କେମିତି କଟିବ ଆଜିର ରାଶିଫଳ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ’ଣ ଅଛି ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ? ଜାଣିନିଅନ୍ତୁ।
କେମିତି କଟିବ ଆଜିର ଦିନ ? କ’ଣ ରହିଛି ଆଜିର ରାଶିଫଳ ? ଆସନ୍ତୁ ଜାଣିବା।
କ’ଣ ରହିଛି ଏ ସପ୍ତାହର ରାଶି ଫଳ ? କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ରହିଛି, କେଉଁ ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ସୁଫଳ ପାଇବେ ଜାଣନ୍ତୁ।
ଦୁର୍ଗମ ଗାଁ ସାରେଇ। ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଏଠିକାର ଲୋକେ। ଏଠି ନା ଅଛି ସ୍କୁଲ, ନା ଅଛି ଡାକ୍ତରଖାନା, ନାଁ ବଞ୍ଚିବାର ସ୍ୱପ୍ନ। ପୋଡ଼ୁଚାଷରୁ ମିଳୁଥିବା ଶସ୍ୟ, ଝରଣା ପାଣିରେ ଏଠି ଲୋକଙ୍କର ଭୋକ ଆଉ ଶୋଷ ମେଣ୍ଟିଥାଏ। ଏମିତି ଗଡ଼ିଚାଲେ ଜୀବନ...
ବେଳେବେଳେ ଲାଗେ ‘ଭାଗ୍ୟରେ ଯାହା ଥିବ ହେବ, ତାହାକୁ କେହି ବଦଳାଇ ପାରିବେନି।’ ହେଲେ ଏମିତି ଭାବନା ମଧ୍ୟପ୍ରଦେଶର ଦୁଇଜଣ ଯୁବକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ହୋଇଛି।
ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ।
ନୂଆଦିଲ୍ଲୀ: ଆପଣ ବାରମ୍ବାର ନିଜ ମୁହଁରେ କିମ୍ବା ନାକରେ ହାତ ମାରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ୱାରା କରୋନାଭାଇରସ୍ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଯଦି ଏପରି କରିବା ଆମେ କମାଇଦେବା ତେବେ ଏହି ଭୟଙ୍କର ଭାଇରସ୍ର ଆକ୍ରମଣରୁ ରକ୍ଷା ପାଇପାରିବା। ଲୋକଙ୍କୁ ଭୟଙ୍କର କରୋନାଭାଇରସ୍ରୁ ରକ୍ଷା ପାଇଁବା ପାଇଁ ଏହିଭଳି ପରାମର୍ଶ ଦେଇଛନ୍ତି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ। ସାଧାରଣତଃ ଆମେ […]
ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନିଅନ୍ତି। ହୋଲି ଖେଳିଲାବେଳେ କିନ୍ତୁ ମନରେ ଡର ବି ରହିଥାଏ। କାଳେ ରଙ୍ଗ କିଛି ଆଖିରେ ପଡ଼ିଯିବ। ଯାହାଦ୍ୱାରା ଆଖିର କିଛି ବି […]
ବର୍ଷାଦିନେ ଜାମୁକୋଳିର ମଜା ସମସ୍ତେ ନିଅନ୍ତି। ଏହା ପାଟିକୁ ସୁଆଦିଆ ଯେମିତି ଶରୀର ପାଇଁ ହିତକର ବି ସେମିତି। ଏହା କୋଳି ନୁହେଁ ତ ଯେପରି ଏକ ରୋଗ ଉପଶମକାରୀ ଏକ ଟାବଲେଟ୍। ଅନେକ ପ୍ରକାର ରୋଗକୁ ଭଲ କରିବାର ଗୁଣ ଜାମୁକୋଳିରେ ଅଛି। ତେବେ ଆସନ୍ତୁ ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ବିଷୟରେ। ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି ଅତ୍ୟନ୍ତ ଉପକାରୀ। ଏହିଭଳି ରୋଗୀଙ୍କ ଶରୀରରେ ସୁଗାର ବା ସର୍କରା ଅଧିକ […]
ମୁହଁରେ ବ୍ରଣ ହେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହେଲାଣି। ପ୍ରତ୍ୟେକ ଦିନ ମୁଁହରେ ବ୍ରଣ ବାହାରୁଥିବାରୁ ମୁହଁ ଅସୁନ୍ଦର ଦେଖାଯାଉଛି। ଆଉ ଏହାକୁ ହାତରେ ଖଣ୍ଡିଆ କରିଦେଲେ ମୁହଁରେ କଳା ଦାଗ ପଡ଼ିଯାଉଛି। ଏଥିରୁ ମୁକ୍ତି ମିଳିବ ତ କେମିତି ? ଏବେ ଏହା ଯୁବ ପିଢ଼ିଙ୍କୁ ଚିନ୍ତାରେ ପକାଇଛି। ସାଧାରଣତଃ ୨୦ ରୁ ୪୦ ବର୍ଷ ବୟସ ବ୍ୟକ୍ତିଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦଖାଦେଉଛି। କିନ୍ତୁ ଆପଣ ଜାଣିଛନ୍ତି କି […]
ଅସମୟରେ କେଶ ପାଚିବା ଓ କେଶ ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା । ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥା’ନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ବି ଅବଲମ୍ବନ କରନ୍ତି। କିଏ ମେଡିସିନ୍ର ସାହାରା ନିଏ ତ କିଏ ଘରୋଇ ଉପଚାର କରେ। ଏହି ସମସ୍ୟା ସମାଧାନର ସହଜ ବାଟ ବି ରହିଛି। ଏଥିରେ ଅପଣଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି, ବିଶେଷ ସମୟ ବା […]
ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଛୋଟ ଛୋଟ ଖଣ୍ଡ ପନିର୍ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍, ଗରମ ମସଲା ପାଉଡର୍, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏହାପରେ […]
