘାତଚନ୍ଦ୍ର- ବିଛା ରାଶିର , ରାତ୍ରି  ୦୩.୪୧ ଗତେ କନ୍ୟା ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ 
ଶୁଭସମୟ-

ଦିବା- ୦୮.୪୦ ରୁ ୧୦.୩୩
ଦିବା- ୦୧.୦୨ ରୁ ୦୨.୨୧
ସନ୍ଧ୍ୟା- ୦୬.୦୨ ରୁ ୦୬.୪୮
ରାତ୍ରି- ୦୯.୦୬ ରୁ ୧୧.୨୫
ରାତ୍ରି- ୦୧.୪୩ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ


ଅଶୁଭସମୟ- 
ରାହୁକାଳ- ଦିବା ୦୨.୫୫ ରୁ ୦୪.୨୮
କାଳବେଳା- ଦିବା ୦୧.୨୧ ରୁ ୦୨.୫୫
ବାରବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୨୮ ରୁ ୦୮.୫୫

OTV is now on Whatsapp

Join and get latest news update delivered to you via whatsapp

Join Now