ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ । More

ପ୍ରକୃତିର କୋପରେ ନୂଆଗଡ଼; ଭାସୁଛି ଗାଁ

ମାଟି ଅତଡା ଖାଇଛି। ମାଟିରେ ମିଶିଛି ବାସସ୍ଥଳ। ଜୀବନ ବିକଳରେ ଘର ଛାଡି ପଳାଇଛନ୍ତି ଗାଁ ଲୋକେ। ଲଗାଣ ବର୍ଷା ଫଳରେ ଉପରମୁଣ୍ଡରେ ଥିବା ପାହାଡରୁ ମାଟି ଧସି ବର୍ଷା ପାଣି ସହ ଗାଁ ଭିତରେ ପଶିଛି। More

ଅମାନବିକତା ଦେଖାଇଲେ, ପୋଲିସ ହାତରେ ଧରାପଡ଼ିଲେ ଇନ୍ସପେକ୍ଟର୍ ମାଡାମ୍‌

ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । More

ରୁଚିକାଙ୍କୁ ରାଗିଂ ନେଇ ସୁରାକ ପାଇଲାନି ପୋଲିସ୍, ପରିବାର ଲୋକ କହିଲେ ଆଉ କେମିତି ମିଳିଥାନ୍ତା ସୁରାକ୍ ?

ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ । More

ଧରାପଡ଼ିଲେ ଇନ୍‌ସ୍‌ପେକ୍ଟର ସ୍ନିଗ୍ଧାରାଣୀ ସୁନା

ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର । More

ଧରାପଡ଼ିଲା ATM ଭ୍ୟାନ୍‌ ଲୁଟେରା, ସାଇକେଲ-ଅଟୋରେ ହୋଇଥିଲା ଫେରାର

ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । More

ଏଥର ୨୫ ନୁହେଁ ୪୦ ଲକ୍ଷ ମିଳିବ ଗୃହଋଣ, ୧୧.୫% ନୁହେଁ ୮% ସୁଧରେ

ଜାତୀୟ ପେନ୍‌ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ରହିଛି । More

ଚୀନ୍‌ରୁ ଅପରେଟ୍ ହେଉଥିଲା ଲୋନ ଆପ୍‌, ଚାଇନିଜ୍ ନାଗରିକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଏହିସବୁ ବେଆଇନ୍ ଲୋନ୍ ଆପ୍‌କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି । More

ନିଶା ବେପାରୀ ପାକାର ଘରେ ବୁଲଡୋଜର ଚଳାଇଲା ପ୍ରଶାସନ

ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍‌ଡୋଜରରେ ଭାଙ୍ଗିଲା ଘର । More

OTV Impact: ଜୀବନକୁ ବାଜି ଲଗାଇ ପାର ହେଉଥିଲେ ନଦୀ, ପୋଲ ପାଇଁ ପ୍ରଶାସନ ନେଲା ନିପତ୍ତି

ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । More

ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ, ଡିସିପି କହିଲେ ରାଗିଂ ନେଇ ପ୍ରମାଣ ନାହିଁ

କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି । More

କାଲିଠୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । More

ମଉସାଙ୍କ କାଳିଆ ନିଶା..ଶହେ କିଲୋମିଟର ସାଇକେଲ ଚଲେଇ ଆସିଲେ ପୁରୀ

କାଳିଆର ଡୋରି ଲାଗିଲେ କେହି ବି ତା'ପାଖକୁ ଯିବା ପାଇଁ ଅଟକାଇ ପାରିବନି । ଏମିତି ଜଣେ ମଉସା ଯିଏ କାଳିଆର ଦର୍ଶନ ପାଇବା ପାଇଁ ସାଇକେଲ ଧରି ଧାଇଁ ଆସିଛନ୍ତି । More

ଲଗାଣ ବର୍ଷାରେ ଧସିଲା ପାହାଡ଼

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଗଜପତି ଜିଲ୍ଳା ନୂଆଗଡ ବ୍ଲକର ନୂଆପଲ୍ଲୀ ଗାଁରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ହୋଇଛି । ମାଲକାନଗିରି ଜିଲ୍ଲାରେ ଗତ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । More

ଏଣିକି ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ; ବିଭିନ୍ନ ସ୍ଥାନ ବୁଲି ଦେଖିଲେ RBI ପ୍ରତିନିଧି ଦଳ

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ... More

ରାଜ୍ୟରେ ବଢ଼ିଚାଲିଛି କରୋନା; ଆଜି ବି ୫୦୦ ଉପରେ ସଂକ୍ରମଣ ସଂଖ୍ୟା

କଟକ, ପୁରୀ ଓ ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବା ସୂଚନା.... More

ବୀମା ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ହେଲମେଟର ଲାଇନ୍‌ !

ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍... More

ସାବଧାନ ! ଏଣିକି ହେଲମେଟ୍‌ ଓ ଗାଡ଼ି କାଗଜପତ୍ର ଥିଲେ ବି ଦେବାକୁ ପଡ଼ିବ ଫାଇନ୍‌ !

ଏଣିକି ରାସ୍ତାରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍‌ ପୋଲିସ କାଟିବ ଆପଣଙ୍କ ଫାଇନ୍‌। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ.. More

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ରୁଚିକାଙ୍କ ମାଙ୍କ ଧାରଣା

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଲୋୟର ପିଏମ୍‌ଜିରେ ରୁଚିକାଙ୍କ ବାପା, ମାଙ୍କ ଧାରଣା... More

ଜାଣନ୍ତୁ ଆଜିର ସୂନା-ରୂପା ଦର...

ଆଜି ବି ସୁନା ଦରରେ ପରିବର୍ତ୍ତନ ହୋଇଛି । ଜାଣନ୍ତୁ କେତେ... More

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ... More

ସାଇକେଲରେ ବୁହା ହେଲେ ଗର୍ଭବତୀ : ଗାଁ ରାସ୍ତା ଖରାପ ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । More

ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୫ ଗୁରୁତର

ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା More

ଏକତରଫା ପ୍ରେମରୁ ହତ୍ୟାକାଣ୍ଡ : ବିବାହକୁ ପୂର୍ବରୁ ଭାଇକୁ ହତ୍ୟା, ଗିରଫ ପରେ ରହସ୍ୟ ଉପରୁ ହଟିଲା ପରଦା

ଏକତରଫା ଫ୍ରେମ ପାଇଁ ଆଶିଷ ଓଝାଙ୍କୁ କରାଯାଇଥିଲା ହତ୍ୟା More

ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି More

ଜାମିନରେ ଆସି ଖୋଲାମେଲାରେ ବୁଲୁଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି। More

ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି । More

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ-ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ

କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । More

ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା । More

ବିଜେବି ଛାତ୍ରୀଙ୍କ ପରିବାରକୁ ନ୍ୟାୟ କେବେ? ରୁଚିକାଙ୍କ ମାଆ ଓ ଆନ୍ଦୋଳନକାରୀଙ୍କ ଉପରେ ଦମନଲୀଳା

ରାସ୍ତାରେ ଘୋଷାରି ଘୋଷାରି ଉଠାଇ ନେଲା ପୋଲିସ୍ More