• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 31 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 6 months ago

ପାଉଁଶ ପ୍ରଦୂଷଣରେ ଘାଣ୍ଟି ହେଉଛି ସମ୍ବଲପୁର-ଝାରସୁଗୁଡ଼ା !

ରାସ୍ତା କଡ଼, ବିଲବାଡ଼ିରେ ଗଦା ହୋଇଛି ପାଉଁଶ । ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ପାଉଁଶ ପଡୁନଥିବା ଅଭିଯୋଗ । More
  • Satyendu Shekher Mishra
  • 6 months ago

ହଜିଯିବ BSKY ! ଆସିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ୍

ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ। More
  • Satyendu Shekher Mishra
  • 6 months ago

ସରକାରଙ୍କ ସ୍କାନରରେ ଭୂତ ରାସନକାର୍ଡଧାରୀ, ବାଦ୍ ପଡ଼ିବେ ୧୬ ଲକ୍ଷ..!

ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି।  More
  • Santosh Kumar Sahoo
  • 6 months ago

ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ

୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ । More
  • Santosh Kumar Sahoo
  • 6 months ago

‘ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ’

ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍‌ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ। More
  • Pallipuspa Samal
  • 6 months ago

କହିଲା ଆସିବ ବୋଲି, ହେଲେ ମା’କୁ ସବୁଦିନ ପାଇଁ ଠକିଦେଲା

ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି। More
  • Santosh Kumar Sahoo
  • 6 months ago

ୱାଏନାଡ ଟ୍ରାଜେଡି: ମିଳିଲା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତଦେହ !

କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । More
  • Sonali Ojha
  • 6 months ago

‘ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ’

ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଆଉ ଥରେ ଆବେଦନ କରିପାରିବେ। More
  • Pallipuspa Samal
  • 6 months ago

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍,ମୁଣ୍ଡଳୀ ଠାରେ କମୁଛି ମହାନଦୀର ଜଳସ୍ତର

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଗତ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣ ହୋଇଯିବା ପରେ ହୀରାକୁଦର ୨ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି । ଏହାପରେ କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର କମିବାରେ ଲାଗିଛି । More
  • Sonali Ojha
  • 6 months ago

Panchang Today 31st July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର। ଚନ୍ଦ୍ର- ବୃଷ ରାତ୍ରି ୧୦.୧୬ ଗତେ ମିଥୁନ। ତିଥି- ୧୧ଶୀ ଦିବା ୦୩.୫୫ ଗତେ ୧୨ଶୀ। ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୧୦.୧୬ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ଦିବା ୦୩.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ। More
  • Satyendu Shekher Mishra
  • 6 months ago

ରାଜ୍ୟ ବଜେଟ୍ ‘ନେମ୍ ଚେଞ୍ଜର୍ ନୁହଁ, ଗେମ୍ ଚେଞ୍ଜର୍’ କହିଲେ ମୁଖ୍ୟମନ୍ତ୍ରୀ

ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ। More
  • Satyendu Shekher Mishra
  • 6 months ago

‘ପୁଅ ଡ୍ରଗ୍ସ ମାମଲାରେ ଫସିଛି.. ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ !’

ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ ନକଲି ସିବିଆଇ ଅଧିକାରୀ । More
  • Satyendu Shekher Mishra
  • 6 months ago

ପିଇବା ପାଣିକୁ ନେଇ ବିଧାନସଭାରେ ତାତି, ଗୋଟିଏ ଘାଟରେ ଶାସକ-ବିରୋଧୀ..!

୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ । More
  • Satyendu Shekher Mishra
  • 6 months ago

‘ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର’, IPS ରାଜେଶ ପଣ୍ଡିତ ସସପେଣ୍ଡ

ଶନିବାର ରାତିରେ କ’ଣ ଥିଲା ଅସଲ ଘଟଣା, ବଢ଼ିଲା ଚର୍ଚ୍ଚା । RTI କର୍ମୀଙ୍କ ପିଟିସନ ପରେ ଶନିବାର ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା । More
  • Swadesi Megha Mallhar Prusty
  • 6 months ago

ରାଜଧାନୀରେ ଶହ ଶହ ବେଆଇନ୍ ଆପାର୍ଟମେଣ୍ଟ, ମନ୍ତ୍ରୀ ଦେଲେ ଆଖି ତରାଟିଲା ଭଳି ତଥ୍ୟ

ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ? More