ଭୁବନେଶ୍ୱର: କାମରୁ ଟିକେ ଫୁର୍ସତ୍ ମିଳିଲେ, ମନକୁ ହାଲ୍କା କରିବାକୁ ଅନେକ ଲୋକ ଇଅରଫୋନ୍ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍ ଫୋନ୍ରେ କଥା ହେବା ବେଳେ ଇଅର୍ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍ ଲଗାଇ ମୋବାଇଲ୍ ଫୋନ୍ରେ କଥା ହେଉଛନ୍ତି ବା ଗୀତ ଶୁଣୁଥିବା ଦେଖିବାକୁ ମିଳୁଛି। ଏହା ଆଦୌ ଭଲ ନୁହେଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଅଧିକ ସମୟ ଇଅରଫୋନ୍ […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍ଫୁସ କ୍ୟାନ୍ସର୍ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ ପ୍ରତିକାର ସଂପର୍କରେ ବି ଜାଣିବା। ଫୁସ୍ଫୁସ୍ କ୍ୟାନ୍ସର୍ର ପ୍ରମୁଖ୍ୟ କାରଣ ୧. […]
ପାନପତ୍ରରେ ଅନେକ ଭିଟାମିନ୍ ରହିଛି, ଯେପରିକି ଭିଟାମିନ୍-ସି ଓ କ୍ୟାଲ୍ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ। […]
ଶୀତ ଋତୁରେ ବିଭିନ୍ନ ପନିପରିବା ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ । ସାଲାଡ ଓ ତରକାରୀର ସ୍ୱାଦିଷ୍ଟ କରିଥାଏ ମୂଳା । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ ପଡ଼ିବ, ଏମିତି କିଛି ଜିନିଷ ରହିଛି ଯାହାକୁ ମୂଳା ସହ ମିଶାଇ ଖାଇଲେ ଶରୀର ପାଇଁ ହାନିକାରକ ହୋଇପାରେ । ମୂଳା ଖାଇବା ବହୁତ ଭଲ , କିନ୍ତୁ କାହା ସହ ଖାଇବେ ନାହିଁ ଜାଣିବା ନିହାତି ଦରକାର […]
ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର। ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର ପିଚକାରୀ। ହେଲେ ଗ୍ରାହକଙ୍କ ଦେଖାନାହିଁ। କାରଣ ବର୍ତ୍ତମାନ ସମସ୍ତଙ୍କୁ କରୋନା ଭୟ ଘାରିଛି। କାଳେ ରଙ୍ଗ ଚୀନର ହୋଇଥିବା ଏବଂ କରୋନା ଭାଇରସ୍ ରହିଥିବ ଏହାକୁ ସନ୍ଦେହ […]
ପାନପତ୍ରରେ ଅନେକ ଭିଟାମିନ୍ ରହିଛି, ଯେପରିକି ଭିଟାମିନ୍-ସି ଓ କ୍ୟାଲ୍ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରାମ […]
ସାଧାରଣତଃ ରୋଷେଇ ପାଇଁ ଆମେ ସୋରିଷ ତେଲର ବ୍ୟବହାର କରିଥାଉ। ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ। ଖାଲି ଖାଦ୍ୟ ପ୍ରସ୍ତୁତ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଥଣ୍ଡା ଦିନରେ ସୋରିଷ ତେଲର ବ୍ୟବହାର ଦ୍ୱାରା ଏହା ଶୁଷ୍କ ତ୍ୱଚା(ଡ୍ରାଏନେସ୍) […]
ନୂଆଦିଲ୍ଲୀ : ଆଲ୍କୋହଲ୍ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍’ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା ବିଅର୍ ସ୍ୱାସ୍ଥ୍ୟ ପାଇଁ ହିତକର।’ କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲାଟି ଦିନରୁ ଆମେ ଶୁଣି ଆସୁଛେ। ଏପରିକି ଦିନକୁ ଦୁଇ ଗ୍ଲାସ୍ କ୍ଷୀର […]
ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍ ରୋଗୀଙ୍କୁ ଡାଏଟ୍ରେ ସୋୟାବିନ୍ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ବ୍ଲଡ୍ ସୁଗାର ଓ କୋଲେଷ୍ଟ୍ରଲ୍ର ସ୍ତରକୁ କମ୍ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍ ମାଧ୍ୟମରେ ସୋୟାବିନ୍ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍ ଶରୀରରେ […]
Natural way to keep spiders out of House: ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ.. ୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର […]
ଥାଇରଏଡ୍କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍ ହର୍ମୋନ୍ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍ ହର୍ମୋନ୍ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍ ଆକ୍ଟିଭ୍ ଥାଇରଏଡ୍ ବା ହାଇପର୍ ଥାଇରଏଡ୍ଜିମ୍ କୁହାଯାଏ। ଥାଇରଏଡ୍ ଗ୍ରନ୍ଥି ଅଧିକ ଆକ୍ଟିଭ୍ ହେଲେ ଶରୀରରେ ମେଟାବୋଲିଜିମ୍ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର […]
କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ। […]
ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍ ରୋଗୀଙ୍କର ସୁଗାର ସ୍ତର କମ୍ ହୋଇଥାଏ। ତା’ସହିତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ବୃଦ୍ଧି ସମସ୍ୟା ମଧ୍ୟ କମ୍ ହୋଇଥାଏ। ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ…. ୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା […]