ସଂକ୍ଷେପରେ ଆଜିର ତାଜା ଖବର - Monday, 27 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଇଙ୍କ ଅବସାଦ ପଛର କାରଣ କଣ?

ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ।  More

ବଦଳିବେ ରାଜ୍ୟ ବିରୋଧୀଦଳ ନେତା, ରେସ୍‌ରେ ଜୟନାରାୟଣ-ମୋହନ-ସୁବାଷ

ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି । More

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ । More

ପୁଣି ସାମ୍ନାକୁ ଆସିଲା ଆଉ ଏକ ହାତୀ କଙ୍କାଳ

ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ତଦନ୍ତ କରିଛନ୍ତି । More

ଜିଲ୍ଲାପାଳଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା ! ତାଙ୍କ ନାଁରେ ବି ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି । More

ହେବନି ବସ୍‌ ଧର୍ମଘଟ, ସ୍ଥଗିତ ରଖିଲା ସଂଘ

ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । More

ଶବକୁ ଅସମ୍ମାନ ! ଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ବୋହିଲେ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି । More

ଓଟିଭି ପ୍ରଭାବ; ଦୀର୍ଘ ବର୍ଷ ପରେ ଦ୍ରୌପଦୀଙ୍କ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍, ଜଳିଲା ଆଲୁଅ

ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି । More

ଜୟନାରାୟଣଙ୍କ ଡାଇରେକ୍ଟ ଆଟାକ୍ ! ‘କାହିଁକି ପୋପ୍‌ଙ୍କୁ ଭେଟିଲେ ନବୀନ, କ’ଣ ଥିଲା ଆବଶ୍ୟକ ?’

କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି । More

ମାନସିକ ଚାପରେ ଆତ୍ମହତ୍ୟା କଲେ ରାୟମୋହନ ?

ରାଇମୋହନଙ୍କ ମୃତ୍ୟୁକୁ ନେଇ ମଞ୍ଚେଶ୍ୱର IICଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି More

ସ୍ୱର୍ଣ୍ଣ ପଦକ ଜିତିଲେ ମୀନା, ଜିଲ୍ଲା ପାଇଁ ଆଣିଲେ ଗୌରବ

ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀନା । More

ବାଲେଶ୍ୱରରେ ହାତୀ ଆତଙ୍କ; ରାଜରାସ୍ତାରେ ଚାଲି ଚାଲି ବୁଲିଲା ଦନ୍ତା

ଆଜି ରେମୁଣାଠାରୁ ନୀଳଗିରି ମିତ୍ରପୁର ଯାଏଁ ୧୦ କିଲୋମିଟର ରାଜରାସ୍ତାରେ ଚାଲି ଚାଲି ଗଲା ଏକ ଦନ୍ତା । More

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

 ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି।  More

୬ ଘଣ୍ଟା ଧରି ଗୋଟିଏ ଆଙ୍ଗୁଠିରେ ଛତା ବାଲାନ୍ସ କରି Guinness world record କଲେ ଯୁବକ

କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ । More

ଲକ୍ଷଣ ଥିଲେ ପୁରୀ ଯାଆନ୍ତୁନି, ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । More

ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ : ଜଣେ ସିଆରସି ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ପିପିଲରେ ୨ ଶିକ୍ଷୟିତ୍ରୀଙ୍କୁ ଅଟକାଇ ସ୍କୁଲକୁ ବିଳମ୍ବରେ କାହିଁକି ଯାଉଛ ବୋଲି ପ୍ରଶ୍ନ କଲେ ଗଣ ଶିକ୍ଷାମନ୍ତ୍ରୀ More

ପୌରାଣିକ ନାଟକରେ ଉଦଣ୍ଡ ନୃତ୍ୟ କଲେ ଯୁବକ ଓ ଯୁବତୀ, ଭିଡିଓ ଭାଇରାଲ୍‌...

ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଉଦଣ୍ଡ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  More

ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍‌ !

ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ। More

ଆଜି ଗଜପତିଙ୍କୁ ଖଡ଼ିପ୍ରସାଦ ଅର୍ପଣ କରିବେ ଦଇତାପତି ଓ ଦତ୍ତମହାପାତ୍ର ସେବକ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ । More

ଏଣିକି ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ଲାଗୁ ହେଲା ଅଟୋମେଟିକ ସାଇରନ ମେସିନ୍ ବ୍ୟବସ୍ଥା

ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ । More

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଓଡ଼ିଶାର ସବୁ ଭୋଟ୍‌ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ନବୀନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। More

ଓଡ଼ିଆ ସିନେମା ଶିଳ୍ପକୁ ଗ୍ରାସିଛି ଅକାଳ: ଖଳନାୟକ ଶୂନ୍ୟ ହୋଇଯାଇଛି ଓଲିଉଡ୍ !

ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ। More

ଗିନିଜ୍ ରେକର୍ଡସ୍‌ରେ କେନ୍ଦୁଝର ରଥ ସବୁଠୁ ଉଚ୍ଚ ମାନ୍ୟତାକୁ ନେଇ ଗଜପତି କ୍ଷୁବ୍ଧ

ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା। More

ମାଟିପାତ୍ରରେ ରୋଷେଇ, ଖାଇବାର ଫାଇଦା କଣ: ଯିଏ ଖାଇଛି ସିଏ ଜାଣିଛି

ମଣିଷ ଯେତେ ଆଗକୁ ବଢୁଛି, ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ସେତେ ପରମ୍ପରାକୁ ଭୁଲୁଛି, ରୋଗ କିଣୁଛି। More

ଖବର ପ୍ରସାରଣ ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଦେଖିବ ବିଜୁଳି : ଧରାପଡ଼ିଲା ରାଜ୍ୟ ସରକାରଙ୍କ ବିଜୁଳି ସଂଯୋଗ ପାଇଁ ମିଛ ବାହାସ୍ପଟ

୨୦୧୮ ଏପ୍ରିଲରୁ ସବୁ ଗାଁକୁ ବିଜୁଳି ସଂଯୋଗ ନେଇ ମାରିଥିଲେ ବାହାସ୍ଫୋଟ More

ଶାଢ଼ୀ ଉପରେ ଆକର୍ଷଣୀୟ ପଟ୍ଟଚିତ୍ର: କୋଣାର୍କର ଦମ୍ପତି ଦେଲେ ନୂଆ ପରିଚୟ

ପଟ୍ଟଚିତ୍ର ଆଙ୍କିବାରେ ବ୍ୟସ୍ତ ସ୍ୱାମୀ ଲିଙ୍କନ ଓ ସ୍ତ୍ରୀ ଦୀପିକା, ହେଲେ ଏହି ପଚ୍ଚଚିତ୍ର ତୁଳୀର ଯାଦୁ ଏବେ ଶାଢୀରେ ଦେଖାଉଛନ୍ତି। More