• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Do ustrasana daily to manage thyroid gland improves
Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ଉଷ୍ଟ୍ରାସନ ଅନେକ ଶାରିରୀକ ସମସ୍ୟାକୁ ଦୂର କରେ। ଏହା ଏମିତି ଏକ ଯୋଗାସନ ଯାହା ସାହାଯ୍ୟରେ ଆପଣ ନିଜ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିପାରିବେ। ଏହା ଦ୍ୱାରା ହରମୋନ୍ ସମସ୍ୟା ସହଜରେ ସନ୍ତୁଳିତ ହୋଇପାରିବ। ଆସନ୍ତୁ ଜାଣିବା ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ କ’ଣ…

tips for bananas will not spoil no insects in pulses and rice
Tips and Tricks: କିଛି ସରଳ ଉପାୟ; ସଢିବ ନାହିଁ କଦଳୀ-ଟମାଟୋ, ଚାଉଳରେ ଲାଗିବେନି ପୋକ

ପ୍ରାୟତଃ ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ପନିପରିବା ଏବଂ ଶସ୍ୟଜାତୀୟ ଜିନିଷ ଅଧିକ ଦିନ ରହିଲେ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ, ଆପଣ ଯଦି ଏହିସବୁ ସମସ୍ୟାକୁ ସାମ୍ନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ଅନୁସରଣ କରି ଆପଣ ପନିପରିବା କ୍ଷୟକ୍ଷତିରୁ ଏବଂ ଶସ୍ୟକୁ ପୋକମାନଙ୍କ ଦାଉରୁ ରକ୍ଷା କରିପାରିବେ।

How late can you eat the last meal of your day
Health Tips: ରାତ୍ରି ଭୋଜନର ଶେଷ ସମୟ କେତେବେଳେ ହେବା ଉଚିତ; ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ ଅନେକ ନିଜ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ବିଶେଷକରି ରାତ୍ରି ଭୋଜନକୁ ଅନେକ ଅବହେଳା କରନ୍ତି। ଏହା କିନ୍ତୁ ସାଂଘାତିକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ରାତ୍ରି ଭୋଜନର ପ୍ରକୃତ ସମୟ କ’ଣ…

Foods To Avoid in Breakfast
Health Tips: ସକାଳ ଜଳଖିଆରେ କେବେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ କର୍କଟ-ଡାଇବେଟିସ୍

ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍‌ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

Have you started missing bachelor life after marriage know how to get it
Relationship Tips: ବିବାହ ପରେ ବ୍ୟାଚ୍‌ଲର୍ ଜୀବନକୁ ମିସ୍ କରୁଛନ୍ତି କି… ଜାଣନ୍ତୁ କିପରି ଫେରି ପାଇବେ

ବିବାହ ପରେ ଅନେକ ଲୋକ ଦାୟିତ୍ୱରେ ଛନ୍ଦି ହୋଇ ନିଜର ମଜାମସ୍ତି ଭୁଲିଯାଆନ୍ତି। ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ।

chanakya niti
Chanakya Niti: ସଙ୍କଟ ସମୟରେ ମନେ ରଖନ୍ତୁ ଏହି କଥା; କେବେବି ପଡ଼ିବେନି ବିପଦରେ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଆସନ୍ତୁ ଜାଣିବା ସଙ୍କଟ ସମୟରେ ଚାଣକ୍ୟଙ୍କର କେଉଁ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଧ୍ୟାନରେ ରଖିବା ଉଚିତ୍...

Chanakya Niti
Chanakya Niti: ପାଇପାରିବେ ଜୀବନର ସମସ୍ତ ଖୁସି; ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ...

Chanakya Niti For Lifestyle: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି... ତେବେ ଆପଣ ଜୀବନର ସମସ୍ତ ଖୁସି ପାଇପାରିବେ... 

Diet Plan
ଡାକ୍ତର ବାବୁଙ୍କ ବୟସ ଥିଲା ୭୮, ଏବେ ହେଲା ୫୭... ଜାଣନ୍ତୁ ଏହା ପଛର ରହସ୍ୟ ...

ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।

chanakya niti
Chanakya Niti: ଏହି ୭ଟି ଜିନିଷ ଖାଇ କରିପାରିବେ ପୂଜାପାଠ; ଜାଣନ୍ତୁ କ’ଣ...

