ସଂକ୍ଷେପରେ ଆଜିର ତାଜା ଖବର - Wednesday, 10 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି। More

ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍‌ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ? More

କ୍ୟାବିନେଟର ବଡ଼ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି। More

ଆହତ ପ୍ରତିଟି ଭକ୍ତପ୍ରାଣ, ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ; ତଦନ୍ତ କରିବ ୩ ଜଣିଆ କମିଟି...

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। More

‘କିଛି ମାନୁ ନାହାନ୍ତି ଯୁବ ସେବାୟତ, ମୋବାଇଲ୍ ଧରି ଫଟୋ ଉଠାଇବାରେ ମସଗୁଲ୍’

ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ କହିଛନ୍ତି... ଜାଣନ୍ତୁ... More

ଅଧା ରହିଗଲା ପୁଅ ବାହାଘର; ବରପିତାକୁ ଦଳିଦେଲା ବରଯାତ୍ରୀ ବସ୍‌

ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ। More

Sports: ରୋହିତ ଓ ବିରାଟଙ୍କ ପରେ ଟି-୨୦ ଆନ୍ତର୍ଜାତିକରେ କେତେ ଉଜ୍ଜ୍ୱଳ ଭାରତର ଭବିଷ୍ୟତ

ଟି-୨୦ ବିଶ୍ୱକପ୍ ବିଜୟ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରୁ ଅବସର ନେବା ଫଳରେ ଭାରତୀୟ ଟିମ୍‌ରେ ଶୂନ୍ୟସ୍ଥାନ ସୃଷ୍ଟି ହେବା ଭଳି ଅନୁଭୂତ ହେଉଛି। ଏବେ ପ୍ରଶ୍ନ ଉଠୁଛି ଯେ ଏହି ଦୁଇ ପୁରୁଖାଙ୍କ ବିନା ଆଗକୁ ବଢ଼ିପାରିବ କି ଟି-୨୦ ଟିମ୍‌? ପୁଣି ଜିତିପାରିବ କି ଆଇସିସି ଟ୍ରଫି? More

ମୂଷାଙ୍କ କବଳରେ ମେଡିକାଲ କଲେଜ, ଚାରିଆଡ଼େ ମାଳ ମାଳ ମୂଷା

ବେଡ୍‌ରେ ମୂଷା... ବେଡ୍‌ ତଳେ ବି ମୂଷା... ରୋଗୀ ମୁଣ୍ଡ ଉପରେ ବି ମୂଷା...। ଯୁଆଡ଼େ ଦେଖିଲେ ସେଆଡ଼େ ମୂଷା । More

ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ମହାପ୍ରଭୁ; କାଲିଠୁ ମିଳିବ ଆଡ଼ପ ଅବଢ଼ା...

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା । More

ବିଜେଡିରେ 'ପାଣ୍ଡିଆନ' କଳି; ତେଜୁଛି ସମ୍ବିତ-ଦେବାଶିଷ କଥା କଟାକଟି

ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ। More

'ପୁରୁଣା ଚାବି କାମ ନକଲେ ବି ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ'

ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର। More

ଓଟିଭିର ଇଫେକ୍ଟ: ଆକ୍ସନ ମୋଡରେ ସରକାର; କାହିଁକି ଅଣଦେଖା ଓଡ଼ିଆ ଉଦ୍ୟୋଗୀ ? 

ଓ-ହବରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା ଅଭିଯୋଗ ଘଟଣା । ଓଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ୧୧ଟି ପ୍ରଶ୍ନ ତାଲିକା ଧରି ଓ-ହବ ପ୍ରତିଷ୍ଠାନରେ ମନ୍ତ୍ରୀଙ୍କ ଖୋଳତାଡ଼ । More

ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି। More