Chanakya Niti: ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ ।

Best ways to increase child memory power rapidly
Parenting Tips: ଆପଣଙ୍କ ପିଲା ପାଠ ମନେ ରଖିପାରୁନି କି… ଗାଳି ନ ଦେଇ ଏହି ଉପାୟରେ ପଢାନ୍ତୁ, ଏକାଥରେ ମନେରହିବ

ପିଲାମାନଙ୍କର ପାଠ ମନେ ନ ରହିଲେ ବାପାମାଆ ଗାଳିଦିଅନ୍ତି ନଚେତ ପିଟନ୍ତି। ଏହି ଉପାୟ କିନ୍ତୁ ଠିକ୍ ନୁହେଁ। ଏହା ବେଳେବେଳେ ପିଲାମାନଙ୍କୁ ସଜାଡିବା ବଦଳରେ ବିଗାଡି ଦେଇଥାଏ। ତେବେ ଗାଳି କିମ୍ବା ମାରଧର ପରିବର୍ତ୍ତେ, ଶିକ୍ଷାଦାନର ଶୈଳୀକୁ ପରିବର୍ତ୍ତନ କରିଦେଲେ ଏହି ସମସ୍ୟା ସମାଧାନ ହୋଇଯାଏ।

Onion will drive away mosquitoes cockroaches and lizards from the house
Tips and Tricks: ପିଆଜକୁ କରନ୍ତୁ ଏମିତି ବ୍ୟବହାର, ଘରେ ପଶିବେନି ମଶା-ମାଛି

ମଶା, ମାଛି, ଅସରପା, ଝିଟିପିଟି ଆଦି କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର କରିବ ଏବଂ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ।

4 tips to prevent your mind from wandering during meditation
Tips and Tricks: ଧ୍ୟାନ କରିବା ସମୟରେ ମନ ବିଚଳିତ ହେଉଛି କି… ଆପଣାନ୍ତୁ ଏହି ୪ ଟିପ୍ସ, ହୋଇଯିବ ସ୍ଥିର

ଅନେକ ଯେହେତୁ ଏହାର ପ୍ରକୃତ ଶିକ୍ଷା ନ ପାଇ ଧ୍ୟାନ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ମନ ସ୍ଥିର ରୁହେନି। ଧ୍ୟାନ ସମୟରେ ମନ ଏପଟ ସେପଟ ହୁଏ। ଫଳରେ ଅସ୍ଥିର ଲାଗିବା ସ୍ୱାଭାବିକ। ତେବେ ଧ୍ୟାନ କରିବାର ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇନେଲେ ଆପଣ ପୂର୍ଣ୍ଣ ଏକାଗ୍ରତା ସହିତ ଧ୍ୟାନ କରିବାକୁ ସମର୍ଥ ହେବେ।

Hair care tips How to make onion oil at home
Hair Care Tips: ଘରେ ତିଆରି କରନ୍ତୁ ପିଆଜ କେଶ ତେଲ; ଚୁଟିକୁ କରେ ଲମ୍ବା, ମୋଟା ଏବଂ ମଜବୁତ୍

ଭାରତୀୟ ବଜାରରେ ପିଆଜ କେଶ ତେଲ ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ଥିବା ସଲଫର ଯୋଗୁଁ ଏହା ଚୁଟିକୁ ଲମ୍ବା, ମୋଟା ଏବଂ ମଜବୁତ୍ କରିବାରେ ସାହାଯ୍ୟ କରୁଛି। ଜାଣନ୍ତୁ ଘରେ କିପରି ପ୍ରାକୃତିକ ଉପାୟରେ ତିଆରି କରିବେ ପିଆଜ କେଶ ତେଲ।

Chanakya Niti
Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଏଭଳି ଭୁଲ୍ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭଲ ମଣିଷକୁ ମଧ୍ୟ ନଷ୍ଟ କରିଦେବ । ମଣିଷ ଯେତେ ଭଲ ଓ ସର୍ବତ୍ତମ ହେଉ ନା କାହିଁକି ଏହି ଭୁଲ୍ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ କୁପ୍ରଭାବ ପକାଇ ଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ....

Tips to avoid vomiting when travelling follow these suggestions
Health Tips: ଗାଡ଼ିରେ ଗଲେ ବାନ୍ତି ହେଉଛି କି; ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ, ଆଉ ହେବନି

ଭ୍ରମଣ ସମୟରେ ଆପଣ ଯଦି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।

chanakya niti
Chanakya Niti: ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ,ବଢିବ ସମ୍ମାନ...

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଉପରେ ଉଲ୍ଲେଖ କରାଯାଇଥିବା କିଛି ନିୟମଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ କାହା ଘରକୁ ଯିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ ।

Beauty tips blackberry seed powder for grey hair
Hair Care Tips: ଚୁଟିରେ ଏମିତି ଲଗାନ୍ତୁ ଜାମୁକୋଳି ମଞ୍ଜି ପାଉଡର୍; ଚୁଟି ପାଚିବନି, ଝଢିବନି

ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।

Chanakya Niti for Home
Chanakya Niti: ଭୁଲ୍‌ରେ ଏହି ଲୋକଙ୍କୁ ଡାକନ୍ତୁ ନାହିଁ ଘରକୁ; ଛଡ଼ାଇନେବେ ଆପଣଙ୍କ ଖୁସି...

ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।

banana kofta
ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ କଞ୍ଚା କଦଳୀରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘କଦଳୀ କୋପ୍ତା’।

plants to keep away snakes from home
Tips and Tricks: ବର୍ଷାଦିନ ଆସିଛି, ସାପ ଭୟ ରହିଛି; ଲଗାନ୍ତୁ ଏହି ୫ ଗଛ, ଘରେ ପଶିବେନି ସାପ

ବର୍ଷା ଦିନେ ସାପ ଭୟ ବଢିଯାଏ। ଗାତରେ ପାଣି ପଶିଯିବାରୁ ସେମାନେ ବାହାରକୁ ଉଠିଆସନ୍ତି ଆଉ ଘର ଆଡକୁ ମଧ୍ୟ ପଶିଯାଆନ୍ତି। କିନ୍ତୁ ଏମିତି କିଛି ଗଛ ଅଛି ଜାହାକୁ ଘର ଆଗରେ ରଖିଲେ ସାପମାନେ ପଶିବେ ନାହିଁ। ଆସନ୍ତୁ ସେହି ଗଛଗୁଡିକ କ’ଣ ଜାଣିବା।

home made hair mask for dry hair
ଶୁଷ୍କ କେଶ ପାଇଁ ବ୍ୟବହାର କରନ୍ତୁ ଏହି ମାସ୍କ୍

ଶୁଷ୍କ କେଶ ପାଇଁ ଆପଣଙ୍କୁ ବାରମ୍ବାର ପାର୍ଲରକୁ ଯାଇ ହେୟାର ସ୍ପା କରିବାକୁ ପଡ଼ୁଛି କି ? ଆମେ ଆପଣଙ୍କୁ ଏପରି ହେୟାର ମାସ୍କ ବିଷୟରେ କହିବୁ, ଯାହା ଦ୍ୱାରା ଆପଣ ଅତି ସହଜରେ ଘରେ ଏହି ମାସ୍କ ତିଆରି କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

Delicious 'Jeera Chena Masala'
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା'

ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Cheating partners often say these 7 things be alert
Relationship Tips: ଜଣେ ପ୍ରତାରଣା କରିବାକୁ ଚାହିଁଲେ କହିଥାଏ ଏମିତି; ଜାଣନ୍ତୁ ବାହାନାର ୭ଟି କଥା

ଯେଉଁମାନେ ପ୍ରତାରଣା କରନ୍ତି ସେମାନେ ନିଜ ପାର୍ଟନର୍‌ଙ୍କୁ କେତେକ ସାଧାରଣ କଥା କୁହନ୍ତି। ଏହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ। ତେବେ ଆସନ୍ତୁ ଏମିତି ୭ଟି କଥା ବିଷୟରେ ଜାଣିନେବା ଯାହାକୁ ପ୍ରତାରଣା ସମୟରେ ଜଣେ ପାର୍ଟନର୍ ବ୍ୟବହାର କରିଥାନ୍ତି।

Follow these steps to reuse the kneaded dough
Tips and Tricks: ବଳକା ଅଟାକୁ ଫ୍ରିଜ୍ ନୁହେଁ, ଏମିତି ରଖନ୍ତୁ; ରହିବ ପୂରା ଫ୍ରେସ୍

ଗହମ ଅଟାରେ ତିଆରି ଗୋଲାକାର ଏବଂ ନରମ ପତଳା ରୁଟି ସହିତ ଡାଲି ହେଉ କି ସନ୍ତୁଳା ବା ପନିପରିବା ଭଜା ଖୁବ୍ ସ୍ୱାଦିଷ୍ଟ ଲାଗେ। ରୁଟିକୁ ନରମ କରିବାକୁ ହେଲେ ଅଟାରେ ସଠିକ୍ ପରିମାଣର ପାଣି ବ୍ୟବହାର ଜରୁରୀ।

reduce belly fat
ପେଟର ଚର୍ବି କମାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏହି ଡ୍ରିଙ୍କସ୍

ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା । ଖରାପ ଖାଦ୍ୟାଭାସ ଏବଂ ଜଙ୍କ ଫୁଡ୍ ପାଇଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ । ବର୍ତ୍ତମାନ ସମସ୍ତେ ଚାହାଁନ୍ତି ଫିଟ୍ ରହିବା ପାଇଁ । ତେଣୁ ଏଥିପାଇଁ ବହୁତ ନିୟମ ଆପଣାଇଥାନ୍ତି।